Browsing Category

ଜିଲ୍ଲା

କୋଦଳା ଏନ୍ଏସି,ମୁକ୍ତା ଯୋଜନାରେ ମହାଘୋଟଲା ଅଭିଯୋଗ,ନିର୍ବାହୀ ଅଧିକାରୀଙ୍କ ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ,ଦୁଇ…

କୋଦଳା,୦୮/୦୬(ପିପିଟି): କୋଦଳା ଏନଏସି ରେ ନୂତନ ଅଧ୍ୟକ୍ଷ କାର୍ଯ୍ୟଭାର ଗ୍ରହଣ କରିବାର କିଛିମାସ ବିତିଥିବା ବେଳେ ମୁକ୍ତାଯୋଜନାର ଏକ ସାଙ୍ଘାତିକ ଘୋଟାଲା ଦେଖିବାକୁ ମିଳିଛି । ଦୁର୍ନୀତି ମୁକ୍ତ କୋଦଳା କରିବା ପାଇଁ ଡିଣ୍ଡିମ…
Read More...

ବ୍ରହ୍ମପୁର ଅବକାରୀ ବିଭାଗ ଦ୍ଵାରା ୨୧୭ କିଲୋ ଗଞ୍ଜେଇ ଜବତ , ଜଣେ ଗିରଫ ।

ବ୍ରହ୍ମପୁର,୦୮/୦୬(ପିପିଟି):ଆଜି ପୁଣି ବ୍ରହ୍ମପୁର ଅବକାରୀ ବିଭାଗକୁ ମିଳିଛି ଆଉ ଏକ ସଫଳତା । ଗଜପତି ଜିଲ୍ଲାରୁ ଉତ୍ତର ପ୍ରଦେଶକୁ ଏକ ଟ୍ରକ୍ ଯୋଗେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ବ୍ରହ୍ମପୁ୍ର ଅବକାରୀ ବିଭାଗ ଦ୍ଵାରା…
Read More...

ଶ୍ରମିକ ବଦଳରେ ମେସିନ୍ କରୁଛି କାମ: ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ।

ବାଲିଗୁଡ଼ା,୦୮/୦୬(ପିପିଟି): ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦ୍ବାରା ଗ୍ରାମାଞ୍ଚଳରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ହେଉଛି । ମନରେଗା ଯୋଜନାରେ ଜଳ ବିଭାଜିକା ଓ ମୃତ୍ତିକା ସଂରକ୍ଷଣ ବିଭାଗ ଦ୍ବାରା ପୋଖରୀ ପୁନରୁଦ୍ଧାର…
Read More...

କାଶୀପୁର ତହସିଲ ସମ୍ମୁଖରେ ଏଆଇକେଏମଏସ୍ ର ଗଣ ବିକ୍ଷୋଭ ।

କାଶୀପୁର,୦୮/୦୬(ପିପିଟି):ଜମି, ଜଙ୍ଗଲ ଉପରେ ଅଧିକାର, କମ୍ପାନୀର ପ୍ରଦୂଷଣରୁ ମୁକ୍ତି, ଖଣି ପ୍ରଭାବିତ ଲୋକଙ୍କୁ ସହାୟତା ଓ ନିଯୁକ୍ତି ତଥା ଲୋକଙ୍କୁ ମୌଳିକ ସହାୟତା ପ୍ରଦାନ ଦାବିରେ ଆଜି ଅଖିଳ ଭାରତ କିଶାନ୍ ମଜଦୁର୍ ସଭା…
Read More...

ଓଡ଼ିଶା ରାଜ୍ୟ ଖାଦ୍ୟ ଆୟୋଗର ଯାଜପୁର ଜିଲ୍ଲା ଗସ୍ତ,ସମୀକ୍ଷା ବୈଠକରେ ଯୋଗଦାନ ।

ଯାଜପୁର,୦୮/୦୬(ପିପିଟି): ଜାତୀୟ ଖାଦ୍ୟ ସୁରକ୍ଷା ଅଧିନିୟମ ୨୦୧୩ ଏବଂ ଓଡ଼ିଶା ରାଜ୍ୟ ଖାଦ୍ୟ ସୁରକ୍ଷା ନିୟମ ୨୦୨୦ ଅନୁଯାୟୀ ଖାଦ୍ୟ ସୁରକ୍ଷା ଜଡିତ ବିଭିନ୍ନ ଯୋଜନାର କାର୍ଯ୍ୟକାରିତା ଉପରେ ନଜର ରଖିବା ପାଇଁ ଓଡ଼ିଶା ରାଜ୍ୟ…
Read More...

