Browsing Category

ଜିଲ୍ଲା

ବିଧାୟକ ନୂତନ ଯୁବ ଓ ଛାତ୍ର କର୍ମକର୍ତ୍ତାଙ୍କୁ ସମ୍ବର୍ଦ୍ଧନା ଜଣାଇଲେ।

ବୁଗୁଡା,୦୩/୦୮(ପିପିଟି);ବୁଗୁଡା ବୁଦ୍ଧଖୋଲ କଲ୍ୟାଣ ମଣ୍ଡପ ଠାରେ ବୁଗୁଡା ବ୍ଲକ ବିଜୁ ଜନତା ଦଳ ତରଫରୁ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଧାୟକ ଶ୍ରୀକାନ୍ତ ସାହୁ ଯୋଗ ଦେଇ ବୁଗୁଡା ବ୍ଲକ,ଏନ୍.ଏ.ସି ଓ ଜିଲ୍ଲାରେ…
Read More...

ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟାଦେଶ ବଣ୍ଟନ କାର୍ଯ୍ୟକ୍ରମ ।

ଆସିକା,୦୩/୦୮(ପିପିଟି); ଆସିକା ଏନ୍ଏସି କାର୍ଯ୍ୟଳୟ ଠାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ଯାଦେଶ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଯାଇଛି ।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଆସିକା…
Read More...

ବିଧାୟକ ମୃତକଙ୍କ ପରିବାରକୁ ସହାୟତା ପ୍ରଦାନ କଲେ।

ପୋଲସରା,୦୩/୦୮(ପିପିଟି);ପୋଲସରା ବ୍ଲକ ଅନ୍ତର୍ଗତ ମନସିଳା ଗ୍ରାମର ସାହେବ ସାହୁ ବୟସ ୪୬ ସୁରାଟ ଠାରେ ଶ୍ରମିକ ଭାବେ କାର୍ଯ୍ୟରତ ସମୟରେ ଆକସ୍ମିକ ମୃତ୍ୟୁ ବରଣ କରିଛନ୍ତି। ବିଧାୟକ ଶ୍ରୀକାନ୍ତ ସାହୁ ମୃତକଙ୍କ ମନସିଳା ସ୍ଥିତ…
Read More...

କନ୍ଧମାଳ ଜିଲ୍ଲା ଛାତ୍ର କଂଗ୍ରେସ ସଭାପତିଙ୍କ ଇସ୍ତଫା ।

କନ୍ଧମାଳ,୦୨/୦୮.(ପିପିଟି): କନ୍ଧମାଳ ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଅଂଶୁମାନ୍ ପ୍ରିୟଦର୍ଶନ କନ୍ଧମାଳ ଜିଲ୍ଲା ଛାତ୍ର କଂଗ୍ରେସ ପାର୍ଟିରୁ ଇସ୍ତପା ଦେଇଛନ୍ତି । ପ୍ରକାଶ ଯେ, ଗତ ତିନି ମାସ ଧରି ସେ କନ୍ଧମାଳ ଜିଲ୍ଲାର…
Read More...

ଷଡୟନ୍ତ୍ର ଓ ଅନ୍ୟାନ୍ୟପୂର୍ଣ୍ଣ ଗିରଫଦାରୀ ବିରୋଧରେ କୃଷକ ସଂଘର୍ଷର ବିଜୟ ହେବ ।

ଆସିକା,ତା ୦୨/୦୮(ପିପିଟି); ଷଡଯନ୍ତ୍ର ଓ ଅନ୍ୟାୟପୂର୍ଣ ଗିରଫଦାରୀ ର ଶିକାର ହୋଇଥିବା କୃଷକ ନେତା ବାସୁଦେବ ସିଓ, ପ୍ରଶାନ୍ତ ସ୍ବାଇଁ ଓ ପ୍ରଦ୍ୟୁମ୍ନ ବିଶ୍ବାଳ ଆଜି ଆସିକା ଜେଲରୁ ବେଲରେ ଆସିଛନ୍ତି ।ଏଠାରେ ପ୍ରକାଶ ଯୋଗ୍ୟ ଯେ…
Read More...

