Browsing Category

ଜିଲ୍ଲା

ଦୀର୍ଘ ୧୦ ବର୍ଷରୁ ଉର୍ଦ୍ଧ୍ବ ଦିନ ଧରି ଜଳ ସଙ୍କଟରେ ଗ୍ରାମବାସୀ; ପ୍ରଶାସନ ନୀରବ ।

କୁକୁଡାଖଣ୍ଡି,୧୨/୦୪(ପିପିଟି); ଜଳ ବିନା ଏ ସୃଷ୍ଟି ଅସମ୍ଭବ । ଜଳ ନାହିଁ ତ ଜୀବନ ନାହିଁ । କୁକୁଡ଼ାଖଣ୍ଡି ବ୍ଲକ ଡେଙ୍ଗାପଦର ପଞ୍ଚାୟତ ଅନ୍ତର୍ଗତ ନାରାୟଣପୁର ଗ୍ରାମରେ ଆଜକୁ ପ୍ରାୟ ୧୦ ବର୍ଷରୁ ଉର୍ଦ୍ଧ୍ବ ଦିନ ହେବ ପାନୀୟ…
Read More...

ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ ପରେ ବି କାର୍ଯ୍ୟକ୍ଷମ ହେଉନି ଗଭୀର ଜଳ ଯୋଗାଣ ପ୍ରକଳ୍ପ ।

ଉଲୁଣ୍ଡା,୧୨/୦୪(ପିପିଟି); ସରକାର ଗ୍ରାମାଞ୍ଚଳରେ ଜନସାଧରଣଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ କରି ଓଭରହେଡ ପାଣି ଟାଙ୍କି ନିର୍ମାଣ କରିଛନ୍ତି । ପାଇପ ବିଛା କାମ ସରିଛି ।ଷ୍ଟାଣ୍ଡପୋଷ୍ଟ…
Read More...

ଅମୃତା ଫାଉଣ୍ଡେସନର ଚମ୍ପା ମଦର ଆୱାର୍ଡ ପ୍ରଦାନ ଉତ୍ସବ ।

ଜଗତସିଂହପୁର,ତା୧୨/୦୪(ପିପିଟି); ଆଜି ଜଗତସିଂହପୁର ଶ୍ରୀକୃଷ୍ଣ ଏକାଡେମୀ ପ୍ରେକ୍ଷାଳୟ ପରିସରରେ ଅମୃତା ଫାଉଣ୍ଡେସନ ତରଫରୁ ଚମ୍ପା ମଦର ଆୱାର୍ଡ ପ୍ରଦାନ ଉତ୍ସବ ହୋଇଯାଇଛି । ଅମୃତା ଫାଉଣ୍ଡେସନର ଅଧ୍ୟକ୍ଷ୍ୟ ଡ଼: ଅଭୟ କୁମାର…
Read More...

ଶିକାରୀ ଗିରଫ;ଦେଶୀ ବନ୍ଧୁକ ଜବତ ।

ଭଞ୍ଜନଗର,୧୨/୦୪(ପିପିଟି); ଭଞ୍ଜନଗର ଥାନା ଅନ୍ତର୍ଗତ କେବିରି ବ୍ରହ୍ମପୁର ନିକଟ ଢଉପଲ୍ଲୀ ଗ୍ରାମର ବଳରାମ ମଲ୍ଲିକ(୩୨) ଶିକାର କରିବା ଉଦ୍ଦେଶ୍ୟରେ ରବିବାର ରାତି ୯ଟା ସମୟରେ ଲଣ୍ଡେଇ ହିଲ ଜଙ୍ଗଲକୁ ଏକ ଦେଶୀ ବନ୍ଧୁକ ଧରି…
Read More...

