Browsing Category

ଜିଲ୍ଲା

ଭଞ୍ଜନଗର ବିଜେପି ପକ୍ଷରୁ ରାହୁଲ ଗାନ୍ଧୀଙ୍କ କୁଶ ପୁତଳିକା ଦାହ ।

ଭଞ୍ଜନଗର,୧୪/୦୭(ପିପିଟି): ଆସନ୍ତା ରାଷ୍ଟ୍ରପତି ନିର୍ବାଚନରେ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଓଡ଼ିଶାର ଆଦିବାସୀ ମହିଳା ଦ୍ରୌପଦୀ ମୁର୍ମୁଙ୍କୁ ସ୍ଥିର କରିଥିବା ବେଳେ ଗତକାଲି ଏହାକୁ ନେଇ ଝାଡଖଣ୍ଡ କଂଗ୍ରେସ ମୁଖପାତ୍ର ଅଜୟ…
Read More...

ରଜ୍ଯରେ ଗତ ୨୪ ଘଣ୍ଟା ମଧ୍ଯରେ ୮୦୪ ଜଣ କରୋନା ପଜିଟିଭ ଚିହ୍ନଟ।

ଭୁବନେଶ୍ବର,୧୪/୦୭ : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୮୦୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟ ରୁ ୪୭୧ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୩୩୩ ଜଣ ପଜିଟିଭ ସ୍ଥାନୀୟ ସଂକ୍ରମଣରୁ ଚିହ୍ନଟ…
Read More...

ନାବାଳିକାର ଆତ୍ମହତ୍ୟା ।

ବେଲଗୁଣ୍ଠା,୧୩/୦୭(ପିପିଟି): ଆଜି ଅପରାହ୍ଣ ଚାରି ଘଣ୍ଟା ସମୟରେ ବେଲଗୁଣ୍ଠା ଥାନା ଅନ୍ତର୍ଗତ ଆମ୍ବପୁଆ ଗ୍ରାମର ବାବୁଲା ଗୌଡ଼ଙ୍କ ଙ୍କ ନାବାଳିକା ଝିଅ ସ୍ୱର୍ଣ୍ଣ ଲତା ଗୌଡ (୧୭) କୌଣସି କାରଣରୁ ପଙ୍ଖାରେ ରଶି ଲଗାଇ ଆତ୍ମହତ୍ୟା…
Read More...

ଗୁରୁପୂର୍ଣ୍ଣିମାରେ ବିଦାୟ ସମ୍ବର୍ଦ୍ଧନା ସଭା ।

କୋଦଳା,୧୩/୦୭(ପିପିଟି): ଚିଙ୍ଗୁଡ଼ିଖୋଲ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଦୀପ କୁମାର ଶତପଥୀ ଅବସର ଗ୍ରହଣ କରିଥିବାରୁ ତାଙ୍କୁ ବିଦ୍ୟାଳୟ ତରଫରୁ ବିଦାୟ କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ସେ ୧୧/୦୭/୧୯୮୮ ରୁ…
Read More...

ସଂସ୍କୃତି ଓ କଳା ପରିଷଦ,ଓଡିଶା ତରଫରୁ ଆଲୋଚନା ଚକ୍ର ଅନୁଷ୍ଠିତ ।

ଭଞ୍ଜନଗର,୧୩/୦୭(ପିପିଟି): ସଂସ୍କୃତି ଓ କଳା ପରିଷଦ,ଓଡିଶା ତରଫରୁ ଘୁମୁସର ଅଞ୍ଚଳର ବିଭନ୍ନ ବର୍ଗର କଳାକାରମାନଙ୍କୁ ତଥା ସାହିତ୍ୟିକ,ବୁଦ୍ଧିଜୀବୀମାନଙ୍କୁ ନେଇ ଏକ ଆଲୋଚନା ଚକ୍ର ଭେଜିପୁଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ…
Read More...