ଆତ୍ମହତ୍ୟା ଉଦ୍ୟମ କରୁଥିବା ବୃଦ୍ଧାଙ୍କୁ ଉଦ୍ଧାର କଲେ ଧୀବର ।

ଭଞ୍ଜନଗର,୦୨/୦୮(ପିପିଟି);ଭଞ୍ଜନଗର ଜଳ ଭଣ୍ଡାର ରେ ସୋମବାର ଜଣେ ବୃଦ୍ଧା ଆତ୍ମହତ୍ୟା ଉଦ୍ୟମ କରୁଥିବା ଦେଖି ସ୍ଥାନୀୟ ଜଣେ ଧୀବର ତାଙ୍କୁ ପାଣିରୁ ଉଦ୍ଧାର କରିଥିଲେ। ପରେ ପୋଲିସ ଖବର ପାଇ ଉକ୍ତ ମହିଳାଙ୍କୁ ନେଇ ଭଞ୍ଜନଗର…
Read More...

ବନ୍ଧୁକ ମୁନରେ ଲକ୍ଷାଧିକ ଟଙ୍କା ଓ ସୁନାଗହଣା ଲୁଟ ।

କନ୍ଧମାଳ,୦୨/୦୮(ପିପିଟି): ବନ୍ଧୁକ ମୁନରେ ଲକ୍ଷାଧିକ ଟଙ୍କା ଓ ସୁନାଗହଣା ଲୁଟି ନେଲେ ଲୁଟେରା । ଏମିତି ଏକ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଫୁଲବାଣୀ ସହରର ପଟାବାଲି ସାହିରେ । ପ୍ରଶାନ୍ତ କୁମାର ପାଣିଗ୍ରାହୀ…
Read More...

ବିଧାୟିକାଙ୍କ ଆଲିପୁର ଗ୍ରାମରେ ପଦଯାତ୍ରା।

ଆସିକା,୦୨/୦୮(ପିପିଟି);ବିଧାୟିକା ମଞ୍ଜୁଳା ସ୍ୱାଇଁ ଆଜି ଆସିକା ବ୍ଲକ ଅନ୍ତର୍ଗତ ଆଲିପୁର ଗ୍ରାମ ପଞ୍ଚାୟତ ପରିକ୍ରମା କରିବା ସହିତ ଜନସମ୍ପର୍କ ପଦଯାତ୍ରା କରି ବିଭିନ୍ନ ଉନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ । ଏହି…
Read More...

ବିଧାୟକଙ୍କ ଦ୍ବାରା ନୂତନ ଯୁବ ଓ ଛାତ୍ର କର୍ମକର୍ତ୍ତାଙ୍କୁ ସମ୍ବର୍ଦ୍ଧନା।

ପୋଲସରା,୦୨/୦୮(ପିପିଟି);ପୋଲସରା ମାତୃଶକ୍ତି କଲ୍ୟାଣ ମଣ୍ଡପ ଠାରେ ପୋଲସରା ବ୍ଲକ ବିଜୁ ଜନତା ଦଳ ତରଫରୁ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବିଧାୟକ ଶ୍ରୀକାନ୍ତ ସାହୁ ଯୋଗ ଦେଇ ପୋଲସରା ବିଜ୍ଞାପିତ ଅଞ୍ଚଳ ପରିଷଦ,…
Read More...

ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୧୪୩୭।

ଭୁବନେଶ୍ବର ୦୧/୦୮(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୧୪୩୭ । ପଜିଟିଭ ସଂଖ୍ୟା ୯,୭୮,୭୦୫ ଚିହ୍ନଟ ହୋଇଛନ୍ତି ୯,୫୬,୮୨୮ ଜଣ ସୁସ୍ଥ ହୋଇଥିବା ବେଳେ ୧୫,୮୫୮ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୫୯୬୬ ଜଣଙ୍କର ମୃତ୍ୟୁ…
Read More...