Browsing Category

ଜିଲ୍ଲା

ବଡ଼ ଖଇରଖମା ଗ୍ରାମ ପଞ୍ଚାୟତରେ ବହୁ ଉନ୍ନୟନ କାର୍ଯ୍ଯର ଉଦ୍‌ଘାଟନ ଓ ବିଜେଡି ର ମିଶ୍ରଣ ପର୍ବ ।

ବେଗୁନିଆପଡା,୧୦/୦୨;କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀର ବେଗୁନିଆପଡା ବ୍ଲକ ଅନ୍ତର୍ଗତ ବଡ଼ ଖଇରଖମା ପଞ୍ଚାୟତ ପାଇକପଡା ଗ୍ରାମ ନିକଟସ୍ଥ ବଟେଶ୍ୱର ମନ୍ଦିର ପରିସରରେ ବିଜେଡିର ଏକ ମିଶ୍ରଣ ପର୍ବ କାର୍ଯ୍ୟକ୍ରମ ଆୟୋଜନ…
Read More...

ଦୁଃଖା ମୁହଁରେ ହସ ଫୁଟାଇଲା ପ୍ରଶାସନ ।

ଭଞ୍ଜନଗର,୧୦/୦୨(ପିପିଟି); ଦୁର୍ଘଟଣା ରେ ଗୁରୁତର ଆହତ ହେଇ ଗୋଡର ସମ୍ପୂର୍ଣ୍ଣ ଭାଗ ସଂକ୍ରମିତ ହେବ ଦୁଃଖ ଦୁର୍ଦଶା ରେ ଜୀବନ ଜିଉଁ ଥିବା ଭଞ୍ଜନଗର ବ୍ଲକ ଅନ୍ତର୍ଗତ ବାରୁଡ଼ ପଂଚାୟତ ବାଲିଆପଟା ଗ୍ରାମର ଦୁଃଖା ନାଇକଙ୍କୁ…
Read More...

ବିଶିଷ୍ଠ ଶିକ୍ଷାବିତ, କଳାକାର ଓ ସାହିତ୍ୟିକ ଭଜରାମ ଷଢଙ୍ଗୀଙ୍କ ପରଲୋକ ।

ଭଞ୍ଜନଗର,୧୦/୦୨(ପିପିଟି); ବେଲଗୁଣ୍ଠା ବ୍ଲକ ବଡପଡା ପଞ୍ଚାୟତ ଲୁଦୁଲୁଦି ଗ୍ରାମର ମହାନ ବ୍ୟକ୍ତିତ୍ୱ ତଥା ବିଶିଷ୍ଠ ଶିକ୍ଷାବିତ, କଳାକାର ଓ ସାହିତ୍ୟିକ ଭାବେ ବେଶ ପରିଚିତ ଭଜରାମ ଷଢଙ୍ଗୀଙ୍କର ବୁଧବାର ଭୋର ସମୟରେ ୮୦ବର୍ଷ…
Read More...

ବରିଷ୍ଠ ଶିକ୍ଷାବିତ୍ତଙ୍କ ପରଲୋକ ।

ପୋଲସରା -୧୦/୦୨(ପିପିଟି) ଗଞ୍ଜାମ ଜିଲ୍ଲାର ପଞ୍ଚାମା ଗ୍ରାମର ଜଣାଶୁଣା ଶିକ୍ଷାବିତ୍ତ ଟି .କୃଷ୍ଣମୂର୍ତି ଆଚାରୀଙ୍କ ୭୦ବର୍ଷ ବୟସରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ନିକଟରେ ସ୍ବଧର୍ମଣୀଙ୍କ ସହ ଚାରି ପୁତ୍ର, ପୁତ୍ରବଧୁ,…
Read More...

ଭଞ୍ଜନଗର ବ୍ଳକ ଡୁମାକୁମ୍ପା କ୍ଳଷ୍ଟର ତରଫରୁ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ।

ଭଞ୍ଜନଗର, ୧୦/୦୨(ପିପିଟି); ଭଞ୍ଜନଗର ବ୍ଳକ ଡୁମାକୁମ୍ପା କ୍ଳଷ୍ଟର ତରଫରୁ ବନ୍ଧୁମିଳନ ଓ ବଣଭୋଜି ସ୍ଥାନୀୟ ମା ବଡରାଉଳ ପୀଠରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ କ୍ଳଷ୍ଟରର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ଅଂଶ ଗ୍ରହଣ କରି ବହୁ…
Read More...

