Browsing Category

ଜିଲ୍ଲା

କୋଭିଡ଼୍ ଗାଇଡ଼୍ ଲାଇନ ମଧ୍ୟରେ ପୋଲସରା ଠାରେ ଆରମ୍ଭ ହୋଇଛି ଦଣ୍ଡଯାତ୍ରା ।

ପୋଲସରା ୦୪/୦୪(ପିପିଟି); ଚଳିତ ମାସ ତା ୦୨ ରିଖ ଠାରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ଆସନ୍ତା ମହାବିଷୁବ (ପଣା) ସଂକ୍ରାନ୍ତିତିଥି ଦିବସ ପର୍ଯ୍ୟନ୍ତ ଚାଲିବ । ପୋଲସରା ସମେତ ଏହିଅଞ୍ଚଳର ମଥୁରା , ରୁଖାକଣା , ଜେମାଦେଇପୁର ,…
Read More...

ଉନ୍ନତ କୃଷି ପାଇଁ ବନ ସୁରକ୍ଷା ସମିତି ସଦସ୍ୟଙ୍କ କ୍ଷେତ୍ର ପରିଦର୍ଶନ ।

ଭଞ୍ଜନଗର,୦୪/୦୪(ପିପିଟି); ଉତ୍ତର ଘୁମୁସର ବନଖଣ୍ଡ କେନ୍ଦ୍ରୀୟ ବନାଞ୍ଚଳ ଅନ୍ତର୍ଗତ ବିଭିନ୍ନ ବନ ସୁରକ୍ଷା ସମିତିର ୬୦ଜଣ ପୁରୁଷ ଓ ମହିଳା ମାନେ ଅତ୍ୟାଧୁନିକ ପ୍ରଣାଳୀରେ କୃଷିକାର୍ଯ୍ୟ ସମ୍ପର୍କରେ ନୂତନ ଜ୍ଞାନ କୌଶଳ ଆହରଣ…
Read More...

ଘଞ୍ଚ ଜଙ୍ଗଲ ରୁ ଦେଶୀ ବନ୍ଧୁକ ସହ ଝିଙ୍କ ମାଂସ ଜବତ, ଶିକାରୀ ଚମ୍ପଟ୍ ।

ବାଲିଗୁଡା,୦୩/୦୪(ପିପିଟି); କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ବନ ବିଭାଗ ପକ୍ଷରୁ ଜଙ୍ଗଲରେ ପାଟ୍ରୋଲିଂ କରୁଥିବା ସମୟରେ ଦେଶୀ ବନ୍ଧୁକ ସହ ଝିଙ୍କ ମାଂସ ଜବତ କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ…
Read More...

ପୂର୍ବ ଶତ୍ରୁତାକୁ ନେଇ ପଡୋଶୀ ଭାଙ୍ଗିଲେ ଘର; ଜାନକୀ ଏବେ ବେସାହାରା ।

ଭଞ୍ଜନଗର,୦୩/୦୪(ପିପିଟି); ତାରସିଙ୍ଗି ଥାନା ଅନ୍ତର୍ଗତ ଜଡ଼ା ଘାଟୁଣି ଗ୍ରାମରେ ପୂର୍ବ ଶତ୍ରୁତା କାରଣରୁ ଜଣେ ଗରୀବ ହରିଜନ ମହିଳାଙ୍କୁ ସରକାରଙ୍କ ତରଫରୁ ମିଳିଥିବା ଇନ୍ଦିରା ଆବାସ ଗୃହକୁ ତାର ପଡୋଶୀ ଭାଙ୍ଗି ଛାରଖାର…
Read More...

ରାଜ୍ୟରେ ସଂକ୍ରାମିତ ସଂଖ୍ୟା ୩,୪୨,୨୨୪ମୃତ୍ୟୁ ସଂଖ୍ୟା ୧୯୨୧ ।

ଭୁବନେଶ୍ବର ୦୩/୦୪(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୪୫୨। କରୋନା ପଜିଟିଭ ସଂଖ୍ୟା ୩,୪୨,୨୨୪ଚିହ୍ନଟ ହୋଇଛନ୍ତି ୩,୩୭,୪୩୦ଜଣ ସୁସ୍ଥ ହୋଇଥିବା ବେଳେ ୨୮୨୦ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୧,୯୨୧ ଜଣଙ୍କର ମୃତ୍ୟୁ…
Read More...

