Browsing Category
ଜିଲ୍ଲା
ସର୍ବଭାରତୀୟ ପୋଲିସ ଜୋନାଲ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଓଡ଼ିଶା ଟିମରେ ସୁବର୍ଣ୍ଣପୁରର ପୁରୁଷୋତ୍ତମ ।
ସୁବର୍ଣ୍ଣପୁର ,୦୨/୦୨(ପିପିଟି) : ଆସନ୍ତା ୪ ତାରିଖରେ ଆସାମ ରାଜ୍ୟର ଗୌହାଟି ଠାରେ ହେବାକୁ ଥିବା ଭାରତୀୟ ପୋଲିସ ଜୋନାଲ କ୍ରିକେଟ ଟୁର୍ନାମେଣ୍ଟ ରେ ଓଡିଶା ରାଜ୍ୟ ପୋଲିସ ଦଳରେ ସୁବର୍ଣ୍ଣପୁର ଜିଲ୍ଲା ପୋଲିସର ବି.…
Read More...
Read More...
ସାଗରଗାଁ ଗ୍ରାମବାସୀ ତରଫରୁ ଅବସର ପ୍ରାପ୍ତ ଆର୍ମି ଜବାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା।
ବୋଲଗଡ଼,୦୨/୦୨(ପିପିଟି):ଦେଶ ସେବାରେ ନିୟୋଜିତ ଥିବା ଆର୍ମି ଜବାନ ଦୀପ୍ତି ରଞ୍ଜନ ଅଟ୍ଟ ନିଜର ଦିର୍ଘ ୨୦ବର୍ଷର ଚାକିରୀ ରୁ ଅବସର ନେଇଥିବାରୁ ନିଜର ଗାଁ ମାଟିକୁ ଫେରିଛନ୍ତି ଏହି ପରିପ୍ରେକ୍ଷୀରେ ବୋଲଗଡ଼ ବ୍ଲକ୍ ଅନ୍ତର୍ଗତ…
Read More...
Read More...
ମୃତକଙ୍କ ପରିବାରକୁ ଭେଟି ସମବେଦନା ଜଣାଇଲେ ପୂର୍ବତନ ମନ୍ତ୍ରୀ।
ବୁଗୁଡା,୦୨/୦୨(ପିପିଟି):ବୁଗୁଡ଼ା ବ୍ଲକ ଖୋଳଖାଳି ଗ୍ରାମ ର ସୁଧିର ସାମଲ (ବୟସ - ୨୭) ସଡ଼କ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ଖବର ପାଇ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ମୃତକଙ୍କ ବାସଭବନ କୁ ଯାଇ ଶୋକ ସନ୍ତପ୍ତ…
Read More...
Read More...
ଘୋଡାପଲାଣ ଉ.ପ୍ରା. ବିଦ୍ୟାଳୟରେ ସରସ୍ଵତୀ ପୂଜା ପାଳିତ ।
ପୋଲସରା ,୦୨/୦୨(ପିପିଟି): ପୋଲସରା ବ୍ଲକ ଏଵଂ ଏନଏସିର ବିଭିନ୍ନ ସ୍ଥାନରେ ସରସ୍ଵତୀଙ୍କ ପୂଜା ଅନୁଷ୍ଠିତ ହୋଇଯାଇଛି। ଏହିକ୍ରମରେ ଏହି ବ୍ଲକ୍ ଅନ୍ତର୍ଗତ ଘୋଡାପଲାଣ ଗ୍ରାମ ସ୍ଥିତ ଉ. ପ୍ରା. ବିଦ୍ୟାଳୟରେ ବିଦ୍ୟାଦାତ୍ରୀ ମା…
Read More...
Read More...
କେନ୍ଦୁପାଲି ବିଦ୍ୟାଳୟରେ ବାର୍ଷିକ ମହୋତ୍ସବ “ସରଗମ” ପାଳିତ ।
ସୁବର୍ଣ୍ଣପୁର ,୦୨/୦୨(ପିପିଟି):ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ୍ ଅନ୍ତର୍ଗତ କେନ୍ଦୁପାଲି ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ମହୋତ୍ସବ "ସରଗମ୍" ଗତକାଲି ମହା ସମାରୋହ ରେ ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମ ର…
Read More...