ପାରିବାରିକ କଳହରୁ ଭାଇକୁ ହତ୍ୟା କଲା ଭାଇ ।

ବ୍ରହ୍ମପୁର,୧୩/୦୭(ପିପିଟି): ପାରିବାରିକ କଳହର କରୁଣ ପରିଣତି । ସାମାନ୍ୟ କଥାକୁ ନେଇ ଭାଇକୁ ମାରିଦେଲା ଭାଇ । ଗଞ୍ଜାମ ଜିଲ୍ଲା ଜରଡ଼ା ଥାନା ଗୁଜୁଲିଙ୍ଗା ଗାଁରେ ମଙ୍ଗଳବାର ସନ୍ଧ୍ୟାରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଖବର…
Read More...

ଆଦର୍ଶ ଗୁରୁଙ୍କୁ ଶ୍ରଦ୍ଧାଞ୍ଜଳି ।

ଦିଗପହଣ୍ଡି,୧୩/୦୭(ପିପିଟି):ଛାତ୍ର ଛାତ୍ରୀଙ୍କ ଭବିଷ୍ୟତ ଗଢିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାନ୍ତି ଶିକ୍ଷକ।ଏପରି କି ଅନେକ ଶିକ୍ଷକ ଅଛନ୍ତି ଆଜି ସେମାନେ ଅନ୍ୟମାନଙ୍କ ପାଇଁ ପ୍ରେରଣା ଦାୟକ।ମାନବ ସମାଜ ପାଇଁ ସେ…
Read More...

ମୃତ କୃଷ୍ଣଚନ୍ଦ୍ରଙ୍କ ପରିବାରଙ୍କୁ ବିଡେକା ତରଫରୁ ସହାୟତା ପ୍ରଦାନ ।

ଭଞ୍ଜନଗର,୧୩/୦୭(ପିପିଟି): ବେଙ୍ଗାଲୁରୁ ରେ ଦାଦନ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ଭଞ୍ଜନଗର ବ୍ଲକ ମୁଦୁଲି ପଲି ପଞ୍ଚାୟତ ହାସନପଲି ଗ୍ରାମର ଭାଗ୍ୟଧର ନାଇକଙ୍କ ପୁଅ କୃଷ୍ଣଚନ୍ଦ୍ର ନାଇକଙ୍କ ଗତ ଗୁରୁବାର ନିଜ ଗ୍ରାମକୁ…
Read More...

ନାବାଳିକା ଆତ୍ମହତ୍ୟା ଘଟଣାର ମୁଖ୍ୟ ନାବାଳକ ଅଭିଯୁକ୍ତ ସମେତ ୩ଗିରଫ ।

ଭଞ୍ଜନଗର,୧୪/୦୭(ପିପିଟି): ଗଞ୍ଜାମ ଜିଲ୍ଲା ତାରସିଙ୍ଗି ଥାନା ଅନ୍ତର୍ଗତ ଜଡ଼ା ଘାତୁଣି ଗ୍ରାମରେ ଅଶ୍ଳୀଳ ଫୋଟ ଭାଇରାଲ ଯୋଗୁଁ ଲୋକ ଲଜ୍ୟା ଭୟରେ ରାଜେନ୍ଦ୍ର ଗୌଡ଼ଙ୍କ ୧୫ବର୍ଷର ନାବାଳିକା ଝିଅ ଗତ ଶନିବାର ସକାଳ ସମୟରେ…
Read More...

ପାଣି ଘେରରେ ଥିବା ବାଲିସାହି ଗ୍ରାମବାସୀଙ୍କୁ ସ୍ଥାନାନ୍ତର ।

ଭଞ୍ଜନଗର,୧୪/୦୭(ପିପିଟି): ଗତ ତିନି ଦିନ ହେଲା ଲଘୁଚାପ ଜନିତ ଲଗାଣ ବର୍ଷାରେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ବାଉଁଶ ଲୁଣ୍ଡି ପଞ୍ଚାୟତର ବାଲି ସାହିରେ ରହୁଥିବା ପ୍ରାୟ ୫୦ଟି ପରିବାରର ଲୋକେ ପାଣି ଘେରରେ ଫସି ରହିଥିବାରୁ…
Read More...