Browsing Category
ଜିଲ୍ଲା
ବେଆଇନ ଭାବେ ଦେବୋତ୍ତର ଜମିରେ ମଣ୍ଡପ ଓ ଶୌଚାଳୟ ନିର୍ମାଣ।
ବ୍ରହ୍ମପୁର,୦୬/୦୯(ପିପିଟି): ପୁରୁଷୋତ୍ତମପୁର ବ୍ଳକ ଅନ୍ତର୍ଗତ ଟଙ୍କାଛାଇ ପଞ୍ଚାୟତର ଗୁଣ୍ଡୁରିବାଡି ଗ୍ରାମରେ ଶ୍ରୀ ଶ୍ରୀ ମୁକ୍ତେଶ୍ଵର ମନ୍ଦିରଙ୍କ ଜମିରେ ବେଆଇନ ଭାବେ ମଣ୍ଡପ ଓ ଶୌଚାଳୟ ନିର୍ମାଣ କାର୍ଯ୍ଯ ଆରମ୍ଭ ହୋଇଛି।…
Read More...
Read More...
କୁଲାଡ଼ ସୁବର୍ଣ୍ଣ ଜୟନ୍ତୀ ଉତ୍ସବରେ ଯୋଗଦେବେ ମୁଖ୍ୟମନ୍ତ୍ରୀ ।
ଭଞ୍ଜନଗର,୦୬/୦୯(ପିପିଟି):ଭଞ୍ଜନଗର ବ୍ଲକ କୁଲାଡ଼ କବିସମ୍ରାଟ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଆସନ୍ତା ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସ୍କୁଲ୍ ର…
Read More...
Read More...
ଗୁରୁଦିବସରେ ୧୬ ଜଣ ସେବାନିବୃତ ଶିକ୍ଷକ,ଶିକ୍ଷୟିତ୍ରୀ ସମ୍ବର୍ଦ୍ଧିତ ।
ପୋଲସରା ,୦୬/୦୯(ପିପିଟି) : ଗଞ୍ଜାମ ଜିଲ୍ଲା, ବୁଗୁଡା ବ୍ଳକର ମିଳିତ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ସେପ୍ଟେମ୍ବର ୫ ତାରିଖ ଗୁରୁ ଦିବସ ଅବସରରେ ବ୍ଳକର ୧୬ ଜଣ ଅବସରପ୍ରାପ୍ତ ପ୍ରାଥମିକ ଶିକ୍ଷକ ଓ ଶିକ୍ଷୟିତ୍ରୀ ବୃନ୍ଦଙ୍କୁ…
Read More...
Read More...
ଗୁରୁଦିବସ ପାଳିତ ।
ପୋଲସରା ,୦୬/୦୯(ପିପିଟି ): ସ୍ଥାନୀୟ ମଧୁସୂଦନପୁର
ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ପୂର୍ବାହ୍ନରେ ବିଦ୍ୟାଳୟ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ଗତକାଲି ଗୁରୁଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟର ପୁରାତନ ଛାତ୍ର…
Read More...
Read More...
ନାବାଳିକାକୁ ଦୁଷ୍କର୍ମ କରି ଗର୍ଭବତୀ କରିବା ମାମଲାରେ ଜଣେ ଗିରଫ ।
ଭଞ୍ଜନଗର, ୦୫/୦୯(ପିପିଟି ):ଘରେ କେହି ନଥିବାର ସୁଯୋଗ ନେଇ ଜଣେ ବ୍ୟକ୍ତି ନାବାଳିକାକୁ ଦୁଷ୍କର୍ମ କରି ଗର୍ଭବତୀ କରିବା ମାମଲାରେ ଆଜି ଜଣକୁ ଗିରଫ କରିଛି ଗାଙ୍ଗପୁର ପୋଲିସ୍ । ଗିରଫ ବ୍ୟକ୍ତି ଜଣକ ହେଲା ଗାଙ୍ଗପୁର ଥାନା…
Read More...
Read More...
