Browsing Category
ଜିଲ୍ଲା
ଥାନା ପରିସରରୁ ଜବତ ଟ୍ରାକ୍ଟରକୁ ଧରି ଖସି ପଳାଉଥିବା ନାବାଳକ ଅଟକ।
ବାଙ୍ଗିରିପୋଷି,୨୧/୧୧: ଥାନା ପରିସରରୁ ଜବତ ଟ୍ରାକ୍ଟର ଧରି ଖସି ଯାଉଥିଲେ ନାବାଳକ। ରାସ୍ତାରେ ବେପରୁଆ ଗାଡ଼ି ଚାଳନା ଦେଖି ଅଟକାଇଲେ ଲୋକ । ପୁଲିସ ପରେ ଖବର ପାଇ ଜବତ ଟ୍ରାକ୍ଟର ଥାନାକୁ ଫେରାଇ ଆଣିବା ସହ ନାବାଳକକୁ ଅଟକ…
Read More...
Read More...
ମୃତକଙ୍କ ପରିବାରକୁ ଭେଟି ସମବେଦନା ଜଣାଇଲେ ପୂର୍ବତନ ମନ୍ତ୍ରୀ ।
ପୋଲସରା,୨୧/୧୧(ପିପିଟି):ପୋଲସରା ବ୍ଲକ୍ ମନଶିଳା ଗ୍ରାମର ବିପ୍ର ଚରଣ ସାହୁ ଆକସ୍ମିକ ମୃତ୍ୟୁ ବରଣ କରିଥିବା ଖବର ପାଇ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ମୃତକଙ୍କ ବାସଭବନକୁ ଯାଇ ଶୋକ ସନ୍ତପ୍ତ ପରିବାରକୁ ଭେଟି ସମବେଦନା…
Read More...
Read More...
ଲୁହରେ ଲେଖା ମୋ କପାଳ ରେଖା’ ନାଟକ ଉଦଘାଟିତ।
ପୋଲସରା,୨୧/୧୧(ପିପିଟି):ପୋଲସରା ବ୍ଲକ୍ ଚିରିକିପଡ଼ାଶାସନ ଗ୍ରାମ ଠାରେ ଶ୍ରୀ ଶ୍ରୀ ଶ୍ରୀ ବାବା ବାଲୁଙ୍କେଶ୍ୱର ନାଟ୍ୟ ସଂସଦ ର ଦ୍ଵିତୀୟ ଅବଦାନରେ " ଲୁହରେ ଲେଖା ମୋ କପାଳ ରେଖା" ସାମାଜିକ ନାଟକ ଅନୁଷ୍ଠିତ ହୋଇଯାଇଛି ।…
Read More...
Read More...
ଯାଜପୁର ଜିଲ୍ଲାରେ ନୂତନ ଓଡ଼ିଶା ଯୋଜନା ମାଧ୍ୟମରେ ଦକ୍ଷତା ବିକାଶ ତାଲିମ ପାଇଁ ଜିଲ୍ଲା ଦକ୍ଷତା ବିକାଶ ମିଶନ ବୈଠକ।
ଯାଜପୁର,୨୧/୧୧(ପିପିଟି): ଯାଜପୁର ଜିଲ୍ଲାରେ ବିଭିନ୍ନ ଅଗ୍ରଣୀ ବେସରକାରୀ ପ୍ରକଳ୍ପ କାର୍ଯ୍ୟକାରିଣୀ ସଂସ୍ଥା ଗୁଡ଼ିକ ମାଧ୍ୟମରେ ଯୁବକ ଯୁବତୀ ମାନଙ୍କୁ ନୂତନ ଓଡ଼ିଶା ଯୋଜନା ଅନ୍ତର୍ଭୁକ୍ତ ଦକ୍ଷତା ବିକାଶ ସହିତ ନିଯୁକ୍ତି…
Read More...
Read More...
୧୨୬ତମ ମହତାବ ମହୋତ୍ସବ ।
ସିମୁଳିଆ,୨୧/୧୧:ମାର୍କୋଣା ମହତାବ ସ୍ମୃତି ସଂସଦ ପକ୍ଷରୁ ୧୨୬ତମ ମହତାବ ଜୟନ୍ତୀ ପାଳିତ ହୋଇଯାଇଛି । ସୂଚନାରୁ ପ୍ରକାଶ ବାଲେଶ୍ବର ଜିଲ୍ଲା ସିମୁଳିଆ ବ୍ଲକ ବ୍ଳକ ରୋଡ଼ରେ ଥିବା ମହତାବ ମଣ୍ଡପରେ ମହତାବ ସ୍ମୃତି ସଂସଦର ସଭାପତି…
Read More...
Read More...