ଅଯଥା ସରକାରୀ କାର୍ଯ୍ଯାଳୟ ଆସିବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ମନା।

ବ୍ରହ୍ମପୁର,୧୨/୦୪(ପିପିଟି); ରାଜ୍ୟରେ କରୋନା ସଂକ୍ରମଣଙ୍କ ସଂଖ୍ୟା ବଢିବାରେ ଲାଗିଛି । ଦୃତ ଗତିରେ ବଢୁଥିବା କରୋନାକୁ ଦେଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଅଧିକ ସତର୍କତା ଅବଲମ୍ବନ କରାଯିବା ସହ ଗାଇଡ଼ଲାଇନ୍ ଜାରି…
Read More...

ବାରହା କାମୁଡ଼ାରେ ୪ଗୁରୁତର, ଚିକିତ୍ସା ପାଇଁ ଭଞ୍ଜନଗର ମେଡିକାଲରେ ଭର୍ତ୍ତି ।

ଭଞ୍ଜନଗର,୧୨/୦୪(ପିପିଟି);ଦିନକୁ ଦିନ ଭଞ୍ଜନଗର ଓ ଏହାର ଆଖପାଖ ଅଞ୍ଚଳରେ ଥିବା ଜଙ୍ଗଲରେ ନିଆଁ ଲାଗିବା ଦ୍ୱାରା ବଣ୍ୟ ଜନ୍ତୁମାନେ ଜୀବନ ବଞ୍ଚାଇବାକୁ ଯାଇ ଏଣେ ତେଣେ ଘୁରି ବୁଲୁଛନ୍ତି। ଯାହା ଫଳରେ ବ୍ୟାପକ ଫସଲ ନଷ୍ଟ ହେବା…
Read More...

ଶହେ ପରିବାରକୁ ଗୋଟିଏ ନଳକୂପ ,ଜଳ ଯନ୍ତ୍ରଣାରେ ଛଟପଟ ଗ୍ରାମବାସୀ।

ବୋଲଗଡ଼,୧୨/୦୪ପିପିଟି,ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ବଢିବାକୁ ଲାଗିଛି। ଖୋର୍ଦ୍ଧା ଜିଲ୍ଲାର ପ୍ରତ୍ୟେକ ଅଞ୍ଚଳରେ ପାନୀୟ ଜଳ ସଂଙ୍କଟ ବଢିବାରେ ଲାଗିଛି। ସେହିପରି ବୋଲଗଡ଼ ବ୍ଲକ ଅନ୍ତର୍ଗତ ସାଗରଗୁଆଁ ପଞ୍ଚାୟତର ପୋଡା ପାଟଣା…
Read More...

ହିଞ୍ଜିଳିପୌର ପରିଷଦରେ ମୋ ୱାର୍ଡ କର୍ମଶାଳା,ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ବିଭିନ୍ନ ପୌର ଓ ବିଜ୍ଞାପିତ ଅଞ୍ଚଳ ପରିଷଦ…

ହିଞ୍ଜିଳିକାଟୁ;୧୧/୦୪(ପିପିଟି); ଗଞ୍ଜାମ ଜିଲ୍ଲାର ସମସ୍ତ ପୋୖର ଓ ବିଜ୍ଞାପିତ ଅଞ୍ଚଳର ଏକ କର୍ମଶାଳା "ମୋ ୱାର୍ଡ କର୍ମଶାଳା ଓ ପୁରସ୍କାର ବିତରଣ ଉତ୍ସବ ହିଞ୍ଜିଳିପୌର ପରିଷଦ ସଭାଗୃହରେ ଆୟୋଜିତ ହୋଇଯାଇଛି ।ଏହି ସଭାରେ…
Read More...

ପାରିବାରିକ କଳହରୁ ଦଉଡି ଦେଇ ଆତ୍ମହତ୍ୟା ।

ବାଲିଗୁଡା,୧୧/୦୪(ପିପିଟି); କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ରାଇକିଆ ଥାନା ଅନ୍ତର୍ଗତ ବାସନ୍ତୀ ପଲ୍ଲୀ ସାହିରେ ଏକ ପାରିବାରିକ କଳହ କାରଣରୁ ଜଣେ ବ୍ୟକ୍ତି ବେକରେ ଦଉଡି ଦେଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।…
Read More...