ଗୁରୁ ଦିବସରେ ଶିକ୍ଷକଙ୍କ ମନ ଜିଣିଲେ ବିଧାୟକ ।
ଭଞ୍ଜନଗର, ୦୫/୦୯ (ପିପିଟି ):ଆଜି ଭଞ୍ଜନଗର ବ୍ଲକର ମିଳିତ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ସ୍ଥାନୀୟ ଟାଉନ ହଲ ଠାରେ ଆୟୋଜିତ ପବିତ୍ର ଗୁରୁଦିବସ ଅବସରରେ ମୁଖ୍ୟ ଅତିଥି ରୂପେ ସ୍ଥାନୀୟ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଯୋଗ…
Read More...
Read More...
ସୁନ୍ଦର ସମାଜ ଗଠନରେ ଲୋକ କଳା ଗୁରୁମାନଙ୍କ ଅବଦାନ ଅତୀବ ଗୁରୁତ୍ୱପୂର୍ଣ୍ଣ : ମହାସଂଘ ।
ବ୍ରହ୍ମପୁର,୦୫/୦୯(ପିପିଟି) :କଳା ଓ କଳାକାର ହିତୈଷୀ ମହାମଞ୍ଚ "ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ" ତରଫରୁ ପବିତ୍ର ଗୁରୁ ଦିବସ ଅବସରରେ ସ୍ଥାନୀୟ ଗିରି ମାର୍କେଟ୍ ଛକ ସ୍ଥିତ ପ୍ରକାଶମ୍ ହାଲ୍- ଆନ୍ଧ୍ର ଭାଷା…
Read More...
Read More...
ବିଲ ରୁ ଗଳିତ ଶବ ଉଦ୍ଧାର; ସ୍ଥିତି ଅନୁଧ୍ୟାନ କଲା ସାଇଣ୍ଟିଫିକ ଟିମ୍ ।
ଭଞ୍ଜନଗର,୦୫/୦୯(ପିପିଟି):ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା କୁଲାଙ୍ଗି ଓ ଲାଠିପଡ଼ା ଗ୍ରାମ ମଝିରେ ଥିବା ହାଡ଼ି ମଶାଣି ଠାରେ ଏକ ବିଲ ରୁ ଗଲିତ ଶବ୍ ଉଦ୍ଧାର ହୋଇଛି।ମୃତକ ଜଣକ ହେଲେ ଲାଠିପଡ଼ା ଗ୍ରାମର ସଞ୍ଜୟ ସ୍ୱାଇଁଙ୍କ ପୁଅ…
Read More...
Read More...
ତିନି ଦିନିଆ ଜିଲ୍ଲା ସ୍ତରୀୟ ଆଦି କର୍ମଯୋଗୀ ତାଲିମ ।
ମାଲକାନଗିରି, ୦୫/୦୯(ପିପିଟି):ମାଲକାନଗିରି ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟଙ୍କ ନିର୍ଦ୍ଦେଶ କ୍ରମେ ମାଲକାନଗିରି ଆଇଟିଡିଏ ପ୍ରକଳ୍ପ ପ୍ରଶାସକ ହଳଧର ଶବରଙ୍କ ଅଧ୍ୟକ୍ଷତାରେ ୩ ଦିନିଆ ଜିଲ୍ଲା ସ୍ତରୀୟ ଆଦି କର୍ମଯୋଗୀ…
Read More...
Read More...
ଜିଲ୍ଲା ସ୍ତରୀୟ ଗୁରୁଦିବସ ପାଳନ ଓ କୃତି ଶିକ୍ଷକଙ୍କୁ ସମ୍ୱର୍ଦ୍ଧନା ।
ମାଲକାନଗିରି,୦୫/୦୯(ପିପିଟି):ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ଯାଳୟ ତରଫରୁ ଜିଲ୍ଲା ସ୍ତରୀୟ ଗୁରୁ ଦିବସ ପାଳନ ସହ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଜିଲ୍ଲା ବର୍ଗ ରେ…
Read More...
Read More...