Browsing Category

ଜିଲ୍ଲା

ପୁଣି ହଳଦୀକୁଣ୍ଡରେ ମୃତ୍ଯୁ ବିଭୀଷିକା,ଗାଁରେ କୋକୁଆ ଭୟ ।

ମାଲକାନଗିରି,୨୨/୦୯(ପିପିଟି): ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ମାଥିଲି ବ୍ଲକର ହଲଦୀକୁଣ୍ଡ ଆଦିବାସୀ ଗ୍ରାମରେ ଅଜଣା ରୋଗରେ ମୃତ୍ୟୁ ସଂଖ୍ୟା ୯ କୁ ବୃଦ୍ଧି ପାଇଥିବା ବେଳେ ପୁଣି ବୁଧବାରେ ଚିକିତ୍ସିତ ହୋଇ ହଳଦିକୁଣ୍ଡ ଗାଁକୁ…
Read More...

ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ।

ମାଲକାନଗିରି,୨୨/୦୯(ପିପିଟି): କୋରାପୁଟ ଏସଓଜି ଓ ଡିଭିଏଫର ଏକ ଦଳ ମାଲକାନଗିରି ଜିଲ୍ଲାର ମୁଦୁଲିପଡା ଥାନା ଓ କୋରାପୁଟ ଜିଲ୍ଲାର ମାଛଖକୁଣ୍ଡ ଥାନା ସୀମାବର୍ତ୍ତୀ ଅଞ୍ଚଳର ହନୁମାଲ, ସିନ୍ଧିପୁଟ, ଓଣ୍ଡାଇପଦର, ଅଣ୍ଡ୍ରାହାଲ,…
Read More...

ସ୍ୱଚ୍ଛ ଭାରତ ମିଶନ (ଗ୍ରାମୀଣ) ଦ୍ୱାରା ସ୍ୱଚ୍ଛତା ହିଁ ସେବା ଅଭିଯାନ ।

ବ୍ରହ୍ମପୁର,୨୧/୦୯(ପିପିଟି): ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଙ୍କ ନିର୍ଦ୍ଧେଶ କ୍ରମେ ସ୍ୱଚ୍ଛ ଭାରତ ମିଶନ (ଗ୍ରାମୀଣ) ଦ୍ୱାରା ସ୍ୱଚ୍ଛତା ହିଁ ସେବା ଅଭିଯାନ ହିଞ୍ଜିଳି ବ୍ଲକ ରେ ଆରମ୍ଭ ହୋଇଯାଇଛି । ଏହି…
Read More...

ଗଞ୍ଜେଇ ଭର୍ତି କାର ଜବତ, ଡ୍ରାଇଭର ଓ ସହଯୋଗୀ ଚମ୍ପଟ ।

ବେଲଗୁଣ୍ଠା,୨୧/୦୯(ପିପିଟି): ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଇଣ୍ଟେଲିଜେନ୍ସ ଅଫ ବ୍ୟୁରୋ ବିଭାଗକୁ ମିଳିଛି ବଡ଼ ଧରଣର ସଫଳତା । ପାଖାପାଖି ୧୨ଲକ୍ଷରୁ ଅଧିକ ମୂଲ୍ୟର ଗଞ୍ଜେଇ ସହିତ ଗଞ୍ଜେଇ ଚାଲାଣ ହେଉଥିବା ହୋଣ୍ଡା ସିଟି କାରକୁ…
Read More...

ଟିପିଏସଓଡ଼ିଏଲ ରେ ସାଂସ୍କୃତିକ କାର୍ଯ୍ୟକ୍ରମ ଦ୍ୱାରା ସଚେତନତା ।

ଭଞ୍ଜନଗର,୨୧/୦୯(ପିପିଟି): ଭଞ୍ଜନଗର ପାୱାର ହାଉସ ଛକରେ ଥିବା ଟିପିଏସଓଡ଼ିଏଲ କାର୍ଯ୍ୟାଳୟରେ ଗତ ୨୦୧୭ମସିହା ଠାରୁ ବେଶ ଧୁମଧାମରେ ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା ପାଳନ କରାଯାଉଛି। କରୋନା ସକାଶେ ୨ବର୍ଷର ଅନ୍ତରାଳରେ…
Read More...