ସ୍କୁଲ ଛାତରୁ ଖସୁଛି ସିମେଣ୍ଟ ପ୍ଲାଷ୍ଟର, ଟେଣ୍ଟ ତଳେ ପାଠ ପଢୁଛନ୍ତି ଛାତ୍ରଛାତ୍ରୀ।
ବୋଲଗଡ଼, ୨୧/୧୧(ପିପିଟି):ବୋଲଗଡ ଶିକ୍ଷା ବ୍ଲକ ଅଧୀନସ୍ଥ ଖଉରୁଣୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତରୁ ଖସୁଛି ସିମେଣ୍ଟ ପ୍ଲାଷ୍ଟର। ସିମେଣ୍ଟ ପ୍ଳାଷ୍ଟର ଖସିବା ଘଟଣାକୁ ନେଇ ଗୁରୁବାର ଦିନ ସ୍କୁଲ ସମ୍ମୁଖରେ ଅଭିଭାବକ…
Read More...
Read More...
ମାତ୍ରାଧିକ ମାମଲାରେ ଜଡ଼ିତ ପୂର୍ବ ଅଭିଯୁକ୍ତକୁ ଆପଣାଇ ଚର୍ଚ୍ଚାରେ ପୂର୍ବତନ ବିଜେପି ବିଧାୟକ ପ୍ରାର୍ଥୀ ।
ଅମର୍ଦ୍ଦାରୋଡ଼,୨୧/୧୧: ବସ୍ତା ବ୍ଲକ୍ କାଦରାୟାଁ ପଞ୍ଚାୟତ ଅନ୍ତର୍ଗତ କାଦରାୟାଁ ଗ୍ରାମର ବିଭିନ୍ନ ଅପରାଧିକ ମାମଲାରେ ଜଡ଼ିତ ଥିବା ଜୈନିକ ଯୁବକକୁ ବିଜେଡ଼ି ବିତାଡ଼ିତ କରିବା ପରେ ଜଳେଶ୍ବର ନିର୍ବାଚନ ମଣ୍ଡଳୀ ପୂର୍ବତନ ବିଜେପି…
Read More...
Read More...
ଧାମରା ଥାନା ଅଞ୍ଚଳରେ ଗୁଳିମାଡ଼ ଘଟଣାରେ ୩ଯୁବକ ଗିରଫ,୨ଖୋକା ସହ ପିସ୍ତଲ ଏବଂ ଏକ ମୋଟର ସାଇକେଲ ଜବତ ।
ଧାମରା,୨୧/୧୧:ଧାମରା ଗତ ୨ ତାରିଖ ଦିନ ଧାମରା ଥାନା ନିକଟସ୍ଥ କଇଥଖୋଲା ଠାରେ ଏକ ସାଧାରଣ ଯୁବକ କୁ ୫ଜଣ ଅଜଣା ଯୁବକ ଆସି ଗୁଳିମାଡ଼ କରି ଫେରାର ହୋଇଯାଇଥିଲେ। ଏହି ଘଟଣାକୁ ଚାଲେଞ୍ଜ ଭାବେ ଗ୍ରହଣ କରି ଧାମରା ଥାନା ଧିକାରୀ…
Read More...
Read More...
ଥୁଆମୂଳରେ ଚବିଶ ପ୍ରହରୀ ନାମ ଯଜ୍ଞ ଅନୁ୍ଷ୍ଠିତ ।
କୋଦଳା,୨୧/୧୧(ପିପିଟି): ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ବଡ ଖଇରଖମା ପଞ୍ଚାୟତ ଥୁଆମୂଳ ଗ୍ରାମ ସ୍ଥିତ ମଦନ ମୋହନ ମଠ ପରିସରରେ ମହନ୍ତ ନିତ୍ୟାନନ୍ଦ ଦାସ ମହାରାଜଙ୍କ ତୃତୀୟ ବାର୍ଷିକ ବିରହ ମହୋତ୍ସବ ପାଳନ…
Read More...
Read More...
ମାଲକାନଗିରି ବାଣିଜ୍ଯ ଅଧ୍ୟାପକ ରଞ୍ଜନ କୁମାର ସ୍ଵାଇଁ ନିଲମ୍ବିତ ।
ମାଲକାନଗିରି,୨୦/୧୧(ପିପିଟି) :ମାଲକାନଗିରି ଜିଲ୍ଲା ସଦରମହକୁମାରେ ଥିବା ମାଲକାନଗିରି ମହାବିଦ୍ୟାଳୟର ବାଣିଜ୍ୟ ବିଭାଗର ଅଧ୍ୟାପକ ରଞ୍ଜନ କୁମାର ସ୍ଵାଇଁଙ୍କୁ ନିଲମ୍ବିତ କରାଯାଇଛି ।
ଘଟଣାରୁ ପ୍ରକାଶ ଯେ , ମାଲକାନଗିରି…
Read More...
Read More...