Browsing Category

ଜିଲ୍ଲା

କାୟାକଳ୍ପ ପୁରସ୍କାରରେ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ।

ମାଲକାନଗିରି,୧୯/୦୩(ପିପିଟି):ମାଲକାନଗିରି ଜିଲ୍ଲା ପାଇଁ ଏକ ଗର୍ବ ଓ ଗୌରବର ବିଷୟ। ୨୦୨୫-୨୬ ଆର୍ଥିକ ବର୍ଷ ନିମନ୍ତେ କେନ୍ଦ୍ର ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ‘କାୟାକଳ୍ପ’ ପୁରସ୍କାର ମାନଦଣ୍ଡରେ ମାଲକାନଗିରି ଜିଲ୍ଲା…
Read More...

କହୁଛେ ପଖାଳ କଂସା, କିନ୍ତୁ ହଜିଗଲାଣି କଂସା ବେଲା।

ବୋଲଗଡ଼,୨୦/୦୩(ସୁଶାନ୍ତ କୁମାର ପ୍ରଧାନ):ସାଧାରଣ ଆମ ଓଡ଼ିଆ ଘରେ ପଖାଳ କଂସା ରୁପେ ପରିଚିତ କଂସା ବେଲାରେ ପଖାଳ ଖାଇବାକୁ କୁ ହିଁ ଜାଣିଥାଉ, ବର୍ତ୍ତମାନ ସମୟରେ ପଖାଳ ଭାତ ଅଛି କିନ୍ତୁ କଂସା ବେଲା ନାହିଁ, ପୂର୍ବକାଳରେ…
Read More...

ଆମ୍ବଗଡ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ବାର୍ଷିକ ଉତ୍ସବ ଅନୁଷ୍ଠିତ।

ବ୍ରହ୍ମପୁର,୨୦/୦୩(ପିପିଟି): ଆମ୍ବଗଡ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଗୁରୁବାର ଦିନ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଆମ୍ବଗଡ଼ ସେବା ସମବାୟ ସମିତିର ସଭାପତି ତଥା ଏହି ଅଞ୍ଚଳର ବିଶିଷ୍ଟ…
Read More...

ଲକ୍ଷ୍ମୀ ବସ ସହ ବୁଲେଟ ମୁହାଁମୁହିଁ ଧକ୍କାରେ ୩ମୃତ ।

ଭଞ୍ଜନଗର, ୧୯/୦୩(ପିପିଟି ):ଲଷ୍ମୀ ବସ ସହ ବୁଲେଟ ଧକ୍କାରେ ଚାଲିଗଲା ୩ଜଣ ଯୁବକଙ୍କ ମୂଲ୍ୟବାନ ଜୀବନ।ଯାହାକୁ ନେଇ ଗ୍ରାମରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ପାଟପଲ୍ଲୀ ଛକ ଠାରେ ଗୁରୁବାର…
Read More...

ସୂଚନା ଅଧିକାର ଆଇନ ସମ୍ବନ୍ଧୀୟ ଦକ୍ଷତା ବିକାଶ ତାଲିମ ଓ କର୍ମଶାଳାର ସଫଳ ସମାପନ ।

ଭୁବନେଶ୍ୱର,୧୯/୦୩(ପିପିଟି):ସୂଚନା ଓ ଲୋକସମ୍ପର୍କ ବିଭାଗ ଆନୁକୂଲ୍ୟରେ ଆୟୋଜିତ ସୂଚନା ଅଧିକାର ଆଇନ-୨୦୦୫ ସମ୍ବନ୍ଧୀୟ ଚାରି ଦିନିଆ ଦକ୍ଷତା ବିକାଶ ତାଲିମ ଓ କର୍ମଶାଳା ଆଜି ଶେଷ ହୋଇଛି । ଏହି ତାଲିମ କାର୍ଯ୍ୟକ୍ରମରେ…
Read More...

