Browsing Category

ଜିଲ୍ଲା

ଜିଲ୍ଲାପାଳ ଓ ବରିଷ୍ଠ ଅଧିକାରୀଙ୍କ ଦ୍ୱାରା ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ ନିମନ୍ତ୍ରଣ ପତ୍ର ବଣ୍ଟନ ।

ମାଲକାନଗିରି, ୨୩/୦୩(ପିପିଟି):ରାଜ୍ୟ ସରକାରଙ୍କ ଶିକ୍ଷା ବିଭାଗର ନିର୍ଦ୍ଦେଶକ୍ରମେ ମାଲକାନଗିରି ଜିଲ୍ଲାରେ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ କାର୍ଯ୍ୟକ୍ରମ ଅତ୍ୟନ୍ତ ଉତ୍ସାହର ସହ ଶୁଭାରମ୍ଭ ହୋଇଯାଇଛି। ଜିଲ୍ଲା ପ୍ରଶାସନର…
Read More...

ଖୋଳଖାଳି ପଞ୍ଚାୟତ ସ୍ତରୀୟ ଦ୍ଵିତୀୟ ପର୍ଯ୍ୟାୟ ମିଳିତ ଜନଶୁଣାଣି।

ପୋଲସରା ,୨୩/୦୩(ପିପିଟି) : ବୁଗୁଡା ବ୍ଲକ ଅନ୍ତର୍ଗତ ଖୋଳଖାଳି ପଞ୍ଚାୟତରେ ମାର୍ଚ୍ଚ ୨୩ ତାରିଖ ଦିନ ପଞ୍ଚାୟତ ସ୍ତରୀୟ ଦ୍ଵିତୀୟ ପର୍ଯ୍ୟାୟ ମିଳିତ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ବୁଗୁଡା ବିଡିଓ ଦୁତିକୃଷ୍ଣ…
Read More...

ସୁଭୁନାହିଁ ଶଙ୍ଖାରିର ଡାକ, ଶଙ୍ଖା ନବ ଶଙ୍ଖା।

ବୋଲଗଡ଼,୨୨/୩ (ପିପିଟି): ସମୟ ଥିଲା ପ୍ରତେକ ଗାଁ ମାନଙ୍କୁ ବେପାର ପାଇଁ ନିଜର ପସରା ବା ଟୋକେଇ କିମ୍ବା ଝୁଡି ଆଦିରେ ବିଭିନ୍ନ ପ୍ରକାରର ପାଣି କାଚ ଓ ରଙ୍ଗ ବେରଙ୍ଗର ଶଙ୍ଖା ଧରି ପୁରୁଷ ହେଉ ବା ମହିଳା ବିକ୍ରି କରିବା ପାଇଁ…
Read More...

ରୋଟାରୀ ଡିଷ୍ଟ୍ରିକ୍ଟ କ୍ୟାନସର ସଚେତନତା ।

ଭୁବନେଶ୍ଵର,୨୨/୦୩(ପିପିଟି):ରୋଟାରୀ ଡିଷ୍ଟ୍ରିକ୍ଟ ୩୬୬୨ ଓ ଇନର ହ୍ୱିଲ୍ ଡିଷ୍ଟ୍ରିକ୍ଟ ୩୬୬୨ଙ୍କ ମିଳିତ ଆୟୋଜନରେ କ୍ୟାନ୍ସର ସଚେତନତା ପାଇଁ ପ୍ରାୟ ଶହେ ମହିଳାଙ୍କୁ ନେଇ ଏକ ମହିଳା କାର ରାଲି ଭୁବନେଶ୍ୱରରେ ଆୟୋଜିତ…
Read More...

ଓଡିଶା ସ୍ୱଚ୍ଛସାଥି ଓ ସୁପରଭାଇଜର ସଙ୍ଘର ଜିଲ୍ଲାସ୍ତରୀୟ ସମାବେଶ ।

ବ୍ରହ୍ମପୁର,୨୨/୦୩(ପିପିଟି):ଗଞ୍ଜାମ ଜିଲ୍ଲାର ସହରାଞ୍ଚଳ ପରିମଳ ସେବାରେ ନିୟୋଜିତ ସ୍ୱଚ୍ଛସାଥି ଓ ସୁପରଭାଇଜରମାନଙ୍କ ଏକ ଜିଲ୍ଲାସ୍ତରୀୟ ସମାବେଶ ଆଜି ସ୍ଥାନୀୟ ଗୋଲୀଲା ସାହି କୋଠଘର ପରିସରରେ ଅନୁଷ୍ଠିତ ହୋଇଯାଇଛି ।…
Read More...

