Browsing Category

ଜିଲ୍ଲା

ଛେଳିଗଡ଼ ଜଳସେଚନ ପ୍ରକଳ୍ପର ଥଇଥାନ ଓ ଉପାନ୍ତ ଅଞ୍ଚଳ ଉନ୍ନୟନ ପରାମର୍ଶଦାତା କମିଟିର ୬ଷ୍ଠ ବୈଠକ ।

ଛତ୍ରପୁର,୧୦/୦୭(ପିପିଟି): ଓଡିଶା ସରକାରଙ୍କ ଜଳସେଚନ ବିଭାଗ ଅନ୍ତର୍ଗତ ଛେଳିଗଡ଼ ଜଳସେଚନ ପ୍ରକଳ୍ପର ଥଇଥାନ ଓ ଉପାନ୍ତ ଅଂଚଳ ଉନ୍ନୟନ ପରାମର୍ଶଦାତା କମିଟିର ୬ଷ୍ଠ ବୈଠକ ଆଜି ଦକ୍ଷିଣାଞ୍ଚଳ ରାଜସ୍ବ ଆୟୁକ୍ତ ସଂଗ୍ରାମ କେଶରୀ…
Read More...

CITU ନେତୃତ୍ୱରେ ଜୁଲାଇ ୧୦ ତାରିଖ ଆଶାକର୍ମୀଙ୍କ ନୟାଗଡ଼ରେ କଳା ଦିବସ ପାଳିତ।

ବୋଲଗଡ଼,୧୦/୦୭(ପିପିଟି): ସିଆଇଟିୟୁ ର ଆହ୍ୱାନ କ୍ରମେ ୧୦ ଜୁଲାଇ ସ୍କିମ ଶ୍ରମିକ ଙ୍କ "କଳା ଦିବସ " ପରିପ୍ରେକ୍ଷୀରେ ନୟାଗଡ଼ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଓଡିଶା ଆଶାକର୍ମୀ ଆସୋସିଏସନ ତରଫରୁ ବିକ୍ଷୋଭ ଓ ପ୍ରତିବାଦ…
Read More...

ମାଲକାନଗିରି ଗସ୍ତରେ କେନ୍ଦ୍ରୀୟ ପ୍ରଭାରୀ ଅଧିକାରୀ ମହମୁଦ ଅହମ୍ମଦ: ବିଭିନ୍ନ ବିକାଶମୂଳକ ପ୍ରକଳ୍ପର କଲେ ସମୀକ୍ଷା।

ମାଲକାନଗିରି,୧୦/୦୭(ପିପିଟି):କେନ୍ଦ୍ର ସଡ଼କ ପରିବହନ ଏବଂ ରାଜମାର୍ଗ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ତଥା ମାଲକାନଗିରି ଜିଲ୍ଲାର କେନ୍ଦ୍ରୀୟ ପ୍ରଭାରୀ ଅଧିକାରୀ ମହମୁଦ ଅହମ୍ମଦ ଜିଲ୍ଲା ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ…
Read More...

ରାଜା ହରିହର ମର୍ଦ୍ଦରାଜ ଦେଓଙ୍କ ୧୫୫ତମ ଜୟନ୍ତୀ ପାଳିତ ।

କୋଦଳା,୧୦/୦୭(ପିପିଟି):ଓଡ଼ିଶା ସାହିତ୍ୟ ଏକାଡେମୀ ଓ ପୂଜ୍ୟପୂଜା ସାହିତ୍ୟ ସଂସଦର ମିଳିତ ସହଯୋଗରେ ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ମର୍ଦ୍ଦକୋଟ ସ୍ଥିତ ହରିହର ମର୍ଦ୍ଦରାଜ ଉଚ୍ଚ ବିଦ୍ୟାଳୟ ପରିସରରେ ବିଶିଷ୍ଟ…
Read More...

