Browsing Category

ଜିଲ୍ଲା

ସୁବର୍ଣ୍ଣପୁର ଜିଲ୍ଲା ନର୍ସିଂ କର୍ମଚାରୀ ସଂଘ ତରଫରୁ ଆନ୍ତର୍ଜାତିକ ସେବିକା ଦିବସ ପାଳିତ ।

ସୁବର୍ଣ୍ଣପୁର ,୧୩/୦୫(ପିପିଟି):ସୁବର୍ଣ୍ଣପୁର ଜିଲ୍ଲା ନର୍ସିଂ କର୍ମଚାରୀ ସଂଘ ତରଫରୁ ସ୍ଥାନୀୟ ଜିଲ୍ଲା ସଂସ୍କୃତି ଭବନରେ ଆନ୍ତର୍ଜାତିକ ସେବିକା ଦିବସ ପାଳିତ ହୋଇଯାଇଛି । ଏହି ଉତ୍ସବ ରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ଆରକ୍ଷୀ…
Read More...

୧୫ ଦିନ ମୃତ୍ୟୁ ସହିତ ସଂଗ୍ରାମ ପରେ ଆଖି ବୁଜିଲେ ଯବାନଙ୍କ ପତ୍ନୀ ଲିପି ।

ବୁର୍ଲା,୧୩/୦୫: ଦେଶ ମାତୃକାରେ ସୁରକ୍ଷା ପାଇଁ ସୀମାରେ ନିୟୋଜିତ ଜଣେ ଯବାନଙ୍କ ସ୍ତ୍ରୀ ବୁର୍ଲା ଭିମସାରରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି। ଦୀର୍ଘ ୧୫ ଦିନ ଧରି ଜୀବନ ସହ ସଂଗ୍ରାମରେ ହାରି ଯାଇ ଯବାନ ଦେବରାଜ…
Read More...

ଦାନଗଦି ବ୍ଲକ୍ କାର୍ଯ୍ଯାଳୟ ଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ।

ଯାଜପୁର,୧୩/୦୫(ପିପିଟି): ଆଜି ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମଜନ ଅଭିଯୋଗ ଶୁଣାଣି ଶିବିର ଦାନଗଦି ବ୍ଳକ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଏହି ଅଭିଯୋଗ ଶିବିର ରେ ଉପସ୍ଥିତ ରହି ଜିଲ୍ଲାପାଳ ପି. ଅନ୍ଵେଷା…
Read More...

ହରଭଙ୍ଗା ବ୍ଲକରେ ଜିଲ୍ଲାପାଳଙ୍କ ଜଣାଶୁଣାଣି କାର୍ଯ୍ୟକ୍ରମ ।

ବୌଦ୍ଧ,୧୩/୦୫: ହରଭଙ୍ଗା ବ୍ଲକ କାର୍ଯ୍ୟାଳୟ ପ୍ରାଙ୍ଗଣରେ ସୋମବାର ବୌଦ୍ଧ ଜିଲ୍ଲାପାଳ ଓ ଏସ.ପିଙ୍କ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ବ୍ଲକର ବିଭିନ୍ନ ପ୍ରାନ୍ତରୁ ମାତ୍ର ୫୩ ଗୋଟି…
Read More...

ତିନି ଜଣ ଶାଳକଙ୍କୁ ଅତି ନିର୍ମମ ଭାବେ ହତ୍ଯା କଲା ଭିଣୋଇ ।

ମାଲକାନଗିରି,୧୩/୦୫(ପିପିଟି) :ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ଦୋରାଗୁଡା ପଞ୍ଚାୟତର କୁପାଗୁଡା ଗ୍ରାମ ତିନି ଜଣ ଶାଳକଙ୍କୁ ନିଜର ଭିଣୋଇ ଶୋଇଥିଲା ଅବସ୍ଥାରେ ଅତିନିର୍ମମ ଭାବରେ ଖଣ୍ଡା କାତିରେ ହାଣି ହତ୍ୟା କରିଥିବା ଘଟଣା…
Read More...

