Browsing Category
ଜିଲ୍ଲା
ବେଲଗୁଣ୍ଠା ୧୩ ଦିନିଆ ଦଣ୍ଡଯାତ୍ରା ଆରମ୍ଭ; ବିନା ସାଂସ୍କୃତିକ କାର୍ଯ୍ୟକ୍ରମରେ ପୂଜା ।
ବେଲଗୁଣ୍ଠା,୦୧/୦୪(ପିପିଟି); ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଗ୍ରାମରେ ଚଳିତ ବର୍ଷର ୧୩ ଦିନିଆ ଦଣ୍ଡଯାତ୍ରା ଆରମ୍ଭ ହୋଇଯାଇଛି । ମାଆ କାଳୀଙ୍କୁ ଲୋକେ ପ୍ରତ୍ୟେକ୍ଷ ଦେବୀ ମାନୁଥିବା ବେଳେ ପ୍ରତିବର୍ଷ ଦଣ୍ଡ ଯାତ୍ରା ସମୟରେ ଏହି…
Read More...
Read More...
ବାଲିଗୁଡାରେ ୮୬ତମ ଉତ୍କଳ ଦିବସ ପାଳିତ ।
ବାଲିଗୁଡା,୦୧/୦୪(ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଠାରେ ଉପଖଣ୍ଡ ସ୍ତରୀୟ ୮୬ତମ ଉତ୍କଳ ଦିବସ ସ୍ଥାନୀୟ ଉପଜିଲ୍ଲାପାଳ କାର୍ଯ୍ୟାଳୟ ସଭାଗୃହ ଠାରେ କରୋନା କଟକଣା ମଧ୍ୟରେ ପାଳନ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ…
Read More...
Read More...
ଭଞ୍ଜନଗର ଠାରେ ଉପଖଣ୍ଡସ୍ତରୀୟ ଓଡିଶା ଦିବସ ପାଳନ ।
ଭଞ୍ଜନଗର,୦୧/୦୪(ପିପିଟି); ଭଞ୍ଜନଗର ବ୍ଲକ ସମ୍ମିଳନୀ କକ୍ଷରେ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ଉପଖଣ୍ଡସ୍ତରୀୟ ୮୬ତମ ଓଡିଶା ଦିବସ ସମାରୋହ ପାଳନ କରାଯାଇଛି।ଗୁରୁବାର ପ୍ରାତଃ ସମୟରେ ସହରର ବିଭିନ୍ନ ସ୍ଥାନରେ…
Read More...
Read More...
ଯାଜପୁରରେ ଉତ୍କଳ ଦିବସ ଓ ଜିଲ୍ଲା ପ୍ରତିଷ୍ଠା ଦିବସ ପାଳିତ ।
ଯାଜପୁର,୦୧/୦୪(ପିପିଟି): ଏପ୍ରିଲ ୧ ତାରିଖ ସମସ୍ତ ଓଡିଆ ମାନଙ୍କ ପାଇଁ ଗର୍ବ ଓ ଗୈାରବର ଦିବସ । ୧୯୩୬ ମସିହା ଏହି ଦିନ ଓଡିଶା ଭାଷା ଭିିରେ ଏକ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶର ଅଧିକାରୀ ହୋଇପାରିଥିଲା । ତତ୍ ସହିତ ୧୯୯୩ ମସିହା…
Read More...
Read More...
ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ବୁଗୁଡା ବସଷ୍ଟାଣ୍ଡ୍ ଠାରେ ଉନ୍ମୋଚିତ।
ବୁଗୁଡା,୦୧/୦୪(ପିପିଟି); ଉତ୍କଳ ଦିବସ ଉପଲକ୍ଷେ ବୁଗୁଡା ଏନ୍ଏସି ବସଷ୍ଟାଣ୍ଡ୍ ଠାରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିକୁ ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁ ଯୋଗ ଦେଇ ଉନ୍ମୋଚନ କରିବା ସହ ଏନ୍ଏସିର…
Read More...
Read More...