୩୭ ତମ ବାର୍ଷିକ ତେରଶମ୍ଭୁ ମିଳନର ପ୍ରାକ ପ୍ରସ୍ତୁତି ବୈଠକ : ୧୩ ଦଣ୍ଡ ଥଳ ଅଧିକାରୀଙ୍କ ସମ୍ମତି ପ୍ରକାଶ ।

କନ୍ଧମାଳ,୨୨/୦୩ (ପିପିଟି ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ପଞ୍ଚୁଦଣ୍ଡ ପରିଚାଳନା ସମିତି ଆନୁକୂଲ୍ୟରେ ୩୭ ତମ ବାର୍ଷିକ ତେରଦଣ୍ଡ ମିଳନ ସମାରୋହ ଏପ୍ରିଲ ୫ ତାରିଖ ରବିବାର ଦିନ ଆୟୋଜନ ହେବ । ଏହି ପରିପ୍ରେକ୍ଷୀରେ…
Read More...

ଅପପୁଷ୍ଟି ମୁକ୍ତ ହେବ ମାଲକାନଗିରି ।

ମାଲକାନଗିରି,୨୨/୦୯(ପିପିଟି):ମାଲକାନଗିରି ଜିଲ୍ଲାରୁ ଅପପୁଷ୍ଟିର ସମ୍ପୂର୍ଣ୍ଣ ନିରାକରଣ ଏବଂ ଶିଶୁମାନଙ୍କ ସୁସ୍ଥ ଭବିଷ୍ୟତ ଗଠନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ସ୍ୱତନ୍ତ୍ର ଅଭିଯାନ ପୋଷଣ-୧୫ ର ଶୁଭାରମ୍ଭ କରାଯାଇଛି।…
Read More...

ବୀରମହାରାଜପୁର ନବମ ଲୋକ ମହୋତ୍ସବ ମାଲେଶ୍ରୀ-୨୦୨୬ ର ଦ୍ଵିତୀୟ ସଂଧ୍ୟା ।

ସୁବର୍ଣ୍ଣପୁର ,୨୧/୦୩(ପିପିଟି):ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ସ୍ତରୀୟ ନବମ ଲୋକ ମହୋତ୍ସବର ଶନିବାର ଦ୍ବିତୀୟ ସଂଧ୍ୟାରେ ପହଞ୍ଚିଛି । ବୀରମହାରାଜପୁର ଉପଜିଲ୍ଲାପାଳ ତଥା ଲୋକ ମହୋତ୍ସବ କମିଟିର ଅଧ୍ୟକ୍ଷ…
Read More...

ଜିଲ୍ଲାସ୍ତରୀୟ ଜାତୀୟ କନ୍ୟା ଶିଶୁ ଦିବସ ପାଳିତ ।

ଛତ୍ରପୁର,୨୦/୦୩(ପିପିଟି): ଆଜି ଗଞ୍ଜାମ ଜିଲ୍ଲାର ଛତ୍ରପୁରସ୍ଥିତ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ, ରିକାପାଲି ଠାରେ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ,ଗଞ୍ଜାମ ବିଜୟଲକ୍ଷ୍ମୀ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…
Read More...

ଯଯାତି ୨୦୨୬: ଜିଲ୍ଲାସ୍ତରୀୟ କବି ସମ୍ମିଳନୀ ଅନୁଷ୍ଠିତ ।

ଯାଜପୁର,୨୧/୦୩(ପିପିଟି): ଜିଲ୍ଲା ମହୋତ୍ସବ ଯଯାତି ୨୦୨୬ ଅବସରରେ ଜିଲ୍ଲାସ୍ତରୀୟ ମନୋଜ୍ଞ କବିତା ପାଠ ଉତ୍ସବ ଅନୁଷ୍ଠିତ ହୋଇଥିଲା। ବିଶ୍ୱ କବିତା ଦିବସ ଅବସରରେ ସ୍ଥାନୀୟ ଗୌତମ ବୁଦ୍ଧ ସଂସ୍କୃତି ଭବନଠାରେ ଆୟୋଜିତ ଏହି କବି…
Read More...