Browsing Category

ଜିଲ୍ଲା

ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟର ବୈଠକ ଅନୁଷ୍ଠିତ।

ବୋଲଗଡ଼,୧୦/୦୯ (ପିପିଟି):ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବୋଲଗଡ଼ ମଣ୍ଡଳ ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ସ୍ବାଇଁଙ୍କ ଆବାହକତ୍ୱ ଓ ପୌରୋହିତ୍ୟରେ ମଙ୍ଗଳବାର ଦିନ ପୂର୍ବାହ୍ନ ୧୦.୩୦ ଘଟିକାରେ କାର୍ଯ୍ୟାଳୟର ଇଓ କେଭି…
Read More...

ବରିଷ୍ଠ ନାଗରିକ ସଂଗଠନର ପ୍ରତିନିଧିଙ୍କ ଦ୍ଵାରା ଡ଼ାକ୍ତରଖାନା ପରିଦର୍ଶନ ।

ସୁବର୍ଣ୍ଣପୁର ୧୦/୦୯(ପିପିପି):ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସଦର ସ୍ଥିତ ବରିଷ୍ଠ ନାଗରିକ ସଂଗଠନର କର୍ମକର୍ତ୍ତା ମଙ୍ଗଳବାର ସ୍ଥାନୀୟ ଉପଖଣ୍ଡସ୍ତରୀୟ ଡ଼ାକ୍ତରଖାନା ପରିଦର୍ଶନ କରି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଓ…
Read More...

ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ।

ଯାଜପୁର,୧୦/୦୯(ପିପିଟି): ଯାଜପୁର ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ରବୀନ୍ଦ୍ର ନାଥ ବେହେରା ଗତ ଅଗଷ୍ଟ ୩୧ ତାରିଖରେ ସରକାରୀ ଚାକିରୀ ରୁ ଅବସର ଗ୍ରହଣ କରିଛନ୍ତି। ଏହି ଅବସରରେ ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ…
Read More...

ଅଳିଆ ବୁହା ଗାଡ଼ିରେ ଜାତୀୟ ପତାକା ; ଜନ ସାଧାରଣରେ ତୀବ୍ର ପ୍ରତିକ୍ରିୟା ।

ବେଲଗୁଣ୍ଠା, ୧୦/୦୯(ପିପିଟି ):ଆଜି ବେଲଗୁଣ୍ଠା ଏନଏସିର ଏକ ଅଳିଆ ବୁହା ଗାଡ଼ିରେ ଜାତୀୟ ପତାକା ଲାଗିଥିବାର ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ଘୁରି ବୁଲିବା ପରେ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ଦେଖାଦେଇଛି । ପ୍ରକାଶ ଥାଉକି…
Read More...

ଶ୍ରମିକଙ୍କ ଆଇନଗତ ଅଧିକାର ପାଇଁ ଗଣଧାରଣା ।

ବ୍ରହ୍ମପୁର,୧୦/୦୯(ପିପିଟି): ଟ୍ରେଡ ୟୁନିଅନ ସେଣ୍ଟର ଅଫ ଇଣ୍ଡିଆ ଗଞ୍ଜାମ ଜିଲ୍ଲା କମିଟି ନେତୃତ୍ୱରେ ଯୁଗ୍ମ ଶ୍ରମ ଆୟୁକ୍ତ ବ୍ରହ୍ମପୁରଙ୍କ,କାର୍ଯ୍ୟାଳୟ ସମ୍ମୁଖରେ ଆଜି ଗଣଧାରଣା ଅନୁଷ୍ଠିତ ହୋଇଯାଇଛି । ସମସ୍ତ ଠିକା…
Read More...