ଆରମ୍ଭ ହେଲା ପ୍ରସିଦ୍ଧ ଗାଲେରୀ ଦଣ୍ଡଯାତ୍ରା;ଏଥର ମିଳିବନି ଅନ୍ନ ଭୋଗ ।
ଭଞ୍ଜନଗର,୩୧/୦୩(ପିପିଟି);ଗଞ୍ଜାମ ଜିଲ୍ଲାରେ ଗାଲେରୀ ଦଣ୍ଡଯାତ୍ରା ବେଶ ପ୍ରସିଦ୍ଧ ହୋଇଥିବାରୁ ରାଜ୍ୟ ତଥା ରାଜ୍ୟ ବାହାରେ ଏହାର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି। ସ୍ଥାନୀୟ ମାଆ ଦଣ୍ଡକାଳୀ ପ୍ରତ୍ୟକ୍ଷ ଦେବୀ ହିସାବରେ ପୂଜା ପାଇ…
Read More...
Read More...
ଜଙ୍ଗଲରୁ ନର କଙ୍କାଳ ଉଦ୍ଧାର ଘଟଣାର ପର୍ଦ୍ଦାଫାଶ : ୩ ଅଭିଯୁକ୍ତ ଗିରଫ ।
ବାଲିଗୁଡା,୩୧/୦୩(ପିପିଟି); କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ରେବିଙ୍ଗିଆ ନିକଟସ୍ଥ ତୁଳିପାଜୁ ଜଙ୍ଗଲରୁ ମାଟି ତଳୁ ନର କଙ୍କାଳ ଉଦ୍ଧାର ଘଟଣା ପର୍ଦ୍ଦାଫାଶ କରିଛି ବାଲିଗୁଡା ପୋଲିସ । ନିଖୋଜ ଟିକୁନ ଗୌଡ଼କୁ ପୂର୍ବ ଶତ୍ରୁତା…
Read More...
Read More...
୧୯୭୭ ରୁ ୧୯୭୯ ମସିହା ତାଲିମ୍ ପ୍ରାପ୍ତ ଭଞ୍ଜନଗର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ବନ୍ଧୁ ମିଳନ ।
ବେଲଗୁଣ୍ଠା,୩୧/୦୩(ପିପିଟି); ପ୍ରତିବର୍ଷ ଭଳି ଆଜି ବେଲଗୁଣ୍ଠା ବ୍ଳକ୍ ଗୋବରା ମାଆ ଅରୂପାନନ୍ଦ ଆଶ୍ରମ, ହରିହର ମନ୍ଦିର, ରେବତୀ ନଗର ଗୋବରା ଠାରେ ୧୯୭୭ ରୁ ୧୯୭୯ ମସିହା ଭଞ୍ଜନଗର ତାଲିମ୍ ପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ…
Read More...
Read More...
ପ୍ରଧାନ ଶିକ୍ଷକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ।
ବେଲଗୁଣ୍ଠା,୩୧/୦୩(ପିପିଟି); ବେଲଗୁଣ୍ଠା ବ୍ଲକ୍ ଅନ୍ତର୍ଗତ ପାଇଲିପଡା ପଞ୍ଚାୟତ ଅଧିନସ୍ଥ କେ.ନୂଆଁଗଡ ନୋଡାଲ୍ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରତାପ ଚନ୍ଦ୍ର ଶତପଥୀ ଆଜି ଅବସର ଗ୍ରହଣ କରିବା ଅବସରେ ତାଙ୍କୁ…
Read More...
Read More...
ନୂତନ ଜଳ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିଲେ ସୁଦ୍ଧା ଗ୍ରାମବାସୀଙ୍କୁ ପାଣି ମିଳୁନାହିଁ ।
ସାନଖେମୁଣ୍ଡି,୩୧/୦୩(ପିପିଟି); ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ କଲରାପଦର ଗ୍ରାମରେ ପାନୀୟ ଜଳ ପ୍ରକଳ୍ପ ଦୀର୍ଘ ୬ ମାସ ହେଲାଣି ସମୂର୍ଣ ହୋଇ ଛିଡା ହୋଇଛି ହେଲେ ଗ୍ରାମକୁ ପାଣି ମିଳୁନାହିଁ । ଏବେ ଯେଉଁ ଭଳି ଭାବରେ ପ୍ରଚଣ୍ଡ…
Read More...
Read More...