Browsing Category

ଜିଲ୍ଲା

ନୂତନ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଯୋଗଦାନ।

ଭଞ୍ଜନଗର, ୦୮/୦୨(ପିପିଟି):ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ ପରିଷଦରେ ନୂତନ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ମୁରଲୀ କୃଷ୍ଣ ପଣ୍ଡା ଯୋଗ ଦେଇଛନ୍ତି।ପୂର୍ବରୁ ଶ୍ରୀ ପଣ୍ଡା ରାୟଗଡା ଜିଲ୍ଲା ଗୁଡ଼ାରି ଏନଏସିରେ ପ୍ରାୟ ବର୍ଷେ ହେବ…
Read More...

ଉତ୍କଳ ସାହିତ୍ୟ ସଂସଦ ତରଫରୁ ବସନ୍ତ କବିତା ଆସର ।

ମାଲକାନଗିରି,୦୭/୦୨(ପିପିଟି) : ଆଜି ତାର୍ଲାକୋଟା ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରସଙ୍ଗରେ ଉତ୍କଳ ସାହିତ୍ୟ ସଂସଦ ମାଲକାନଗିରି ଆନୁକୂଲ୍ୟରେ ବସନ୍ତ ସାହିତ୍ୟ ଆସର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ…
Read More...

ଟପ ମାଓ ନେତା ଦସ୍ରୁର ମୃତ୍ୟୁକୁ ଗ୍ରହଣ କରିପାରୁନି ମାଓ ସଂଗଠନ: କୋର୍ଟଚାଲାଣ କରିବାକୁ ଲାଗିଲା ମାଓ ପୋଷ୍ଟର ।

ବାଲିଗୁଡା,୦୭/୦୨:(ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅର୍ନ୍ତଗତ ସୁଡ୍ରା ଗ୍ରାମ ପଞ୍ଚାୟତର କେତେରଭଟ୍ଟା ଛକର ୪୧ ନଂ. ରାଜ୍ୟପଥ କଡ଼ରେ ଲାଗିଲା ମାଓ ପୋଷ୍ଟର୍ l ସିପିଆଇ ମାଓବାଦୀ କେକେବିଏନ୍‌ ପକ୍ଷରୁ ଲାଗିଛି…
Read More...

ଆନ୍ତଃଜିଲ୍ଲା ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ।

ପୋଲସରା,୦୭/୦୨(ପିପିଟି):ପୋଲସରା ଷ୍ଟେଟ୍ ବ୍ୟାଙ୍କ୍ ଛକ ନିକଟରେ ଗୌରୀ ଶଙ୍କର ମିଶ୍ର ସ୍ମାରକୀ ଆନ୍ତଃଜିଲ୍ଲା ଭଲିବଲ୍ ଟୁର୍ଣ୍ଣlମେଣ୍ଟର ଉଦଯାପନ ଦିବସ ଅନୁଷ୍ଠିତ ହୋଇଯାଇଛି । ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁ ଯୋଗ ଦେବା ସହ…
Read More...

ସଂପୁର ଚତୁର୍ଭୁଜ ସରକାରୀ ଉଚ୍ଚ ବିଦ୍ୟାଳୟ ବାର୍ଷିକ ଉତ୍ସବ ୨୦୨୩-୨୪ ପାଳିତ।

ବୋଲଗଡ଼,୦୭/୦୨(ପିପିଟି): ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକ ଅନ୍ତର୍ଗତ ସଂପୁର ସ୍ଥିତ ଚତୁର୍ଭୁଜ ସରକାରୀ ଉଚ୍ଚ ବିଦ୍ୟାଳୟ, ର ଚଳିତ ଶିକ୍ଷା ବର୍ଷର ବାର୍ଷିକ ଉତ୍ସବ୨୦୨୩-୨୪ ମହାସମାରୋହରେ ପାଳିତ ହୋଇଯାଇଛି ।ବିଦ୍ୟାଳର ପ୍ରଧାନ…
Read More...

ମହିଳା ଓ ଶିଶୁ ବିକାଶ ବିଭାଗ ନିର୍ଦ୍ଦେଶିକା ଙ୍କ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ : ବିଭିନ୍ନ ପ୍ରକଳ୍ପର ସମୀକ୍ଷା ।

ଉଲୁଣ୍ଡା ,୦୬/୦୨(ପିପିଟି):ମହିଳା ଓ ଶିଶୁ ବିକାଶ ବିଭାଗ ନିର୍ଦ୍ଦେଶିକା ମୋନିଷା ବାନାର୍ଜୀ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତରେ ଆସି ଏହି ବିଭାଗର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ ଏବଂ ପ୍ରକଳ୍ପର ସମୀକ୍ଷା କରିଛନ୍ତି…
Read More...

ଜାତୀୟ କୃମି ନାଶକ ଦିବସ ପାଳନ ।

ମାଲକାନଗିରି,୦୬/୦୨(ପିପିଟି) :ଜିଲ୍ଲା ରକ୍ତ ଭଣ୍ଡାର ସଭା ଗୃହ ଠାରେ ଜିଲ୍ଲା ସ୍ବାସ୍ଥ୍ୟ ସମିତି ଦ୍ଵାରା ଜାତୀୟ କୃମି ନାଶକ ଦିବସ ପାଳନ ନିମନ୍ତେ ଜିଲ୍ଲା ସ୍ତରୀୟ ସମସ୍ତ ବିଭାଗର ସମନ୍ୱିତ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି…
Read More...

ଛାତ୍ରୀ ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଯାପିତ ।

ଉଲୁଣ୍ଡା ,୦୬/୦୨(ପିପିଟି):ସୁବର୍ଣ୍ଣପୁର ଜିଲ୍ଲା ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ଧର୍ମଶାଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଛାତ୍ରୀ ଆତ୍ମ ସୁରକ୍ଷା ତଲିମ ଶିବିର ଉଦଯାପିତ ହୋଇ ଯାଇଛି ।ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ…
Read More...

ଜିଲ୍ଲା ସ୍ତରୀୟ ୧୯ତମ ପାତାଳି ମହୋତ୍ସବ ର ଚୁଡାନ୍ତ ପ୍ରସ୍ତୁତି ବୈଠକ ।

ଉଲୁଣ୍ଡା,୦୬/୦୨(ପିପିଟି) : ସୁବର୍ଣ୍ଣପୁର ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପାଳ ଶ୍ରୀମତି ଅନ୍ୟା ଦାଶଙ୍କ ପୈରହିତ୍ୟରେ ଚଳିତ ଫେବୃୟାରୀ ୧୦ ତାରିଖ ଠାରୁ ୧୭ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ୧୯ତମ…
Read More...

ସମ୍ବାଦିକଙ୍କ ସୁରକ୍ଷା ଓ ପେନସନ ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଓୟୁଜେ କଲା ଦାବୀ।

ପୋଲସରା, ୦୬/୦୨(ପିପିଟି) : ମାନଙ୍କ ସୁରକ୍ଷା ଓ ସେମାନଙ୍କୁ ପେନସନ ପ୍ରଦାନ ଦାବୀରେ ଓଡିଶା ସାମ୍ବାଦିକ ୟୁନିୟନ ଗଞ୍ଜାମ ଜିଲ୍ଲା ତରଫରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉର୍ଦ୍ଧେଶ୍ୟରେ ଗଂଜାମ ଜିଲ୍ଲା…
Read More...