Browsing Category

ଜିଲ୍ଲା

ରାଜପୁର ଆର୍ଦଶ ବିଦ୍ୟାଳୟରେ ପରିଚାଳନା କମିଟି ବୈଠକ ଅନୁଷ୍ଠିତ ।

କୋଦଳା,୦୬/୦୨(ପିପିଟି):ବୁଧବାର ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ୍ ଅନ୍ତର୍ଗତ ରାଜପୁର ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟ ପରିସରରେ ଭି ଏମ୍ ଡି ସି ବୈଠକ ଚେୟାରମେନ୍ ରମେଶ ହାସଦାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।…
Read More...

ମୃତକଙ୍କ ପରିବାରକୁ ଭେଟି ସମବେଦନା ଜଣାଇଲେ ପୂର୍ବତନ ମନ୍ତ୍ରୀ ।

ପୋଲସରା,୦୬/୦୨(ପିପିଟି):ପୋଲସରା ଏନ.ଏ.ସି ୱାର୍ଡ଼ ନଂ - ୧୭ ତୋଟା ସାହିର ବୁଢ଼ା ନାହାକ (ବୟସ - ୫୦) ଆକସ୍ମିକ ମୃତ୍ୟୁ ବରଣ କରିଥିବା ଖବର ପାଇ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ମୃତକଙ୍କ ବାସଭବନକୁ ଯାଇ ଶୋକ ସନ୍ତପ୍ତ…
Read More...

ନିଖିଳ ଓଡ଼ିଶା ଜୀବିକା ସଂଘ ପକ୍ଷରୁ ବିକ୍ଷୋଭ,ବିଡ଼ିଓଙ୍କୁ ଦାବିପତ୍ର ।

ସିମୁଳିଆ,୦୬/୦୨:ରାଜ୍ୟ ସରକାର ପକ୍ଷରୁ ରାଜ୍ୟରେ ଥିବା ମିଶନ ଶକ୍ତିରେ କାର୍ଯ୍ୟରତ ଥିବା ସମସ୍ତ ବିଭାଗର ଇସି ମାନଙ୍କୁ ହଟାଇ ପୁନର୍ଗଠନ ନିମନ୍ତେ ନିର୍ଦ୍ଦେଶ ଦେଇଥିବାରୁ ଆଜି ସିମୁଳିଆ ବ୍ଳକ ସମ୍ମୁଖରେ କାର୍ଯ୍ୟରତ ଇସି…
Read More...

ଆରଏନଏସ ଗୁରୁକୁଳର ବାର୍ଷିକଉତ୍ସବ ଉଦଯାପିତ ।

କୋଦଳା,୦୬/୦୨(ପିପିଟି):ବେଗୁନିଆପଡା ବ୍ଲକ ସାଙ୍କୁଡ଼ା ଆର ଏନ ଏସ ଗୁରୁକୁଳର ଦୁଇ ଦିନିଆ ଏକାଦଶ ତମ ବାର୍ଷିକ ଉତ୍ସବ ଉଦଯାପିତ ହୋଇଯାଇଛି । ପ୍ରଥମ ଦିବସରେ ଏହି ଉତ୍ସବକୁ ସ୍ଥାନୀୟ ସରପଞ୍ଚ ସୁଷମା ତିଆଡ଼ି ଉଦଘାଟନ କରିଥିବା…
Read More...

ଜିଲ୍ଲାସ୍ତରୀୟ ବିକଶିତ ଗାଁ ବିକଶିତ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ।

ମାଲକାନଗିରି, ୦୫/୦୨(ପିପିଟି) :ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଆଜି ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଗ୍ରାମ ପଞ୍ଚାୟତ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଆଭାସୀ…
Read More...

ଭଞ୍ଜନଗରରେ ବିକଶିତ ଗାଁ, ବିକଶିତ ଓଡ଼ିଶା କାର୍ଯ୍ୟକ୍ରମ ଶୁଭାରମ୍ଭ ।

ଭଞ୍ଜନଗର, ୦୫/୦୨(ପିପିଟି):ଆଜି ରାଜ୍ୟ ସରକାର ‘ବିକଶିତ ଗାଁ,ବିକଶିତ ଓଡ଼ିଶା’ ଯୋଜନାର ଶୁଭାରମ୍ଭ କରିଛନ୍ତି। ଭଞ୍ଜନଗର ବ୍ଳକ ପରିସରରେ ଅନୁଷ୍ଠିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଧାୟକ ପ୍ରଦ୍ୟୁମ୍ନ…
Read More...

ଜୟପୁରରେ ଅଷ୍ଟପ୍ରହରୀ ନାମଯଜ୍ଞ ଉଦଯାପିତ ।

ସୁବର୍ଣ୍ଣପୁର ,୦୫/୦୨(ପିପିଟି) : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ କାଦୋଦର ପଞ୍ଚାୟତ ଅନ୍ତର୍ଗତ ଜୟପୁରରେ ଗ୍ରାମରେ ଅଷ୍ଟପ୍ରହରୀ ନାମଯଜ୍ଞ ଉଦଯାପିତ ହୋଇଯାଇଛି। ଏହି ଅବସରରେ ମଙ୍ଗଳବାର ସକାଳୁ କଳସ ଶୋଭାଯାତ୍ରା…
Read More...

ମୃତକଙ୍କ ପରିବାରକୁ ଭେଟି ସମବେଦନା ଜଣାଇଲେ ପୂର୍ବତନ ମନ୍ତ୍ରୀ ।

ପୋଲସରା,୦୫/୦୨(ପିପିଟି): ପୋଲସରା ବ୍ଲକ ଜେମାଦେଇପୁର ଶାସନ ଗ୍ରାମର ମଙ୍ଗୁଳୁ ପରିଡ଼ା (ବୟସ - ୨୬) ଆକସ୍ମିକ ମୃତ୍ୟୁ ବରଣ କରିଥିବା ଖବର ପାଇ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ମୃତକଙ୍କ ବାସଭବନକୁ ଯାଇ ଶୋକ ସନ୍ତପ୍ତ…
Read More...

ଲିଙ୍ଗରାଜ ବାଳିକା ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ।

ପୋଲସରା ,୦୪/୦୨(ପିପିଟି) ; ଆଜି ଗଞ୍ଜାମ ଜିଲ୍ଲା ପୋଲସରା ସ୍ଥିତ ଲିଙ୍ଗରାଜ ବାଳିକା ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ -୨୦୨୫ ପ୍ରଧାନ ଶିକ୍ଷୟତ୍ରୀ ସଞ୍ଜିତା ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ…
Read More...