କଳାକାର ମହାସଂଘର ଶୋକସଭା ।

ବ୍ରହ୍ମପୁର,୧୩/୦୫(ପିପିଟି):କଳା ଓ କଳାକାର ହିତୈଷୀ ମହାମଞ୍ଚ "ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ" ତରଫରୁ ମହାସଂଘ ମହାସଚିବ ସୁବାସ ଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ବରିଷ୍ଠ ଗ୍ରାମୀଣ ନାଟ୍ୟ ନିର୍ଦ୍ଦେଶକ ଭଗବାନ…
Read More...

ପ୍ରାପ୍ୟ ପ୍ରଦାନ ଦାବୀରେ ବ୍ଲକ ଅଫିସ ଆଗରେ ଧାରଣା;ତଦନ୍ତ ନିର୍ଦ୍ଦେଶ ।

ହରଭଙ୍ଗା,୧୩/୦୫: କାମ କରି ପ୍ରାପ୍ୟ ପାଇବା ପାଇଁ ବିଡ଼ିଓଙ୍କ ପାଖକୁ ଦୌଡ଼ି ଦୌଡ଼ି ନୟାନ୍ତ ହେବା ପରେ ଶେଷରେ ସପରିବାର କୋଡିଏ ରୁ ତିରିଶ ମହିଳା /ପୁରୁଷ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅଫିସ ଆଗରେ ସୋମବାର ଗଣଧାରଣା…
Read More...

ଛତିଆରେ ବୋମା ବିସ୍ଫୋରଣ: ୨ ମୃତ ।

ଯାଜପୁର,୧୩/୦୫(ପିପିଟି): ଯାଜପୁର ଛତିଆରେ ବୋମା ବିସ୍ଫୋରଣ । ବିସ୍ଫୋରଣରେ ୨ ମୃତ୍ୟୁବରଣ କରିଥିବା ସୂଚନା ମିଳିଛି । ତେବେ କେଉଁ ପରିସ୍ଥିତିରେ ବିସ୍ଫୋରଣ ହେଲା ସେନେଇ ସ୍ପଷ୍ଟ ହୋଇନାହିଁ । ଘଟଣାସ୍ଥଳରେ ବିସ୍ଫୋରଣ ଯୋଗୁଁ…
Read More...

ପୋଲସରାରେ ଜିଲ୍ଲାପାଳ ଓ ଏସପିଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ।

ପୋଲସରା , ୧୩/୦୫(ପିପିଟି):ଗଞ୍ଜାମ ଜିଲ୍ଲାର ପୋଲସରା ପଞ୍ଚାୟତ ସମିତି ପରିସରରେ ମଇ ୧୩ ତାରିଖ ଦିନ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ଓ ଗଞ୍ଜାମ ପୋଲିସ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶୁଭେନ୍ଦୁ କୁମାର ପାତ୍ର ଙ୍କ ଯୁଗ୍ମ…
Read More...

ଶ୍ରୀ ଶ୍ରୀ ଶ୍ରୀ ପଞ୍ଚମୁଖୀ ହନୁମାନଙ୍କ ମନ୍ଦିର ଓ ନୂତନ ବିଗ୍ରହ ପ୍ରତିଷ୍ଠା ଉତ୍ସବ।

ପୋଲସରା (ପିପିଟି) : ଅଷ୍ଟଦୁର୍ଗସ୍ଥ ପୋଲସରା ସହରର ୧୫ ନଂ ୱାର୍ଡ ତୋଟାସାହି ଓ ଦେବିନଗର ସାହି ମଧ୍ୟସ୍ଥିତ ଗ୍ରାମଦେବୀ ଶ୍ରୀ ଶ୍ରୀ ଶ୍ରୀ ମା'କନ୍ଧୁଣୀଦେବୀଙ୍କ ପ୍ରାଙ୍ଗଣ ନିକଟରେ ଶ୍ରୀ ଶ୍ରୀ ଶ୍ରୀ ପଞ୍ଚମୁଖୀ ହନୁମାନଙ୍କ…
Read More...