Browsing Category

ଜିଲ୍ଲା

ମାଲକାନଗିରିରେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ନୂତନ ଏଟିଏମ୍ ଉଦ୍‌ଘାଟନ କଲେ ଜିଲ୍ଲାପାଳ ।

ମାଲକାନଗିରି, ୧୭/୦୯(ପିପିଟି):ମାଲକାନଗିରି ସହରରେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ପକ୍ଷରୁ ଏକ ନୂତନ ଏଟିଏମ୍‌ର ଶୁଭ ଉଦ୍‌ଘାଟନ ହୋଇଯାଇଛି। ଆଜି ଗୁରୁବାର ଆୟୋଜିତ ଏହି ସମାରୋହରେ ମାଲକାନଗିରି ଜିଲ୍ଲାପାଳ ତଥା ଜିଲ୍ଲା…
Read More...

ମେଗା ଜଳ ଯୋଗାଣ ପ୍ରକଳ୍ପ ପରିସରରେ ବିଶ୍ଵକର୍ମା ପୂଜା ଅନୁଷ୍ଠିତ ।

ବେଗୁନିଆପଡ଼ା ,୧୭/୦୯(ପିପିଟି ):ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ ଅନ୍ତର୍ଗତ ଅଙ୍ଗାରଗାଁ ପଞ୍ଚାୟତର ବୋରିଆ ସାହି ନିକଟ ଶାଳିଆ ଡ୍ୟାମ୍ ରେ ଚାଲିଥିବା ମେଗା ଜଳ ଯୋଗାଣ ପ୍ରକଳ୍ପ ପରିସରରେ ଏଲ୍ ଏଣ୍ଡ ଟି କମ୍ପାନୀ କାର୍ଯ୍ୟ…
Read More...

ବିଶ୍ୱକର୍ମା ପୂଜା ପାଳିତ : ଠିକାଦାର, ଶ୍ରମିକ, ଦିନମଜୁରିଆ ଓ ବସ୍‌ କର୍ମଚାରୀଙ୍କ ଉତ୍ସାହପୂର୍ଣ୍ଣ ସାମିଲ ।

ବାଲିଗୁଡ଼ା, ୧୭/୦୯(ପିପିଟି) : ଧର୍ମ, ପରମ୍ପରା ଓ କର୍ମର ସମନ୍ୱୟର ପବିତ୍ର ପର୍ବ ବିଶ୍ୱକର୍ମା ପୂଜା ଅବସରରେ ବାଲିଗୁଡ଼ା ତଥା ଆଖପାଖ ଅଞ୍ଚଳର ବିଭିନ୍ନ ଶିଳ୍ପାନୁଷ୍ଠାନ, ଗ୍ୟାରେଜ୍‌, ନିର୍ମାଣ ସଂସ୍ଥା, ଯାନବାହନ ଚଳାଚଳ…
Read More...

କେ. ବରିଡ଼ାରେ କେବେ ନିଯୁକ୍ତ ହେବେ ନୂଆ ସମ୍ପାଦକ?

ବେଗୁନିଆପଡା,୧୭/୦୯(ପିପିଟି): ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ କେ. ବରିଡ଼ା ସେବା ସମବାୟ ସମିତିରେ ଖାଲି ପଡ଼ିଥିବା ସମ୍ପାଦକ ପଦବୀରେ ଏପର୍ଯ୍ୟନ୍ତ ନୂତନ ନିଯୁକ୍ତି ହୋଇନଥିବାରୁ ଚାଷୀ ମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ…
Read More...

୨୦ରୁ ଊର୍ଦ୍ଧ୍ୱ ସମସ୍ୟା ନେଇ ବିଧାୟକଙ୍କୁ ଦାବିପତ୍ର ଦେଲେ ୧୦ନମ୍ବର ୱାର୍ଡବାସୀନ୍ଦା

ବେଗୁନିଆପଡା,୧୭/୦୯(ପିପିଟି): ଗଞ୍ଜାମ ଜିଲ୍ଲା କୋଦଳା ଏନଏସିରେ ଦୀର୍ଘଦିନ ଧରି ରହିଥିବା ବିଭିନ୍ନ ସମସ୍ୟାକୁ ନେଇ ଜନଅସନ୍ତୋଷ ଦେଖାଦେଇଛି। ବିଶେଷକରି କୋଦଳା ଏନଏସିର ୧୦ ନମ୍ବର ୱାର୍ଡର ବିଭିନ୍ନ ମୌଳିକ ସମସ୍ୟାର ସମାଧାନ…
Read More...

ଭଞ୍ଜନଗର ପୋଲିସ ହାବୁଡ଼ରେ ୨ଗଞ୍ଜେଇ ମାଫିଆ ।

ଭଞ୍ଜନଗର, ୧୭/୦୯(ପିପିଟି ):ଭଞ୍ଜନଗର ପୋଲିସ ବୁଧବାର ପୁଣି ଚୋରା ଗଞ୍ଜେଇ ଚାଲାଣ କରୁଥିବା ୨ଜଣ ମାଫିଆଙ୍କୁ ଗିରଫ କରିଛି। ଭଞ୍ଜନଗର ଥାନା ଏସଆଇ ଲଷ୍ମୀଧର ମହାନ୍ତି ଅନ୍ୟ ପୋଲିସ କର୍ମଚାରୀଙ୍କ ସହ ପେଟ୍ରୋଲିଂ କରୁଥିବା ବେଳେ…
Read More...

ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ ।

ଭୁବନେଶ୍ୱରର,୧୭/୦୯(ପିପିଟି ):ସର୍ବପୁରାତନ ଆବାସିକ କେନ୍ଦ୍ର ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ ରବୀନ୍ଦ୍ର ମଣ୍ଡପରେ ଅନୁଷ୍ଠିତ କରାଯାଇଥିଲା। ଏହି ଉତ୍ସବରେ ମୁଖ୍ୟ ଅତିଥି…
Read More...

ଗୋବରଘାଟି ଟାଟା କଲୋନୀରେ ଧୁମଧାମରେ ଗଣେଶ ପୂଜା,ପୂଜାରେ ଯୋଗଦେଲେ ପୂର୍ବତନ ମନ୍ତ୍ରୀ ଇଂ. ପ୍ରୀତିରଞ୍ଜନ ଘଡ଼ାଇ ।

ଯାଜପୁର,୧୭/୦୯(ପିପିଟି):ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ଅନ୍ତର୍ଗତ ଗୋବରଘାଟି ଗ୍ରାମପଞ୍ଚାୟତର ଟାଟା କଲୋନୀଠାରେ ପବିତ୍ର ଗଣେଶ ପୂଜା ଅବସରରେ ଏକ ଭକ୍ତିମୟ ପରିବେଶ ମଧ୍ୟରେ ପୂଜା ଉତ୍ସବ ଆୟୋଜିତ ହୋଇଯାଇଛି। ଏହି ଅବସରରେ…
Read More...