Browsing Category

ଜିଲ୍ଲା

ଅଖିଳ ଭାରତ ଆଦିବାସୀ ମହାସଭାର ବାର୍ଷିକ ସମ୍ମିଳନୀ ।

ବୋଲଗଡ଼,୧୦/୦୧(ପିପିଟି): ଖୋର୍ଦ୍ଧା ଜିଲ୍ଲା ଆଦିବାସୀ ମହାସଂଘ ର ଆନୁକଲ୍ୟରେ ସଂଘ ର ସମ୍ପାଦକ ବିରଞ୍ଚି ମାଝୀଙ୍କ ସଭାପତିତ୍ୱ ରେ ୧୦ତମ ଅଖିଳ ଭାରତ ଆଦିବାସୀ ମହାସଭାର ବାର୍ଷିକ ସମ୍ମିଳନୀ ବୋଲଗଡ଼ ବ୍ଲକ ଅନ୍ତର୍ଗତ ପିଚୁକୁଳି…
Read More...

ଗଞ୍ଜାମ ଜିଲ୍ଲା ମଞ୍ଚକଳାକାର ସମ୍ମିଳନୀ ତରଫରୁ ଆଲୋଚନା ଚକ୍ର ଅନୁଷ୍ଠିତ ।

ବ୍ରହ୍ମପୁର,୧୦/୦୧(ପିପିଟି):ଗଞ୍ଜାମ ଜିଲ୍ଲା ମଞ୍ଚକଳାକାର ସମ୍ମିଳନୀ ତରଫରୁ ଆୟୋଜିତ ନବମ ରାଜ୍ୟସ୍ତରୀୟ ତଥା ୩୫ ତମ ଦକ୍ଷିଣ ଓଡ଼ିଶା ନାଟକ ମହୋତ୍ସବର ଅନ୍ତିମ ଦିବସରେ ଏକ ଆଲୋଚନା ଚକ୍ର ଯୁଗ୍ମ ସାଧାରଣ ସମ୍ପାଦକ ଡ. ବିଜୟ…
Read More...

ଆଦିବାସୀ ମହାବିଦ୍ଯାଳୟରେ ଜାତୀୟ ସେବା ଯୋଜନାର ଶୀତକାଳୀନ ଶିବିର ଉଦଯାପିତ ।

ବାଲିଗୁଡା, ୧୦/୦୧(ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଆଦିବାସୀ ମହାବିଦ୍ଯାଳୟ ରେ ଜାତୀୟ ସେବା ଯୋଜନା ୨ଟି ୟୁନିଟର ଏକ ସପ୍ତାହ ବ୍ୟାପୀ ଆୟୋଜିତ ଶୀତକାଳୀନ ସେବା ଶିବିର ବଡଗାଁ ପୋଷ୍ଯଗ୍ରାମରେ ଉଦଯାପିତ ହୋଇ…
Read More...

ବାହାଡା ପଦରରେ ପଢିବା ଓ ଗଢିବା କାର୍ଯ୍ୟକ୍ରମ ।

ଭଞ୍ଜନଗର, ୧୦/୦୧(ପିପିଟି):ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ,ବାହାଡା ପଦର ଠାରେ ବିଦ୍ୟାଳୟ ସ୍ତରୀୟ ପଠନ ପ୍ରୋତ୍ସାହନ ସପ୍ତାହ କାର୍ଯ୍ୟକ୍ରମ ପ୍ରଧାନଶିକ୍ଷକ ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି…
Read More...

୨ଦେଶୀ ବନ୍ଧୁକ ସହ ଶିକାରୀ ଗିରଫ ।

ଭଞ୍ଜନଗର, ୧୦/୦୧(ପିପିଟି):ବନ୍ୟଜନ୍ତୁ ଶିକାର ପାଇଁ ଶିକାରୀ ମାନେ ବିଭିନ୍ନ ସ୍ଥାନରେ ସକ୍ରିୟ ଅଛନ୍ତି।ଗତ କିଛି ଦିନ ତଳେ ଭଞ୍ଜନଗର ପୋଲିସ ଏକ ମୃତ ବାରହା ସମେତ ୩ଜଣ ଶିକାରୀଙ୍କୁ ବନବିଭାଗକୁ ହସ୍ତାନ୍ତର କରିଥିଲା। ଗତ…
Read More...

