Browsing Category

ଜିଲ୍ଲା

ବିଜେଡିର ଜନସମ୍ପର୍କ ପଦଯାତ୍ରା ଓ ସଭ୍ୟ ସଂଗ୍ରହ ଅଭିଯାନ।

କୋଦଳା,୧୯/୧୧(ପିପିଟି):ମଙ୍ଗଳବାର ପୂର୍ବାହ୍ନରେ ବେଗୁନିଆପଡା ବ୍ଲକ କାଳିମେଘି ପଞ୍ଚାୟତ ଠାରେ ବିଜେଡିର ଜନସମ୍ପର୍କ ପଦଯାତ୍ରା ପୂର୍ବତନ ବିଧାୟିକା ଲତିକା ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । କୋଦଳା ବାବା…
Read More...

ବାଲିଯାତ୍ରା ସଚେତନତା ରଥକୁ ଯାଜପୁର ରେ ସ୍ବାଗତ।

ଯାଜପୁର,୧୮/୧୧(ପିପିଟି): କଟକ ବାଲିଯାତ୍ରା ସଚେତନତା ରଥକୁ ଯାଜପୁର ଠାରେ ସ୍ବାଗତ କରାଯାଇଛି। ଏଥିରେ ଅତିରିକ୍ତ ଜିଲ୍ଲାପାଳ ଶୁଭେନ୍ଦ୍ର କୁମାର ସାମଲ ଯୋଗଦେଇ କହିଥିଲେ ବାଲିଯାତ୍ରା ଆମ ସଂସ୍କୃତି ଓ ଐତିହ୍ୟର ପ୍ରତୀକ।…
Read More...

ଜିଲ୍ଲା ସ୍ତରୀୟ ୭୧ତମ ନିଖିଳ ଭାରତ ସମବାୟ ସପ୍ତାହ ପାଳନ।

ଖୋର୍ଦ୍ଧା ,୧୮/୧୧ (ପିପିଟି):ଖୋର୍ଦ୍ଧା ନିବନ୍ଧକ ଓ ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କର ମିଳିତ ଆନୁକୂଲ୍ୟରେ ଖୋର୍ଦ୍ଧା ଜୟୀ ରାଜଗୁରୁ ଟାଉନ ହଲ ଠାରେ ୭୧ ତମ ସର୍ବଭାରତୀୟ ସମବାୟ ସପ୍ତାହ ପାଳନ କରାଯାଇଅଛି। ଏଥିରେ ମୂଖ୍ୟ…
Read More...

ମିଳିତ ଅଭିଯୋଗ ଶୁଣାଣୀରେ ୧୧୭ଟି ଅଭିଯୋଗ ଗ୍ରହଣ ।

ଭଞ୍ଜନଗର, ୧୮/୧୧(ପିପିଟି)  ଭଞ୍ଜନଗର ଉପଖଣ୍ଡ ସ୍ତରୀୟ ଦିବ୍ୟାଙ୍ଗ ଓ ସାଧାରଣ ଜନତାଙ୍କ ବିଭିନ୍ନ ସମସ୍ୟାର ଜନ ସମାଧାନ ଅନୁଷ୍ଠିତ ହୋଇଯାଇଛି।ଗଞ୍ଜାମ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ପ୍ରମୋଦ କୁମାର ପୃଷ୍ଟି,ଭଞ୍ଜନଗର…
Read More...

ମନ୍ଦିର ରେ ବିବାହ ପରେ ପ୍ରତାରଣା; ବାରଣ୍ଡାରେ ଧାରଣାରେ ବସିଲେ ଯୁବତୀ।

ପୋଲସରା,୧୮/୧୧(ପିପିଟି):ମନ୍ଦିର ରେ ବିବାହ କରିବା ପରେ ପ୍ରେମିକା କୁ ପ୍ରତାରିତ କରି ଦ୍ବିତୀୟ ବିବାହ ଉଦ୍ୟମ କରିବା ଯୋଗୁଁ ପ୍ରେମିକ ର ବାରଣ୍ଡାରେ ବସିଲେ ଯୁବତୀ। ଏମିତି ଏକ ଘଟଣା ଘଟିଛି ପୋଲସରା ୩ କିଲୋମିଟର ଦୂର…
Read More...

ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ ଉପାଧ୍ୟକ୍ଷାଙ୍କ ବିରୁଦ୍ଧରେ ଅନାସ୍ଥା ଭୋଟ୍ ; ଅନାସ୍ଥା ସପକ୍ଷରେ ସମସ୍ତ ଭୋଟ୍

ବେଲଗୁଣ୍ଠା୧୮/୧୧(ପିପିଟି): ଗତ ୬ ତାରିଖରେ ବେଲଗୁଣ୍ଠା ଏନ୍‌.ଏ.ସିର ଉପାଧ୍ୟକ୍ଷା ଟି.ବବିତା କୁମାରୀଙ୍କ ବିରୋଧରେ ବିଭିନ୍ନ ଅଭିଯୋଗ ଆଣି ଏନ୍‌ଏସିର ୧୧ ଜଣ କାଉନସିଲର ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କୁ ଭେଟି…
Read More...

କୋରେଇ ବ୍ଲକ୍ କାର୍ଯ୍ଯାଳୟ ଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ।

ଯାଜପୁର,୧୮/୧୧(ପିପିଟି): ଆଜି ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମଜନ ଅଭିଯୋଗ ଶୁଣାଣି ଶିବିର କୋରେଇ ବ୍ଳକ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଅଛି । ଏହି ଅଭିଯୋଗ ଶିବିରରେ ଉପସ୍ଥିତ ରହି ଜିଲ୍ଲାପାଳ ପି. ଅନ୍ଵେଷା…
Read More...

ଜନହିତରେ ଭଞ୍ଜନଗର ଉପ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ମିଳିତ ଅଭିଯୋଗ ଶୁଣାଣୀ।

ଭଞ୍ଜନଗର,୧୮/୧୧(ପିପିଟି):ଭଞ୍ଜନଗର ଉପଖଣ୍ଡ ସ୍ତରୀୟ ଦିବ୍ୟାଙ୍ଗ ଓ ସାଧାରଣ ଜନତାଙ୍କ ଜନ ସମାଧାନ ଅନୁଷ୍ଠିତ ହୋଇଯାଇଛି ।ଗଞ୍ଜାମ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ପ୍ରମୋଦ କୁମାର ପୃଷ୍ଟି, ଭଞ୍ଜନଗର ଅତିରିକ୍ତ ଉପଜିଲ୍ଲାପାଳ…
Read More...

ମା ଗଜଲକ୍ଷ୍ମୀଙ୍କ ଭଷାଣି କିନ୍ତୁ ଦୋଳପୁର୍ଣିମା ଯାତ୍ରାର ଭ୍ରମ ।

କୋଦଳା,୧୮/୧୧(ପିପିଟି): ଦୀର୍ଘ ଏକମାସରୁ ଉର୍ଦ୍ଧ୍ଵ ସମୟ କୋଦଳା ପୁରୁଣା ବଜାର ଠାରେ ମା ଗଜଲକ୍ଷ୍ମୀ ପୂଜା ପାଇବା ପରେ ରବିବାର ସନ୍ଧ୍ୟାରେ ମା ଙ୍କୁ ଭକ୍ତି ପୁର୍ଣ ବିଦାୟ ଦେଇ ଭଷାଣି କରାଯାଇଛି !ବିରାଟ ପଟୁଆର ସହିତ…
Read More...

ବିଦ୍ୟୁତ ସଂସ୍ପର୍ଷରେ ଆସି ବୃଦ୍ଧ ମୃତ ।

ବାସୁଦେବପୁର,୧୭/୧୧: ବିଦ୍ୟୁତ ସଂସ୍ପର୍ଷରେ ଆସିବା କାରଣର ବୃଦ୍ଧଙ୍କ ମୃତ୍ୟୁ ଘଟିଛି । ଏମିତି ଘଟଣା ଏକଡାଳ ଗାଁରେ ଘଟିଥିବା ପୋଲିସ ସୁତ୍ରରୁ ଜାଣିବାକୁ ମିଳିଛି । ମିଳିଥିବା ସୂଚନା ମୁତାବକ, ବାହାବଳପୁର ପଞ୍ଚାୟତ ଏକଡାଳ…
Read More...