Browsing Category

ଜିଲ୍ଲା

ରୁପାନ୍ତରିତ ହୋଇଥିବା ବିଦ୍ୟାଳୟ ଗୁଡିକର ଯତ୍ନ ପ୍ରଧାନ ଶିକ୍ଷକ ଗଣ ନେବା ଆବଶ୍ୟକ ; ଜିଲ୍ଲାପାଳ ।

ଛତ୍ରପୁର,୧୪/୦୯(ପିପିଟି): ଗଞ୍ଜାମ ଜିଲ୍ଲାର ଦ୍ୱିତୀୟ ପର୍ଯ୍ୟାୟରେ ୧୬୭ ଗୋଟି ଉଚ୍ଚ ବିଦ୍ୟାଳୟ ଗୁଡିକର ୫-ଟି ଅନ୍ତର୍ଗତ ରୁପାନ୍ତର କାର୍ଯ୍ୟ ଚାଲୁଅଛି । ଓଡିଶା ଆଦର୍ଶ ବିଦ୍ୟାଳୟ ଏବଂ ସମସ୍ତ ବିଦ୍ୟାଳୟ ଗୁଡିକର ରୁପାନ୍ତର…
Read More...

ଲଗାଣ ବର୍ଷା ଯୋଗୁଁ ଭୁଷୁଡ଼ିଲା ଚାରି ବଖରାଘର ।

ବୋଲଗଡ଼,୧୪/୦୯(ପିପିଟି):ଗତ ଶନିବାର ଠାରୁ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ବେଗୁନିଆ ବ୍ଲକ ଅଂଚଳରେ ସାଧାରଣ ଜୀବନ ଯାତ୍ରା ଅସ୍ତବ୍ୟସ୍ତ ହୋଇପଡୁଛି । ଲୋକମାନେ ଘରୁ ବାହାରକୁ ବାହାରି ପାରୁନଥିବା ବେଳେ ଦୈନନ୍ଦିନ କାର୍ଯ୍ୟ…
Read More...

ମାଲକାନଗିରି କଲେଜରୁ ଛଅ ଫୁଟିଆ ଅଜଗର ଉଦ୍ଧାର ।

ମାଲକାନଗିରି,୧୪/୦୯(ପିପିଟି):ଆଜି ମାଲକାନଗିରି କଲେଜର ଏକ ଶ୍ରେଣୀଗୃହରୁ ଛଅ ଫୁଟିଆ ଅଜଗର ସାପକୁ ଉଦ୍ଧାର କରାଯାଇଛି। ପ୍ରାପ୍ତ ସୂଚନା ଅନୁସାରେ, ଯେତେବେଳେ କଲେଜର ଇଂରାଜୀ ସମ୍ମାନର ଛାତ୍ରମାନେ ସେମାନଙ୍କ ଶ୍ରେଣୀଗୃହକୁ…
Read More...

ପିଆଶାଳ କାଠ ବୋଝେଇ ପିକଅପ୍ ଭ୍ୟାନ ଜବତ :ଦୁଇ ଗିରଫ ।

ବାଲିଗୁଡ଼ା,୧୩/୦୯(ପିପିଟି): କାଠ ପଟା ଚୋରାଚାଲାଣ ବେଳେ କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବନ ବିଭାଗ ପକ୍ଷରୁ ବାଲିଗୁଡ଼ା ଡିଏଫଓ ଙ୍କ ନିର୍ଦ୍ଦେଶ କ୍ରମେ ଚଢ଼ାଉ କରା ଯାଇଥିଲା। କାଠ ଚୋରାଚାଲାଣ ବେଳେ ମାଦାଗୁଡ଼ା ନିକଟରୁ…
Read More...

ଭୁଷୁଡ଼ିଲା ଅସ୍ଥାୟୀ ପୋଲ, ବେଲଗୁଣ୍ଠାରୁ ବଳିପଦର ଯାତାୟାତ ବିଛିନ୍ନ ।

ବେଲଗୁଣ୍ଠା,୧୩/୦୯(ପିପିଟି): ଚାରିଦିନ ହେଲା ଲଗାଣ ବର୍ଷା ଯୋଗୁଁ ଚଢ଼ିଆ ପଲ୍ଲୀ ଠାରେ ତିଆରି କରାଯାଇଥିବା ଅସ୍ଥାୟୀ ପୋଲ ଟି ବୋଡାନଦୀର ବନ୍ୟା ପାଣିରେ ଧୋଇ ହୋଇ ଯାଇଥିବାରୁ ଆଜି ବେଲଗୁଣ୍ଠା ଠାରୁ ବାଲିପଦର ରାସ୍ତା ଯୋଗା…
Read More...