ଧର୍ମଶାଳା ରଜ କୁଇନ୍ ୨୦୨୨ ସେମିଫାଇନାଲ ।

ଧର୍ମଶାଳା,୦୮/୦୬(ପିପିଟି):ଆଜି କଳ୍ପତରୁ ଦାସ ନ୍ୟାସନାଲ ଫାଉଣ୍ଡେସନ ତରଫରୁ ଏବଂ ଧର୍ମଶାଳା ଗାର୍ଲସ ୱିଙ୍ଗ୍ ସଭାନେତ୍ରୀ କ୍ଷିରାବ୍ଧୀ ତନୟା ମଲ୍ଲିକଙ୍କ ନେତୃତ୍ୱରେ ରଜ କୁଇନର ସେମିଫାଇନାଲ ଅଡିସନ କଳ୍ପତରୁ ଦାସ…
Read More...

ଭାଭା ଅଟୋମେଟିକ ରିସର୍ଚ୍ଚସେଣ୍ଟର ତରଫରୁ ଦୁଇହଜାର ଲିଟର ପାଣିଟାଙ୍କି ପ୍ରକଳ୍ପ ଶୁଭ ଉଦ୍‌ଘାଟନ।

ବୋଲଗଡ଼ ,୦୮/୦୬(ପିପିଟି):ବୋଲଗଡ ବ୍ଲକ ଅନ୍ତର୍ଗତ ସାଗରଗୁଆଁ ପଞ୍ଚାୟତ ସ୍ଥିତ ସାଗରଗୁଆଁ, ପାଟବନ୍ଧ, ବେଣାଗାଡିଆ ଗ୍ରାମରେ ଭା ଭା ଅଟୋମେଟିକ୍ ରିସର୍ଚ୍ଚ ସେଣ୍ଟର ତରଫରୁ ବିଶୁଧ ପିଇବା ପାଣିର ସମସ୍ୟା ଦୂର କରିବା ପାଇଁ…
Read More...

୪ ନୂଆଁ ମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ ଗଞ୍ଜାମର ବରିଷ୍ଠ ସମବାୟବିତ ।

ଭୁବନେଶ୍ବର,୦୮/୦୬(ପିପିଟି): ରାଜ୍ୟର ନବୀନ ପଟନାୟକ ସରକାରଙ୍କ ୫ମ ପାଳି ଶାସନର ଦ୍ୱତୀୟ ମନ୍ତ୍ରୀମଣ୍ଡଳ ପୁର୍ନଗଠନ ହୋଇଛି । ରାଜ୍ୟ ମନ୍ତ୍ରୀମଣ୍ଡଳର ୪ ନୂଆଁ ମନ୍ତ୍ରୀ ଉଷା ଦେବୀ, ଅଶୋକ ଚନ୍ଦ୍ର ପଣ୍ଡା, ଅତୁନ ସଭ୍ୟସାଚୀ…
Read More...

ବିନିକା ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ।

ସୁବର୍ଣ୍ଣପୁର,୦୭/୦୬(ପିପିଟି): ଜଗତର ନାଥ ମହାପ୍ରଭୁ ଜଗନ୍ନାଥଙ୍କ ଗୁଣ୍ଡିଚା ରଥଯାତ୍ରା ଆୟୋଜନ ନେଇ ସୋମବାର ସ୍ଥାନୀୟ ଜଗନ୍ନାଥ ମନ୍ଦିର ଠାରେ ଏନ୍ଏସି ଅଧ୍ୟକ୍ଷ ସୁବାସ ଚନ୍ଦ୍ର ଭୋଇଙ୍କ ସଭାପତିତ୍ବରେ ଏକ ବୈଠକ ଅନୁଷ୍ଠିତ…
Read More...

ଉଫୁଲାରେ ମାଁ ମାହେଶ୍ୱରୀ ଦେବୀଙ୍କର ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଉତ୍ସବ ପାଇଁ କଳସ ଯାତ୍ରା ଅନୁଷ୍ଠିତ ।

ଉଲୁଣ୍ଡା,୦୭/୦୬(ପିପିଟି): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଉଫୁଲା ଗ୍ରାମ ଠାରେ ମାଁ ମାହେଶ୍ୱରୀଙ୍କ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅବସରରେ କଳସ ଶୋଭା ଯାତ୍ରା ଅନୁଷ୍ଠିତ ହୋଇଯାଇଛି।‌ ଆଜି …
Read More...