Read More...
ଦୁର୍ଘଟଣାରେ ମୃତ୍ୟୁ ପରେ ଚକ୍ଷୁ ଦାନ କଲେ ପରିବାର ।
ଯାଜପୁର,୦୧/୦୨(ପିପିଟି): ଗତ କାଲି ଦାନଗଦି ଛକରେ ଏକ ଦୁର୍ଘଟଣାରେ ଦୁଇଜଣ ନାବାଳିକା ସ୍କୁଲ ଛାତ୍ରୀ ଗୁରୁତର ଆହତ ହୋଇଥିଲେ । ସେମାନଙ୍କ ମଧ୍ୟରୁ ଅର୍ଚ୍ଚିତା ବେହେରାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତରିତ…
Read More...
Read More...
ଜଙ୍ଗଲ ନିଆଁରୁ ରକ୍ଷା ପାଇଁ ସଚେତନତା ଶିବିର ।
ମାଲକାନଗିରି,୦୧/୦୨(ପିପିଟି) :ମାଲକାନଗିରି ବନାଞ୍ଚଳ ପରିସରରେ ଜଙ୍ଗଲ ନିଆଁ ଦାଉରୁ ରକ୍ଷା ନିମନ୍ତେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସହକାରୀ ବନ ସଂରକ୍ଷକ ପ୍ରିୟଙ୍କା ମହୁକା,ଉପବନାଞ୍ଚଳ…
Read More...
Read More...
ଭଏସ ଅଫ ମିଡିଆ ଓଡିଶା ଶାଖା ଆନୁକୁଲ୍ୟରେ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ।
ଖୋର୍ଦ୍ଧା,୦୧/୦୨(ପିପିଟି): ଭଏସ ଅଫ ମିଡିଆ ଓଡିଶା ଶାଖା ଆନୁକୁଲ୍ୟରେ ଖୋର୍ଦ୍ଧା ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ନାଇଡୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି…
Read More...
Read More...
ପାତାଳୀ ମହୋତ୍ସବ-୨୦୨୫ର ଆଜି ତୃତୀୟ ଦିନ : ପଦ୍ମମୁଖ ବେଶରେ ଦର୍ଶନ ଦେଲେ ଶ୍ରୀଜୀଉ ।
ସୁବର୍ଣ୍ଣପୁର ,୦୧/୦୨(ପିପିଟି) : ସୁବର୍ଣ୍ଣପୁର ଜିଲ୍ଲା ର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ଶ୍ରୀ ପାତାଳୀ କ୍ଷେତ୍ର କୋଟସମଲାଇ ରେ ଚାଲିଥିବା ୨୦ତମ ପାତାଳୀ ମହୋତ୍ସବ ଆଜି ତୃତୀୟ ଦିନରେ ପହଞ୍ଚିଛି। ଆଜି ଶ୍ରୀଜୀଉଙ୍କ ପଦ୍ମ ମୁଖ…
Read More...
Read More...
ୟୁଡିଏ’ର ୫ମ ବାର୍ଷିକ ଉତ୍ସବ ଅନୁଷ୍ଠିତ ।
ଭଞ୍ଜନଗର, ୦୧/୦୨(ପିପିଟି) : ଭଞ୍ଜନଗର ଲଣ୍ଡେଇ ସାହି ସ୍ଥିତ ଅଗ୍ରଣୀ ନୃତ୍ୟାନୁଷ୍ଠାନ ୟୁନିକ ଡ୍ୟାନ୍ସ ଏକାଡେମୀର ୫ମ ବାର୍ଷିକ ଉତ୍ସବ ବେଶ ଧୁମଧାମ ସହକାରେ ପାଳନ କରାଯାଇଛି।ସ୍ଥାନୀୟ ଜେଲ ପଡ଼ିଆରେ ଆୟୋଜିତ ଏହି ରଙ୍ଗାରଙ୍ଗ…
Read More...
Read More...