Browsing Category

ଜିଲ୍ଲା

ରାଷ୍ଟ୍ରୀୟ ଗୋ ଵିକାଶ ପ୍ରକଳ୍ପ ଆନୁକୁଲ୍ୟରେ ସ୍ଵଚ୍ଛ ଦୁଗ୍ଧ ଉତ୍ପାଦନ ତାଲିମ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ।

ସୁବର୍ଣ୍ଣପୁର ,୨୩/୦୬(ପିପିଟି):ରାଷ୍ଟ୍ରୀୟ ଗୋ ବିକାଶ ପ୍ରକଳ୍ପ ଆନୁକୂଲ୍ୟରେ କଲାପଥର ଦୁଗ୍ଧ ଉତ୍ପାଦକ ସମଵାୟ ସମିତି ଲିଃ. ସୈାଜନ୍ଯରୁ ସମଲେଶ୍ଵରୀ ଆଞ୍ଚଳିକ ଦୁଗ୍ଧ ଉତ୍ପାଦକ ସଂଘ ଲିଃ. ସମ୍ଵଲପୁର ସହଯୋଗରେ ସୁବର୍ଣ୍ଣପୁର…
Read More...

ଚଲାପଥ ସମ୍ମାନରେ ସମ୍ମାନିତ ହେଲେ ପ୍ରାବନ୍ଧିକ ଡ. ହିମାଂଶୁ ଶେଖର ପାଢ଼ୀ ।

ସୁବର୍ଣ୍ଣପୁର ,୨୩/୦୬(ପିପିଟି) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ମହାବିଦ୍ୟାଳୟର ଅଧ୍ୟକ୍ଷ ଡ.ହିମାଂଶୁ ଶେଖର ପାଢୀଙ୍କୁ ଚଲାପଥ ସାହିତ୍ୟ ଅନୁଷ୍ଠାନ ପକ୍ଷରୁ ଚଲାପଥ ସାହିତ୍ୟ ସମ୍ମାନ-୨୦୦୪ ରେ ସମ୍ମାନିତ…
Read More...

ବୀରମହାରାଜପୁର ବିଧାୟକ ଙ୍କ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ।

ସୁବର୍ଣ୍ଣପୁର ,୨୨/୦୬(ପିପିଟି):ବୀରମହାରାଜପୁର ବିଧାୟକ ଇଂ. ରଘୁନାଥ ଜଗଦଲା ଆଜି ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ଯ ଚିକିତ୍ସାଳୟ ପରିଦର୍ଶନ କରିଛନ୍ତି । ଉକ୍ତ ସମୟରେ ଗତକାଲି ବାଇକ ଦୁର୍ଘଟଣାରେ ଆହତ ହୋଇ ଚମ୍ପାମାଳ ଗ୍ରାମର…
Read More...

ଶ୍ରୀ ପାତାଳି କ୍ଷେତ୍ରରେ ଦେବଦ୍ନାନ ପୁର୍ଣିମା ଓ ଗଜାନନ ବେଶ ଅନୁଷ୍ଠିତ।

ସୁବର୍ଣ୍ଣପୁର ,୨୨/୦୬(ପିପିଟି) : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ ଶ୍ରୀ ପାତାଳୀ କ୍ଷେତ୍ର କୋଟସମଲାଇ ଠାରେ ଆଜି ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣିମା ଓ ଗଜାନନ ବେଶ ଅନୁଷ୍ଠିତ ହୋଇଯାଇଛି ।ଶ୍ରୀ ଜୀଉଙ୍କ ଦ୍ଵାରଫିଟା,…
Read More...

ସୁବର୍ଣ୍ଣପୁର ରେ ଅଘଟଣ କାନ୍ଥ ପଡି ଦୁଇ ଶ୍ରମିକ ଙ୍କ ମୃତ୍ୟୁ।

ସୁବର୍ଣ୍ଣପୁର ,୨୨/୦୬(ପିପିଟି) : ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ସହରର ବିବେକାନନ୍ଦନଗର ରେ ଘଟିଛି ଅଘଟଣ । ଗାତ ଖୋଲୁଥିବା ବେଳେ ଶ୍ରମିକଙ୍କ ଉପରେ ପଡ଼ିଲା କାନ୍ଥ । ଫଳରେ କାନ୍ଥ ତଳେ ୨ ଶ୍ରମିକ ଚାପି ହୋଇ ରହି ଯାଇଥିଲେ ।…
Read More...

