Browsing Category

ଜିଲ୍ଲା

ଐତିହାସିକ ପୀଠସ୍ଥଳୀ ବରୁଣେଇ ପାହାଡ଼ରେ ପୂଜା ପାଉଥିବା ଦେବୀ ବରୁଣେଇ ଏବଂ କରୁଣେଇ।

ଖୋର୍ଦ୍ଧା,୦୭/୦୬(ପିପିଟି): ଖୋର୍ଦ୍ଧାର ଐତିହାସିକ ପର୍ଯ୍ୟଟନ ସ୍ଥଳୀ ବରୁଣେଇ ପାହାଡ଼ ଯାହାର ମଧ୍ଯ ଭାଗରେ ରହିଛି ବରୁଣେଇ କରୁଣେଇଙ୍କ ପୀଠ। ଯାହାକି ବରୁଣେଇ ପାହାଡ଼ର ୧୫୦ଫୁଟୁ ଉଚ୍ଚତାରେ ମା'ବରୁଣେଇ ଙ୍କ ମନ୍ଦିର ଅବସ୍ଥିତ।…
Read More...

ବିନିକାରେ ନବ ନିର୍ବାଚିତ ବିଜେପି ବିଧାୟକଙ୍କ ବିଜୟ ଶୋଭାଯାତ୍ରା ।

ସୁବର୍ଣ୍ଣପୁର ,୦୬/୦୬(ପିପିଟି):ଚଳିତ ସାଧାରଣ ନିର୍ବାଚନରେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବିଧାନସଭା କ୍ଷେତ୍ରରୁ ପ୍ରଥମ ଥର ପାଇଁ ବିଜେପି ବିଜୟୀ ହୋଇଥିବାରୁ ସାରା ନିର୍ବାଚନ ମଣ୍ଡଳୀରେ ଖୁସିର ଲହରୀ…
Read More...

ବିଶିଷ୍ଟ ଶିକ୍ଷାବିତ ତଥା ବିଶିଷ୍ଟ ସମାଜସେବୀ ମନୁ ପାଣିଗ୍ରାହୀଙ୍କ ମୃତୁରେ ବିଭିନ୍ନ ମହଲରେ ଶୋକ।

ବେଲଗୁଣ୍ଠା,୦୫/୦୬(ପିପିଟି):ବେଲଗୁଣ୍ଠା ଅଞ୍ଚଳର ବିଶିଷ୍ଟ ଶିକ୍ଷାବିତ୍ ତଥା ବିଶିଷ୍ଟ ସମାଜସେବୀ ମନୋରଞ୍ଜନ ପାଣିଗ୍ରାହୀ ଆଉ ନାହାନ୍ତି । ଗତକାଲି ତଥା ମଙ୍ଗଳବାର ଦିନ ଏକ ସଡ଼କ ଦୁର୍ଘଟଣାରେ ତାଙ୍କ ମୃତ୍ୟୁ ହୋଇଥିବା…
Read More...

ବିଶ୍ୱ ପରିବେଶ ଦିବସରେ, ଆଉ ସବୁ କଥା ପଛ ଆସ ଲଗାଇବା ଗଛ।

ବୋଲଗଡ଼,୦୫/୦୬(ପିପିଟି): ପରିବେଶ ସୁରକ୍ଷା ପାଇଁ ପ୍ରତ୍ୟେକ ବର୍ଷ ଜୁନ୍ ୫ତାରିଖକୁ ବିଶ୍ୱ ପରିବେଶ ଦିବସ ରୂପେ ପାଳନ କରାଯାଇଥାଏ। ବିଶ୍ବ ସ୍ତରରେ ପରିବେଶ ପ୍ରତି ରାଜନୈତିକ ତଥା ସାମାଜିକ ଜାଗରଣ ସୃଷ୍ଟି କରିବା ପାଇଁ ମିଳିତ…
Read More...

ଜଙ୍ଗଲରୁ ୪୦୦ କଲୋ ଗଞ୍ଜେଇ ଜବତ ।

ମାଲକାନଗିରି , ୦୫/୦୬(ପିପିଟି) ଅବକାରୀ କର୍ମଚାରୀମାନେ ସେରିଲିମେଟା ଜଙ୍ଗଲ ରୁ ୪୦୦ କିଲୋ ଗଞ୍ଜେଇ ବେଆଇନ ଭାବେ ଗଛିତ ଥିବା ବିଶ୍ବସ୍ତ ସୂତ୍ରରୁ ସୂଚନା ପାଇଁ ଜବତ କରିଛି। ମାଲକାନଗିରି ଜିଲ୍ଲା ଅବକାରୀ ଅଧିକ୍ଷକ ବିମ୍ବାଧର…
Read More...