ଦୟନୀୟ ଅବସ୍ଥାରେ ପାଟବନ୍ଧ ମୌଜାରେ ଯାଇଥିବା କେନାଲ।

ବୋଲଗଡ଼,୧୦/୦୯(ପିପିଟି):ବୋଲଗଡ ବ୍ଳକ ଅନ୍ତର୍ଗତ ପାଟବନ୍ଧ ମା' ବୁଢୀଦେଇ ସିଂହନାଦ ଡ୍ୟାମ ରୁ ପାଟବନ୍ଧ ମୌଜାରେ ଚାଷଜମି କୁ ଯାଇଥିବା କେନାଲ ଅବସ୍ଥା ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ପଡିରହିଛି। ଦିର୍ଘଦିନ ଧରି କେନାଲ ଭିତର ଓ…
Read More...

ୟୁରିଆ ସାର ପାଇଁ ପ୍ୟାକ୍ସ୍ ସାମ୍ନାରେ ଲମ୍ବା ଲାଇନରେ ଆଧାର କାର୍ଡ;ସାର ୩ଶହ ବସ୍ତାକୁ ଚାଷୀ ୮ଶହ ।

ଦେଓଗାଁ,୧୦/୦୯: ୟୁରିଆ ସାରକୁ ଚାଷୀ ରାଜ ରାସ୍ତା ରେ ଆନ୍ଦୋଲନ କରୁଥିବା ବେଳେ ପେକ୍ସ କୁ ଆସିଥିବା ୟୁରିଆ ସାର ନେବା ପାଇ ଲାଇନ ଲାଗିଛି ଆଧାର କାର୍ଡ। ରାତି ୩ଟା ରୁ ଆଧାର କାର୍ଡ ଆଣି ଲାଇନ ଲାଗଇ ଛନ୍ତି ଚାଷୀ। ବଲାଙ୍ଗୀର…
Read More...

ମା ବିରଜାଙ୍କର ରଥଯାତ୍ରା ଏବଂ ଦଶହରା ପୂଜା ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ।

ଯାଜପୁର,୦୯/୦୯(ପିପିଟି): ଆଜି ଅପରାହ୍ନରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଯାଜପୁର ସଦର ମହକୁମାରେ ମା' ବିରଜାଙ୍କ ରଥଯାତ୍ରା ଏବଂ ଦଶହରା ପର୍ବ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଏଥିରେ…
Read More...

ଶିକ୍ଷକ ପବିତ୍ର ପଟ୍ଟନାୟକଙ୍କ ପରଲୋକ ।

ବେଲଗୁଣ୍ଠା ,୦୯/୦୯(ପିପିଟି):ବେଲଗୁଣ୍ଠା ହାଟପଦା ନିବାସୀ ସ୍ଵର୍ଗତ ବଳରାମ ପଟ୍ଟନାୟକଙ୍କ କନିଷ୍ଠ ପୁତ୍ର ତଥା ଜଣାଶୁଣା ଶିକ୍ଷକ ପବିତ୍ର ପଟ୍ଟନାୟକ(୫୨)ଙ୍କ ପରଲୋକ ଘଟିଛି । ସୋମବାର ରାତିରେ ହଠାତ୍ ଅସୁସ୍ଥ ହୋଇ ପଡିବାରୁ ଘର…
Read More...

ଜଙ୍ଗଲରୁ ଶିକାରୀକୁ ଗିରଫ କଲା ତାର ସିଂ ପୋଲିସ; ହରିଣ ସିଙ୍ଗ ଓ ବନ୍ଧୁକ ଜବତ ।

ଭଞ୍ଜନଗର, ୦୯/୦୯(ପିପିପି):ଉତ୍ତର ଘୁମୁସର ବନଖଣ୍ଡ ଅନ୍ତର୍ଗତ ତାର ସିଂ ରେଞ୍ଜ ଘଞ୍ଚ ଜଙ୍ଗଲରେ କିଛି ଶିକାରୀ ବନ୍ଧୁକ ସାହାଯ୍ୟରେ ବନ୍ୟଜନ୍ତୁଙ୍କ ଶିକାର କରୁଥିବା ଗଞ୍ଜାମ ଏସ୍ପି ଶୁଭେନ୍ଦୁ କୁମାର ପାତ୍ର ଖବର ପାଇ ତୁରନ୍ତ…
Read More...