ଶ୍ରମିକଙ୍କ ସହ ଥିଲି ଓ ରହିଥିବି; ପ୍ରୀତିରଞ୍ଜନ ।

ଯାଜପୁର,୨୨/୦୬(ପିପିଟି):ଖଣି ଅଞ୍ଚଳର ଶ୍ରମିକ ମାନଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି ସୁକିନ୍ଦା ରିଜିୟନ୍ କ୍ରୋମାଇଟ ମଜଦୁର ସଂଘର ସଭାପତି ତଥା ପୂର୍ବତନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡ଼ାଇ। କାଳିଆପାଣି ସ୍ଥିତ…
Read More...

ପୂର୍ବତନ କାଜୁ ସଙ୍ଘ ସଭାପତିଙ୍କ ବିୟୋଗ ।

କୋଦଳା,୨୨/୦୬(ପିପିଟି):ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ବୁରୁଝୁରି ପଞ୍ଚାୟତ କନିଆରୀବାଡ଼ି ଗ୍ରାମ ବାସିନ୍ଦା ଆଦିକନ୍ଦ ସାହୁଙ୍କ ଶୁକ୍ରବାର ବିଳମ୍ବିତ ରାତ୍ର ରେ ଦେହାନ୍ତ ହୋଇଯାଇଛି । ସ୍ୱାସ୍ଥ୍ୟବସ୍ଥା ଭଲ ନଥିବାରୁ ସେ…
Read More...

ସୁବର୍ଣ୍ଣପୁର ଜିଲ୍ଲାର ସ୍ମାର୍ଟ ପାର୍କ ସମେତ ବିଭିନ୍ନ ସ୍ଥାନରେ ବିଶ୍ୱ ଯୋଗ ଦିବସ ପାଳିତ ।

ସୁବର୍ଣ୍ଣପୁର ,୨୨/୦୬(ପିପିଟି):ଗତକାଲି  ସୁବର୍ଣ୍ଣପୁର ପୌର ପରିଷଦ ପକ୍ଷରୁ ସ୍ଥାନୀୟ ଫରେଷ୍ଟ ସ୍ମାର୍ଟ ପାର୍କ ଠାରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଇଛି । ଏହି ଉପଲକ୍ଷେ ଏକ ସଭା ଅନୁଷ୍ଟିତ ହୋଇଥିଲା । ପୌର ପରିଷଦ…
Read More...

ଶ୍ରମିକ ଶ୍ରେଣୀର ଲୋକମାନଙ୍କ ଅର୍ଥନୈତିକ ବିକାଶ ନିମନ୍ତେ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ।

ସୁବର୍ଣ୍ଣପୁର ,୨୨/୦୬(ପିପିଟି) : ଆଜି ଓଡିଶା ରାଜ୍ୟ ଶ୍ରମିକ ସମବାୟ ସମିତି ଲିଃ ତରଫରୁ ସୁବର୍ଣ୍ଣପୁର ହୋଟେଲ ଦି ମୁନ କନଫରେନ୍ସ ହଲ ଠାରେ ସୁବର୍ଣ୍ଣପୁର ଓ ବୌଦ୍ଧ ଜିଲ୍ଲା ର ଅତିରିକ୍ତ ଶାଖା ପରିଚାଳକ ଏବଂ ଉପରିସ୍ଥ ସମସ୍ତ…
Read More...

ଭଞ୍ଜନଗରରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ ।

ଭଞ୍ଜନଗର, ୨୨/୦୬(ପିପିଟି):ଗତକାଲି  ଆନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଭଞ୍ଜନଗର ବେଲେଶ୍ବର ଶୈବ ପୀଠରେ ଶୁକ୍ରବାର ଆନ୍ତର୍ଜାତିକ ଯୋଗ ଦିବସ ପାଳନ କରାଯାଇଛି।ଭଞ୍ଜନଗର ପଞ୍ଚାୟତ ସମିତି ଓ ଭଞ୍ଜନଗର ପୌରପାଳିକାର ମିଳିତ…
Read More...