Browsing Category

ଜିଲ୍ଲା

ସରିଲା ଧର୍ମମାସ, ଛାଡଖାଇ ପାଇଁ ଘରେ ଘରେ ଆଜି ମାଛ, ଚିକେନ୍, ମଟନ ଝୋଳ।

ବୋଲଗଡ଼,୦୭/୧୧(ପିପିଟି): କାର୍ତ୍ତିକ ପୂର୍ଣ୍ଣିମା ପରେ ଗୁରୁବାର ପଡିଥିବାରୁ ଆମିଷ ବଜାର ପୁରା ଫିକା ପଡିଥିଲା। ଆଜି ଶୁକ୍ରବାର ହୋଇଥିବାରୁ ଆମିଷ ବଜାରରେ ଲୋକମାନଙ୍କର ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ଏପରିକି ଛାଡଖାଇ…
Read More...

ବନ ବିଭାଗ ଦ୍ଵାରା ୫୧ଟି କଇଁଛ ଉଦ୍ଧାର ୨ ଗିରଫ ।

ମାଲକାନଗିରି,୦୬/୧୧(ପିପିଟି):ମୋଟୁ ବନ କର୍ମଚାରୀମାନେ ଅବୈଧ କଇଁଛ ଚୋରି ଚାଲାଣ କରୁଥିବା ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ସେମାନଙ୍କ ପାଖରୁ ୫୧ ଗୋଟି ଜୀବନ୍ତ କଇଁଛ ଉଦ୍ଧାର କରିଛନ୍ତି। ଗିରଫ ବ୍ୟକ୍ତିମାନେ ହେଲେ…
Read More...

କୃଷି ବିଭାଗ ଦ୍ଵାରା ମାଣ୍ଡିଆ ଦିବସ ପାଳିତ ।

ମାଲକାନଗିରି,୦୬/୧୧(ପିପିଟି):ଜିଲ୍ଲା କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ମାଲକାନଗିରି ଦ୍ବାରା ଶ୍ରୀଅନ୍ନ ଅଭିଯାନ ଓ ଜିଲ୍ଲା ପ୍ରଶାସନଙ୍କ ଉପସ୍ଥିତିରେ ମାଣ୍ଡିଆ ଦିବସ ଉତ୍ସାହ ପୂର୍ଣ୍ଣ ଭାବେ ପାଳିତ ହୋଇଯାଇଛି ।…
Read More...

ପବିତ୍ର କାର୍ତିକ ପୂର୍ଣ୍ଣିମାରେ ଦୀପ ଜାଳି ଡ଼ଙ୍ଗା ଭସେଇଲେ ହଜାର ହଜାର ଶ୍ରଦ୍ଧାଳୁ ।

ସୁବର୍ଣ୍ଣପୁର ,୦୫/୧୧(ପିପିଟି ):ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ସୁବର୍ଣ୍ଣପୁର ଜିଲ୍ଲା ବିନିକା ସ୍ଥିତ ପୁଣ୍ୟପୀଠ ପାପକ୍ଷୟ ଘାଟରେ ଶତାଧିକ ମହିଳା ଓ ପୁରୁଷ ଲୋକ ଡଙ୍ଗା ଭସାଇଛନ୍ତି ।ବୁଡ଼ ପକାଇବା ପରେ ଲୋକେ…
Read More...

ବଡକୋଦଣ୍ଡାରେ ବିଶ୍ବ ପ୍ରସିଦ୍ଧ ଡେରାବେଶ ଅନୁଷ୍ଠିତ ।

ଭଞ୍ଜନଗର, ୦୫/୧୧(ପିପିଟି ):ଭଞ୍ଜନଗର ବ୍ଳକ ଅନ୍ତର୍ଗତ ବଡକୋଦଣ୍ଡା ଗ୍ରାମରେ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଅନୁଷ୍ଠିତ ହେଇଯାଇଛି ବିଶ୍ବ ପ୍ରସିଦ୍ଧ ଡେରାବେଶ ।ଏସବୁ ଦେଖିବା ପାଇଁ ଆଜି ସକାଳୁ ସକାଳୁ ଏହି ଗ୍ରାମରେ…
Read More...