ୠଷିକୂଲ୍ୟା ରୟତ ମହାସଭାର ବିକ୍ଷୋଭ ଏଵଂ ଦାବୀପତ୍ର ପ୍ରଦାନ।

ପୋଲସରା,୧୦/୦୧ (ପିପିଟି) :ଚଳିତ ମାସ ୯ ତାରିଖ ଶୁକ୍ରବାର ଦିନ ୠଷିକୂଲ୍ୟା ରୟତ ମହାସଭା ପକ୍ଷରୁ ସ୍ଥାନୀୟ ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ୮ ଦଫା ଦାବି ପୁରଣ ନେଇ ବିକ୍ଷୋଭ ଏଵଂ ଦାବୀପତ୍ର ପ୍ରଦାନ କାର୍ଯ୍ୟକ୍ରମ…
Read More...

ଦଧିବାମନ ସ୍ୱାମୀ ମନ୍ଦିରରେ ପହଲି ଭୋଗ ଆସର- ୨୦୨୬ ।

ପୋଲସରା,୧୦/୦୧ (ପିପିଟି): ଆଜି ମାଘ ମାସ କୃଷ୍ଣ ପକ୍ଷ, ଅଷ୍ଟମୀ ତିଥି ଦିବସରେ ପୋଲସରା ବ୍ରାହ୍ମଣ ସାହି ସ୍ଥିତ ଶ୍ରୀ ଦଧିବାମନ ସ୍ଵାମୀଙ୍କ ମନ୍ଦିରରେ ସ୍ଵଳ୍ପ ବର୍ଷ ଭଳି ପହଲି ଭୋଗ ଆସର କାର୍ଯ୍ୟକ୍ରମ କରାଯାଇଥିଲା। ମନ୍ଦିର…
Read More...

ଅନ୍ତର୍ଜାତୀୟ ବୌଦ୍ଧ ସମ୍ମିଳନୀ ନିମନ୍ତେ ପ୍ରସ୍ତୁତି ପର୍ବର ଦ୍ଵିତୀୟ ସମୀକ୍ଷା ବୈଠକ ।

ଯାଜପୁର,୦୯/୦୧(ପିପିଟି): ଜିଲ୍ଲାପାଳଙ୍କ ଉପସ୍ଥିତିରେ ମାନ୍ୟବର ବଡ଼ଚଣା ବିଧାୟକ ଅମର କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଦ୍ୱିତୀୟ ବୌଦ୍ଧ ଗୁରୁ ପଦ୍ମସମ୍ଭବଙ୍କ ପ୍ରାର୍ଥନା ସମାରୋହ ତଥା ଅନ୍ତର୍ଜାତୀୟ ବୌଦ୍ଧ ସମ୍ମିଳନୀ ନିମନ୍ତେ…
Read More...

ପୋଖରୀରେ ବୁଡି ଜଣେ ମୃତ ।

କୋଦଳା,୦୯/୦୧(ପିପିଟି):ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଳକ ଅନ୍ତର୍ଗତ ବାଦର୍ଖପଲ୍ଲୀରେ ସକାଳୁ ସକାଳୁ ସକାଳୁ ଏକ ଅଭାବନୀୟ ଘଟଣା ଘଟିଯାଇଛି। ସକାଳୁ ପୋଖରୀକୁ ଗାଧୋଇବାକୁ ଯାଇଥିବା ପୂର୍ଣ୍ଣଚନ୍ଦ୍ର ସ୍ବାଇଁ (୪୩) ପିତା ଜୟ…
Read More...

ଜଙ୍ଗଲରୁ ଦରପୋଡ଼ା ଶବ ମିଳିବା ଘଟଣା ର ପର୍ଦାଫାଶ: ଗୁଣିଗାରେଡିରୁ ହତ୍ୟା ଘଟଣାରେ ୩ ଗିରଫ ।

ବାଲିଗୁଡା, ୦୯/୦୧(ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଟିକାବାଲି ଥାନା ଅନ୍ତର୍ଗତ ଚୂନପଡା ଘାଟି ଜଙ୍ଗଲରୁ ଜଣେ ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ମିଳିବା ଘଟଣା ଉପରୁ ପର୍ଦ୍ଦାଫାଶ କରିଛି ଟିକାବାଲି ପୋଲିସ। ଏହା ଏକ…
Read More...