ଚାକିରୀ ଦେବା ନାଁରେ ଠକେଇ,ଦୁଇ ଗିରଫ ।

ମାଲକାନଗିରି,୧୩/୦୯(ପିପିଟି):ମାଲକାନଗିରି ଜିଲ୍ଲାର ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ଚାକିରୀରେ ନିଯୁକ୍ତି ହେବା ବାହାନା କରି ଚାକିରୀ ଖୋଜୁଥିବା ବେକାର ଯୁବକଙ୍କ ଠାରୁ ମୋଟାଅଙ୍କର ଅର୍ଥ ନେଇ ଏବଂ ଜାଲ ନିଯୁକ୍ତିପତ୍ର…
Read More...

ମିଥ୍ଯା ବିଦ୍ଯୁତ ବିଲ୍ ଦେଇ ଠକୁଥିବା ଠକ ଗିରଫ ।

ମାଲକାନଗିରି,୧୩/୦୯(ପିପିଟି):ବାଲିମେଳା ୟୁ-ଟ୍ୟୁବରୁ ଶିଖି ମିଥ୍ଯ ବିଦ୍ୟୁତ୍ ବିଲ୍ ପ୍ରସ୍ତୁତ ନବ କିଶୋର ବିଶ୍ବାସ ନାମକ ଏକ ଯୁବକ ଦୀର୍ଘ ଦିନ ହେଲା ବିଦ୍ଯୁତ ଗ୍ରାହାକମାନଙ୍କୁ ଠକି ଆସୁଥିଲା ଓକ୍କେଲ ପୋଲିସ ଉକ୍ତ ଠକ…
Read More...

ଲଗାଣ ବର୍ଷାରେ ଭଞ୍ଜନଗର ଅଞ୍ଚଳରେ ବଢୁଛି ନଦୀର ଜଳସ୍ତର; ଜନ ଜୀବନ ଅସ୍ତବ୍ୟସ୍ତ ।

ଭଞ୍ଜନଗର,୧୩/୦୯(ପିପିଟି): ଲଘୁଚାପଜନିତ ଲଗାଣ ବର୍ଷାରେ ଭଞ୍ଜନଗର ଓ ଏହାର ଆଖପାଖ ଅଞ୍ଚଳରେ ଜଳସ୍ତର ବୃଦ୍ଧି ସହ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି।ରବିବାର ସକାଳ ୯ଟା ଠାରୁ ସୋମବାର ସନ୍ଧ୍ୟା ପର୍ଯ୍ୟନ୍ତ ପ୍ରାୟ ୩୫ ଘଣ୍ଟା ଧରି…
Read More...

ସମଗ୍ର କନ୍ଧମାଳ ଜିଲ୍ଲାରେ ଲଘୁଚାପ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ :ଧୋଇଗଲା ଅସ୍ଥାୟୀ ପୋଲ; ତୁରନ୍ତ ମରାମତି ପାଇଁ…

ବାଲିଗୁଡା,୧୩/୦୯(ପିପିଟି): ୱଲମାର୍କ ଲୋ ପ୍ରେସର ରେ ପରିଣତ ହୋଇଛି ବଙ୍ଗୋପ ସାଗର ରେ ସୃଷ୍ଟି ହୋଇଥିବା ଲଘୁଚାପ । ଏହା ଏକ ଅବପାତ ର ରୂପ ନେଇଥିବାରୁ ସମଗ୍ର କନ୍ଧମାଳ ଜିଲ୍ଲାରେ ଜନଜୀବନ ଅସ୍ତ ବ୍ୟସ୍ତ ହୋଇ ପଡିଛି । ଏହି…
Read More...

ପ୍ରବଳ ଲଘୁଚାପ ବର୍ଷାଯୋଗୁଁ ଯାତାୟତ ବାଧାପ୍ରାପ୍ତ।

ବୋଲଗଡ଼,୧୩/୦୯ (ପିପିଟି):ବୋଲଗଡ଼ ଅଞ୍ଚଳର ଦଳାଇସାହି ଗ୍ରାମ ପଞ୍ଚାୟତ ସମେତ ଭୀମପଡା ଠାରୁ ମାଣିକଗୋଡା ରାଜରାସ୍ତାର ମାଳିସାହି ବ୍ରିଜ ଉପରେ ଦୁଇ ଦିନ ଲଗାଣବର୍ଷା ହେତୁ ଦୁଇ କୁଳଖାଇ ବହୁମାତ୍ରାରେ ବର୍ଷାଜଳ ଯାଉଥିବା ରୁ…
Read More...