ମନ୍ଦିରରୁ ହୁଣ୍ଡି ଭାଙ୍ଗି ଦକ୍ଷିଣା ଟଙ୍କା ନେଇଗଲେ ଦୁବୃର୍ତ୍ତ ।

ଶେରଗଡ,୦୩/୦୪(ପିପିଟି); ଶେରଗଡ ବ୍ଲକ ଅନ୍ତର୍ଗତ ନରେନ୍ଦ୍ରପୁର ଗ୍ରାମ ପଞ୍ଚାୟତର ନରେନ୍ଦ୍ରପୁର ଗାଁ ର ବଡ଼ଘାଟି ଠାରେ ଥିବା ଅଧିଷ୍ଠାତ୍ରୀ ଦେବୀ ମା କାମାକ୍ଷୀଙ୍କ ମନ୍ଦିର ର ରୁ ଗତ ଶୁକ୍ରବାର ବିଳମ୍ବିତ ରାତିରେ ଅଜଣା…
Read More...

ସର୍ବଭାରତୀୟ ପରୀକ୍ଷାରେ ବେଲଗୁଣ୍ଠାର ସ୍ଵସ୍ତିକ ରଚିଲେ ରେକର୍ଡ ।

ବେଲଗୁଣ୍ଠା,୦୩/୦୪(ପିପିଟି); କଷ୍ଟ ଏଣ୍ଡ ମେନେଜମେଣ୍ଟ  ଇଣ୍ଟର ମେଡିଏଟ୍ ପରୀକ୍ଷା ରେ ଓଡ଼ିଶା ତଥା ସର୍ବଭାରତୀୟ ସ୍ତରରେ ବେଲଗୁଣ୍ଠା ଛାତ୍ର ସ୍ଵସ୍ତିକ କୁମାର ନିଜ ପାଇଁ ଏକ ସ୍ବତନ୍ତ୍ର ସ୍ଥାନ ହାସଲ କରି ଗ୍ରାମ ତଥା ଗତ ଦିନ…
Read More...

କୋଠଘର ଉଦ୍‌ଘାଟନ ସହିତ ରୋଷେଇ ଘର ପାଇଁ ଶୁଭ ଦେଲେ ବିଧାୟିକା ।

କୋଦଳା,୦୨/୦୪(ପିପିଟି);ଶୁକ୍ରବାର କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ କୋଦଳା ଏନଏସି, ଅନ୍ତର୍ଗତ ଦଶ ନମ୍ବର ୱାର୍ଡ ପଣ୍ଡାସାହି ଠାରେ ନବନିର୍ମିତ କୋଠ ଘରକୁ ଉଦଘାଟନ କରିଛନ୍ତି । ତତସହିତ ସାହିବାସିନ୍ଦାଙ୍କୁ ଅନୁରୋଧ…
Read More...

ଉତ୍କଳ ସାହିତ୍ଯ ସଂସଦ ଆନୁକୂଲ୍ଯରେ ଉତ୍କଳ ଦିବସ ପାଳିତ ।

ମାଲକାନଗିରି,ତା:୦୧/୦୪(ପିପିଟି);ଉତ୍କଳ ସାହିତ୍ଯ ସଂସଦ,ମାଲକାନଗିରି ଆନୁକୂଲ୍ଯରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ୮୬ତମ ଉତ୍କଳ ଦିବସ ପାଳିତ । ଏହି ଉତ୍ସବରେ ମୁଖ୍ଯ ଅତିଥି ଭାବେ ପୂର୍ବତ୍ତନ ଉପ-ଜିଲ୍ଲାପାଳ ରଥିକୃଷ୍ଣ…
Read More...

ସିଆରପିଏଫର ୩୧ତମ ସ୍ଥାପନା ଦିବସ ପାଳିତ ।

ବାଲିଗୁଡା,୦୨/୦୪(ପିପିଟି); କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ୧୨୭ ବାଟାଲିୟନ ସିଆରପିଏଫର ୩୧ ତମ ସ୍ଥାପନା ଦିବସ ସ୍ଥାନୀୟ ବାଟାଲିୟନର ମୁଖ୍ୟାଳୟ ପରିସରରେ କମାଡେଣ୍ଟ ଆନନ୍ଦ ଝାଙ୍କ ଅଧ୍ୟକ୍ଷତାରେ କୋଭିଡ କଟକଣା ମଧ୍ୟରେ…
Read More...