ଭୁସ୍ଖଳନ ଯୋଗୁଁ ସୋରଡ଼ା-ଦାରିଙ୍ଗବାଡି ରାସ୍ତା ସିଲ କଲା ପ୍ରଶାସନ ।

ଭଞ୍ଜନଗର,୨୧/୦୯(ପିପିଟି): ଗଞ୍ଜାମ ଜିଲ୍ଲା ସୋରଡା ଥାନା ଦାରିଙ୍ଗବାଡ଼ି ଘାଟିରେ ଭୁସ୍ଖଳନ ଯୋଗୁଁ ମାଟି ଅତଡ଼ା ଖସି ପଡିଛି।ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ଉକ୍ତ ରାସ୍ତାରେ ଯାତାୟାତ ବନ୍ଦ କରିଛି ସ୍ଥାନୀୟ ପ୍ରଶାସନ।ଯାହା…
Read More...

ଅଣୁ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ଉଦ୍ୟୋଗ ପ୍ରତିଷ୍ଠା ନିମନ୍ତେ ସଚେତନତା କାର୍ଯ୍ୟକ୍ରମ।

ବେଗୁନିଆ,୨୧/୦୯(ପିପିଟି):ଜିଲ୍ଲା ଶିଳ୍ପ କେନ୍ଦ୍ର ଭୁବନେଶ୍ବରଙ୍କ ଆୟୋଜନରେ ଅଣୁ କ୍ଷୁଦ୍ର ମଧ୍ୟମ ଶିଳ୍ପୋଦ୍ୟୋଗ ପ୍ରତିଷ୍ଠା ନିମନ୍ତେ ସଚେତନତା ଶିବିର ବେଗୁନିଆ ବ୍ଲକ୍ ସଭାଗୃହ ରେ ଅନୁଷ୍ଠିତ ହୋଇ ଯାଇଛି। ବ୍ଲକ୍ ସଭାପତି…
Read More...

ଆପ୍ ଗଞ୍ଜାମ ଜିଲ୍ଲା କାର୍ଯ୍ୟକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ ।

ବ୍ରହ୍ମପୁର,୨୧/୦୯(ପିପିଟି): ସ୍ଥାନୀୟ ଡାଇମଣ୍ଡ ଜୁବୁଲି ଟାଉନ ହଲରେ ଆମ୍ ଆଦମୀ ପାର୍ଟି ଗଞ୍ଜାମ ଜିଲ୍ଲାର କାର୍ଯ୍ୟକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଜିଲ୍ଲାର ବିଭିନ୍ନ ବ୍ଲକ ଓ ଏନ.ଏ.ସି ରୁ ଶତାଧିକ…
Read More...

ବଡ଼ ଧରଣ ଜୁଆ ଆଡ୍ଡା ଉପରେ ପୁଲିସର ଚଢ଼ଉ ,୪ଲକ୍ଷ ୯୯ହଜାର ୪୨୦ଟଙ୍କା ସହ ୨୧ଜୁଆଡ଼ି ଗିରଫ,୯ଟି ଗାଡ଼ି ଓ ୨୩ଟି ମୋବାଇଲ…

ବ୍ରହ୍ମପୁର,୨୦/୦୯(ପିପିଟି): ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ବୈଦ୍ୟନାଥପୁର ଥାନାକୁ ମିଳିଛି ବଡ଼ ସଫଳତା । ପାର୍ବଣ ଋତୁ ଆରମ୍ଭ ହେବା ମାତ୍ରେ ଗଞ୍ଜାମ ଜିଲ୍ଲାରେ କେତେକ ଜୁଆଡ଼ି ପରମ୍ପରାକୁ ଢାଲ କରି ମାସ ମାସ ଧରି ଜୁଆ ଆଡ୍ଡା…
Read More...

ସିମେଣ୍ଟ ଟ୍ରକରୁ ୩୦୦ କିଲୋ ଗଞ୍ଜେଇ ଜବତ ।

ବ୍ରହ୍ମପୁର,୨୦/୦୯(ପିପିଟି): ବ୍ରହ୍ମପୁର ଦେଇ ପଶ୍ଚିମବଙ୍ଗ ଚାଲାଣ ହେଉଥିବା ଏକ ସିମେଣ୍ଟ ଓ ଗଞ୍ଜେଇ ଭର୍ତ୍ତି ଟ୍ରକକୁ ଜବତ କରିଛି ଅବକାରୀ ଗୁଇନ୍ଦା ବିଭାଗ । ସେହି ଟ୍ରକରୁ ୨୦୦ ବସ୍ତା ସିମେଣ୍ଟ ଓ ୧୨ ବସ୍ତା ଗଞ୍ଜେଇ ଜବତ…
Read More...