ମାଲକାନଗିରି ଜିଲ୍ଲାର ସମସ୍ତ ବିଦ୍ୟାଳୟରେ ବନ ମହୋତ୍ସବ ପାଳିତ ।

ମାଲକାନଗିରି,୧୦/୦୭(ପିପିଟି):ମାଲକାନଗିରି ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ଏକ ସବୁଜ ଏବଂ ସୁନ୍ଦର ପରିବେଶ ଗଠନ ଲକ୍ଷ୍ୟରେ ଜିଲ୍ଲାର ସମସ୍ତ ବିଦ୍ୟାଳୟରେ ବନ ମହୋତ୍ସବ ବ୍ୟାପକ ଭାବେ ପାଳିତ ହୋଇଯାଇଛି । ଜିଲ୍ଲା ଶିକ୍ଷା…
Read More...

ବିଭାଗୀୟ ଅବହେଳାରୁ ପାନୀୟ ଜଳ ନଷ୍ଟ ।

ପୋଲସରା,୧୦/୦୭ (ପିପିଟି):ପୋଲସରା ମ୍ୟୁନିସିପାଲିଟିର ୭ ନମ୍ବର ୱାର୍ଡ ସ୍ଥିତ ଫରେଷ୍ଟ କଲୋନୀ ମୁଖ୍ୟରାସ୍ତା ବର୍ତ୍ତମାନ ସମୟରେ ଜନସ୍ଵାସ୍ଥ୍ୟ ବିଭାଗ ଓ ମ୍ୟୁନିସିପାଲିଟି ଉଭୟଙ୍କର ଦାୟିତ୍ଵହୀନତା ଓ ଚରମ ଅବହେଳାରୁ ପିଇବା…
Read More...

ବିଧାୟକଙ୍କ ଦ୍ୱାରା ନାକପୋଲ ଲକ ଛକ ଠାରେ ଅଟଳ ବସ ଷ୍ଟାଣ୍ଡର ଶିଳାନ୍ୟାସ ।

ଯାଜପୁର,୦୯/୦୭(ପିପିଟି): ଧର୍ମଶାଳା ବ୍ଲକ ଗଙ୍ଗାଧରପୁର ପଂଚାୟତ ନାକପୋଲ ଲକ ଛକ ଠାରେ ବିଧାୟକଙ୍କ କରକମଳରେ ଆଜି ଅଟଳ ବସ ଷ୍ଟାଣ୍ଡର ଶିଳାନ୍ୟାସ କରାଯାଇଛି । ଯାଜପୁର ପୂର୍ତ ବିଭାଗ ପକ୍ଷରୁ ୧୦ କୋଟି ୬୭ ଲକ୍ଷ ଟଙ୍କା ବ୍ୟୟ…
Read More...

ବେଲଝରୀ ଠାରେ କାଳଞ୍ଜି ସମାଜ ମଣ୍ଡଳ ସଭାଗୃହ ଉଦଘାଟନ ।

କୋଦଳା,୦୯/୦୭(ପିପିଟି):ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ ଅନ୍ତର୍ଗତ ମର୍ଦ୍ଦମେଖ ପଞ୍ଚାୟତର ବେଲଝରୀ ଠାରେ ଉଦଘାଟିତ ହୋଇଯାଇଛି କାଳଞ୍ଜି ସମାଜ ମଣ୍ଡଳ ସଭାଗୃହ। ମୁଖ୍ଯ ଅତିଥି ଭାବେ କବିସୂର୍ଯ୍ୟନଗର ବିଧାୟକ ପ୍ରତାପ…
Read More...

ବାୟୁ ସେନାରେ ସାମିଲ ହେବେ ମାଲକାନଗିରିର ଯୁବପିଢ଼ି ।

ମାଲକାନଗିରି, ୦୯/୦୭(ପିପିଟି):ଭାରତୀୟ ବାୟୁ ସେନାରେ ଦେଶର ଯୁବଶକ୍ତିଙ୍କ ସହଭାଗିତାକୁ ଅଧିକ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ବ୍ୟାପକ ସଚେତନତା ଅଭିଯାନ ଆରମ୍ଭ କରାଯାଇଛି।…
Read More...

ମାଲକାନଗିରିର ୭ଟି କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟରେ ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ପରୀକ୍ଷା ।

ମାଲକାନଗିରି, ୦୯/୦୭(ପିପିଟି):ମାଲକାନଗିରି ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟ ସେବା ଅଭିଯାନ ଆରମ୍ଭ କରାଯାଇଛି।…
Read More...