କାର ଭିତରେ ଚାଲିଗଲା ଶିକ୍ଷକଙ୍କ ଜୀବନ ।

ଭଞ୍ଜନଗର,୧୦/୦୨(ପିପିଟି); ଭଞ୍ଜନଗର ଷ୍ଟେଟ ବ୍ୟାଙ୍କ ଛକରେ ଆଜି ଏଭଳି ଏକ ଅଭାବନୀୟ ଘଟଣା ଘଟିଛି।କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଠାରେ ସି.ଆର.ସି.ସି ଭାବେ କାର୍ଯ୍ୟ କରୁଥିବା ରବୀନ୍ଦ୍ର ନାଥ ଦିଗାଲ(୫୩) ଭଞ୍ଜନଗର ବାଉଁଶ…
Read More...

ଗଞ୍ଜେଇ ସହ କାର ଜବତ;୩ ଜଣ ଗିରଫ ।

ବାଲିଗୁଡା,୧୦/୦୨(ପିପିଟି); କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ପୋଲିସ ଏସଆଇ ଆର. ମୁଣ୍ଡାରୀଙ୍କ ସହ ସଦଳବଳ ପାଟ୍ରୋଲିଂ କରୁଥିବା ସମୟରେ ୪୦କିଲୋ ୭୦୦ଗ୍ରାମ ଗଞ୍ଜେଇ ସହ ଟାଟା ଇଣ୍ଡିଗୋ କାରନଂ. OD-02R-9397 କୁ ଜବତ କରି…
Read More...

ସାମୁଦ୍ରିକ କଇଁଚ ଅଲିଭ୍ ରିଡଲେ ସଂରକ୍ଷଣ ଓ ସାମୁହିକ ଅଣ୍ଡାଦାନ ସକାଶେ ଜିଲ୍ଲାସ୍ତରୀୟ କର୍ମଶାଳା ।

ଛତ୍ରପୁର,ତା.୧୦/୦୨(ପିପିଟି); ଋଷିକୂଲ୍ୟା ମୁହାଣରେ ସାମୁଦ୍ରିକ ଅଲିଭ୍ ରିଡଲେ କଇଁଛଙ୍କ ସଂରକ୍ଷଣ ଓ ସାମୁହିକ ଅଣ୍ଡାଦାନ ସକାଶେ ଜିଲ୍ଲା ସ୍ତରୀୟ କର୍ମଶାଳା ଜିଲ୍ଲା ପରିଷଦ ଋଷିକୂଲ୍ୟା ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ…
Read More...

ମଣ୍ଡିରୁ ଉଠିଲାନି ଧାନ; ଶ୍ରୀଚନ୍ଦନପୁର ପାଟ୍ଟଣା ସେବା ସମବାୟ ସମିତି ସମ୍ମୁଖରେ ଧାରଣାରେ ବସିଲେ ଚାଷୀ।

ବୋଲଗଡ଼,୦୯/୦୨(ପିପିଟି);ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକର ଶ୍ରୀଚନ୍ଦନପୁର (ହାଟବସ୍ତ) ପାଟ୍ଟଣା ସେବା ସମବାୟ ସମିତି ଲିଃ ସମ୍ମୁଖରେ ଧାରଣା ଦେଲେ ଚାଷୀ। ସରକାରଙ୍କ ନିଦ୍ଦେର୍ଶ କ୍ରମେ ନାମ ପଞ୍ଜୀକରଣ କରିଥିବା ଚାଷୀଙ୍କ ଠାରୁ…
Read More...

ରାଜ୍ୟ କ୍ୟାବିନେଟ ବୈଠକରେ କନ୍ଧମାଳ ଜିଲ୍ଲା ପାଇଁ ଦୁଇଟି ପାନୀୟ ଜଳ ପ୍ରକଳ୍ପ ଅନୁମୋଦନ ।

ବାଲିଗୁଡା,୦୯/୦୨(ପିପିଟି): ରାଜ୍ୟ କ୍ୟାବିନେଟ ବୈଠକରେ କନ୍ଧମାଳ ଜିଲ୍ଲା ପାଇଁ ଦୁଇଟି ପାନୀୟ ଜଳ ପ୍ରକଳ୍ପ ଅନୁମୋଦିତ ହେବା ପରେ ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ବାଲିଗୁଡ଼ା ପୂର୍ତ୍ତ ବିଭାଗ ଡାକ…
Read More...