ବିଜେଡ଼ିର ବିଜୟରେ ଲାଗିଲା ବ୍ରେକ; ବିକ୍ରମ କୁ ହରାଇ ବିଜେପିର ପ୍ରଦ୍ୟୁମ୍ନ ବିଜୟୀ ।

ଭଞ୍ଜନଗର, ୦୪/୦୬(ପିପିଟି) : ସାଧାରଣ ନିର୍ବାଚନ ୨୦୨୪ର ଫଳାଫଳ ପ୍ରକାଶ ପାଇଛି।ବିଜେଡ଼ିର ଗଡ଼ ଥିବା ଗଞ୍ଜାମ ଜିଲ୍ଲା ଆଜି ଶୋଚନୀୟ ପରାଜୟ ବରଣ କରିଛି।ଭଞ୍ଜନଗର ଉପଖଣ୍ଡ ଅନ୍ତର୍ଗତ ୧୨୩ନଂ ଭଞ୍ଜନଗର,୧୨୮ନଂ ଆସ୍କା ଓ ୧୨୯ନଂ…
Read More...

ବେଗୁନିଆରେ ଗଡ଼ ବଜାୟୀ ରଖିଲା ବିଜେଡି।

ବେଗୁନିଆ-ବୋଲଗଡ଼,୦୫/୦୬(ପିପିଟି):ଚଳିତ ସାଧାରଣ ନିର୍ବାଚନରେ ୧୧୬ ବେଗୁନିଆ ନିର୍ବାଚନ ମଣ୍ଡଳୀରେ ବିଜେଡି ପ୍ରାର୍ଥୀ ପ୍ରଦୀପ କୁମାର ସାହୁ ନିକଟତମ ବିଜେପି ପ୍ରାର୍ଥୀ ପ୍ରକାଶ ରଣବିଜୁଳିଙ୍କୁ ବହୁ ଭୋଟରେ ପରାସ୍ତ କରି ବିଜୟୀ…
Read More...

ଭୋଟ ଗଣତି ସମସ୍ତ ପ୍ରକ୍ରିୟା ଶେଷ ।

ସୁବର୍ଣ୍ଣପୁର ,୦୩/୦୬(ପିପିଟି) : ରାଜ୍ୟ ସମେତ ସାରା ଦେଶରେ ଏଥର ସାଧାରଣ ନିର୍ବାଚନ ସକାଶେ ଭୋଗ୍ରହଣ ସରିଛି l ରାତି ପାହିଲେ ଭୋଟ ଗଣତି ହେବ l ଫଳାଫଳକୁ ନେଇ ସମସ୍ତଙ୍କର ଅପେକ୍ଷା l ଆଉ ଏ ନେଇ ସମସ୍ତଙ୍କ ମନରେ ଉତ୍କଣ୍ଠା…
Read More...

ଆସନ୍ତାକାଲି ଭୋଟ ଗଣତି : ପ୍ରାର୍ଥୀଙ୍କ ଛାତି ଧଡ଼ ଧଡ଼, ସାଧାରଣ ରେ ଉତ୍କଣ୍ଠା ।

ସୁବର୍ଣ୍ଣପୁର ,୦୩/୦୬(ପିପିଟି):ସକାଳ ହେଲେ ଭୋଟ ଗଣତି ହେବ ।  ଫଳାଫଳ କୁ ସମସ୍ତେ ଅପେକ୍ଷା କରି ରହିଛନ୍ତି । କିଏ ଜିତିବ କିଏ ହାରିବ ସେ ନେଇ ଅଙ୍କ କଷା ଚାଲିଛି ନିର୍ବାଚନ ଦିନ ଠାରୁ । ବିଭିନ୍ନ ଛକ, ଚା ଓ ପାନ ଦୋକାନ…
Read More...

ରବି ଧାନ ଉଠିବାରେ ବଢୁଛି ଅଡ଼ୁଆ : ପ୍ରଶାସନକୁ ଦାୟୀ କରି ଧାନ ବସ୍ତା ରଖି ଜାତୀୟ ରାଜପଥ ଅବରୋଧ କଲେ ଚାଷୀ ।

ସୁବର୍ଣ୍ଣପୁର ,୦୩/୦୬(ପିପିଟି) : ସୁବର୍ଣ୍ଣପୁର ଜିଲ୍ଲା ରେ ଚାଷୀମାନଙ୍କ ଠାରୁ ୨୨ତାରିଖରୁ ରବିଧାନ ଉଠାଇବା ପାଇଁ ଡିଏଲପିସି ବୈଠକ ରେ ନିଷ୍ପତ୍ତି ନିଆଯାଇଥିଲା।ହେଲେ ସପ୍ତାହେ ବିତିଯାଇଥିଲେ ମଧ୍ୟ ଆଶାନୁରୂପ ଧାନ ଉଠାଇବାରେ…
Read More...