ଯଯାତି ୨୦୨୬: ଧର୍ମଶାଳାରେ ଧୁମଧାମରେ ପାଳିତ ହେଲା ପଥ ଉତ୍ସବ ।

ଯାଜପୁର,୧୯/୦୩(ପିପିଟି): ଜିଲ୍ଲା ମହୋତ୍ସବ ଯଯାତି ୨୦୨୬ ଉପଲକ୍ଷେ ଧର୍ମଶାଳା ବ୍ଲକରେ ପ୍ରଶାସନ ପକ୍ଷରୁ ପଥ ଉତ୍ସବ ଆୟୋଜିତ ହୋଇଛି। ମହୋତ୍ସବର ମାହୋଲକୁ ଆହୁରି ମନୋରଞ୍ଜନଧର୍ମୀ କରିବା ତଥା ସାରା ଜିଲ୍ଲାରେ ଲୋକଙ୍କ ନିକଟରେ…
Read More...

୧୮ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ମହିଳା ଗିରଫ ।

ଭଞ୍ଜନଗର, ୧୯/୦୩(ପିପିଟି ):ତାର ସିଂ ଥାନାରେ ଗତ ୨୦୨୪ମସିହା ମେ ୨୮ ତାରିଖ ସନ୍ଧ୍ୟାରେ ଢୋଲ ପିଟା ଗ୍ରାମର ଚନ୍ଦ୍ର ଶେଖର ସେଠୀଙ୍କ ପତ୍ନୀ ବିବାସିନୀ ସେଠୀ ଏବଂ ସେହି ଗ୍ରାମର ଅନ୍ୟ ୧୩ ଜଣ ମହିଳା ଓ ପୁରୁଷଙ୍କ ସହିତ…
Read More...

ଓଡ଼ିଆ ପରମ୍ପରା ଓ ସଂସ୍କୃତି ସହିତ ଜଡିତ ‘ପଖାଳ’ ।

ବୋଲଗଡ଼,୧୯/୦୩(ସୁଶାନ୍ତ କୁମାର ପ୍ରଧାନ):ଓଡିଆଙ୍କ ଜନ ଜୀବନ ସହିତ ପଖାଳର ସମ୍ପର୍କ ବହୁ ନିବିଡ଼ ଓ ପୂରାତନ। ଆମ ଓଡ଼ିଆ ସଂସ୍କୃତି ଓ ପରମ୍ପରା ସହିତ ପଖାଳ ବେଶ୍ ଜଡ଼ିତ। ଆମ ଓଡ଼ିଶା ର ଗ୍ରାମାଞ୍ଚଳରେ ଶୀତଦିନେ ପଖାଳ ଖାଇବା…
Read More...

ପଖାଳ ପର୍ବ ‘୨୦୨୬’ ଭୁବନେଶ୍ୱରରେ ଉଦଘାଟିତ; ଓଡ଼ିଶାର ରୋଷେଇ ପରମ୍ପରାର ଦୁଇ ଦିନିଆ ଉତ୍ସବ ଆରମ୍ଭ ।

ଭୁବନେଶ୍ୱର,୧୯/୦୩(ପିପିଟି):ଓଡ଼ିଶାର ସମୃଦ୍ଧ ରୋଷେଇ ଶୈଳୀ ଓ ପରମ୍ପରାକୁ ସମ୍ମାନ ଜଣାଇ ଆଜି ଭୁବନେଶ୍ୱରସ୍ଥିତ ପାନ୍ଥନିବାସଠାରେ ଦୁଇ ଦିନିଆ 'ପଖାଳ ପର୍ବ' ଉଦଘାଟିତ ହୋଇଯାଇଛି। ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶକ ଦୀପଙ୍କର…
Read More...

ପୋଲସରାରେ ଚତୁର୍ଥ ପର୍ଯ୍ୟାୟ ପ୍ରବୋଧନ ତାଲିମ ଶିବିରରେ ୧୧୨ ଜଣ ଯୋଗଦେଲେ ।

ପୋଲସରା, ୧୯/୦୩(ପିପିଟି):ପୋଲସରା ବେଲଗାଁ ପଞ୍ଚାୟତ କନକଦୁର୍ଗା ବିଦ୍ୟାପୀଠ ଠାରେ ଚତୁର୍ଥ ପର୍ଯ୍ୟାୟ ନୂତନ ପାଠ୍ୟପୁସ୍ତକ ସମ୍ବନ୍ଧୀୟ ପ୍ରବୋଧନ ତାଲିମ ଶିବିର ଆରମ୍ଭ ହୋଇଯାଇଛି। ପୋଲସରା ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀଯୁକ୍ତ…
Read More...