ପାତାଳୀ ଶ୍ରୀକ୍ଷେତ୍ରରେ ଶ୍ରୀଜୀଉଙ୍କ ରାଜରାଜେଶ୍ୱର ବେଶ ।

ସୁବର୍ଣ୍ଣପୁର ,୦୫/୧୧(ପିପିଟି ):ସୁବର୍ଣ୍ଣପୁର ଜିଲ୍ଲା ପ୍ରସିଦ୍ଧ ପୀଠ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଦ୍ୟ ଲୀଳାକ୍ଷେତ୍ର ପାତାଳୀ ଶ୍ରୀକ୍ଷେତ୍ର କୋଟସମଲାଇ ଠାରେ ପବିତ୍ର କାର୍ତ୍ତିକ ପଞ୍ଚୁକ ଉତ୍ସବର ରାସ ପୂର୍ଣ୍ଣମୀ ପର୍ବ…
Read More...

ଆର୍ଥିକ ସାକ୍ଷରତା ଏବଂ ଅନ୍ତର୍ଭୂକ୍ତିକରଣ ଶିବିର ।

ବ୍ରହ୍ମପୁର,୦୫/୧୧(ପିପିଟି): ବ୍ରହ୍ମପୁର ଉପଖଣ୍ଡ ପ୍ରଶାସନର ଉପ-ଜିଲ୍ଲାପାଳ ଅବିନାଶ କୁମାରଙ୍କ ନିର୍ଦ୍ଦେଶକ୍ରମେ ସଞ୍ଚୟ ଏବଂ ଆର୍ଥିକ ସେବା ବିଭାଗ ପକ୍ଷରୁ ବରିଷ୍ଠ ନାଗରିକ ଓ ପେନସନଭୋଗୀଙ୍କ ପାଇଁ ଏକ ସ୍ବତନ୍ତ୍ର ଆର୍ଥିକ…
Read More...

ପଞ୍ଚୁକ ପାଇଁ ୨୬ତମ ଆଞ୍ଚଳିକ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ।

ବୋଲଗଡ଼,୦୫/୧୧(ପିପିଟି): ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକ ଅନ୍ତର୍ଗତ ଗୋପାଳପୁର ପଞ୍ଚାୟତର ତାଳତୁମ୍ବ ଓ ଅନନ୍ତା ପଲ୍ଲୀ ଗ୍ରାମର ପଶ୍ଚିମେଶ୍ୱର ଙ୍କ ପୀଠରେ ପଞ୍ଚୁକ ଅବସରରେ ପାଞ୍ଚ ଦିନଧରି ୨୬ତମ ବିଶ୍ୱ ଶାନ୍ତି ମହାଯଜ୍ଞ…
Read More...

ଘୁମୁସର ଲେଖିକା ସଂସଦର ବୋଇତ ଭଷାଣି ଉତ୍ସବ ।

ଭଞ୍ଜନଗର, ୦୫/୧୧(ପିପିଟି ): ଓଡ଼ିଶାର ପ୍ରାଚୀନ ଐତିହ୍ୟ, ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖିବାକୁ ସର୍ବଦା ଚେଷ୍ଟିତ ଭଞ୍ଜନଗର ଅଞ୍ଚଳର ଘୁମୁସର ଲେଖିକା ସଂସଦ।ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ପ୍ରାତଃ ସମୟରେ…
Read More...

ବିନିକା ଗୋକୁଲାଷ୍ଟମି ଯାତ୍ରା ପାଇଁ ଶୁଭସ୍ତମ୍ଭ ସ୍ଥାପନ ।

ସୁବର୍ଣ୍ଣପୁର ,୦୪/୧୧(ପିପିଟି):ସୁବର୍ଣ୍ଣପୁର ଜିଲ୍ଲା ବିନିକା କଂସାରୀପଡା ଠାରେ ବ୍ରଜ ବିହାରୀ ନୃତ୍ୟ କଳା ପରିଷଦ ତରଫରୁ ଗୋକୁଲାଷ୍ଟମୀ ମହୋତ୍ସବ ଆୟୋଜନ ନେଇ ଆଜି ଶୁଭସ୍ତମ୍ଭ ସ୍ଥାପନ କରାଯାଇଛି । ଏହା ଚଳିତ ମାର୍ଗଶିର ମାସ…
Read More...