Browsing Category
ଜିଲ୍ଲା
ଫରୱାର୍ଡ ବ୍ଲକ ତରଫରୁ ମାସ୍କ ଓ ସାବୁନ ବଣ୍ଟନ ।
ବେଗୁନିଆପଡା,୦୨/୦୭(ପିପିଟି); ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଷଣ୍ଢମୂଳ ପଞ୍ଚାୟତର ଶାଳବଣ ଓ ବୁରୁଝରି ପଞ୍ଚାୟତର କନିଆରୀବାଡ଼ି ଠାରେ ଫରୱାର୍ଡ ବ୍ଲକ ତରଫରୁ ମାସ୍କ ସହ ସାବୁନ ବଣ୍ଟନ କରାଗଲା । କରୋନା ମହାମରୀ ସଂପର୍କରେ…
Read More...
Read More...
୧୪ବର୍ଷ ପରେ ମୋଷ୍ଟ ୱାଣ୍ଟେଡ଼ ବୁଢ଼ା ଗିରଫ ।
ଭଞ୍ଜନଗର,୦୨/୦୭(ପିପିଟି);ଦୀର୍ଘ ୧୪ବର୍ଷ ଧରି ପୋଲିସ ଆଖିରେ ଧୂଳି ଦେଇ ଫେରାର ଥିବା ମୋଷ୍ଟ ୱାଣ୍ଟେଡ଼ କାହ୍ନୁ ଚରଣ ମିଶ୍ର ଓରଫ ବୁଢ଼ାକୁ ଭଞ୍ଜନଗର ପୋଲିସ ଗିରଫ କରି ଶୁକ୍ରବାର କୋର୍ଟ ଚାଲାଣ କରିଛି। ଗତ ୨୧.୧୨.୨୦୦୭…
Read More...
Read More...
ପୋଲସରା ଓ ବୁଗୁଡା ଏନ୍ଏସିରେ ଇନଡୋର୍ ଷ୍ଟାଡିୟମ ନିର୍ମାଣ ପାଇଁ ୫ଟି ସଚିବଙ୍କ ସହ ବିଧାୟକଙ୍କ ଆଲୋଚନା।
ଛତ୍ରପୁର,୦୨/୦୭(ପିପିଟି); ଗଞ୍ଜାମ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଛତ୍ରପୁର ଠାରେ ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁଙ୍କ ନେତୃତ୍ୱରେ ପୋଲସରା ଓ ବୁଗୁଡା ଏନ୍ଏସି କ୍ରୀଡାବିତ ମାନଙ୍କୁ ନେଇ ଓଡିଶା ସରକାରଙ୍କ ୫ -ଟି ସଚିବ…
Read More...
Read More...
ଶେରଗଡ଼ରେ ବନ ମହୋତ୍ସବ ସପ୍ତାହ ପାଳିତ ।
ଶେରଗଡ,୦୨/୦୭(ପିପିଟି); ଆଜି ଶେରଗଡ଼ ବ୍ଲକ ର ଶୋଭା ଚନ୍ଦ୍ରପୁର ର ମା ତାରା ତାରିଣୀ ମନ୍ଦିର ଠାରେ ବନ ମହୋତ୍ସବ ସପ୍ତାହ ପାଳିତ ହୋଇଥିଲା ଆସିକା ଏସଡିପିଓ ଉମା ଶଙ୍କର ସିଂ ଓ ଶେରଗଡ଼ ଟି.ଏଲ.ଏସ.ସି.ଚେୟାରମ୍ୟାନ୍ ରେଖା ରାଣୀ…
Read More...
Read More...
ମହାଯୋଗୀ ଶ୍ରୀଅରବିନ୍ଦଙ୍କ ୧୫୦ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ।
ବୋଲଗଡ଼,୦୨/୦୭(ପିପିଟି); ମହାଯୋଗୀ ଶ୍ରୀଅରବିନ୍ଦଙ୍କ ପବିତ୍ର ୧୫୦ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ସ୍ଥିତ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ପରିସର ରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ…
Read More...
Read More...
ମହିଳା କନିଷ୍ଠ ଯନ୍ତ୍ରୀଙ୍କ ଆତ୍ମହତ୍ୟାର କାରଣ ସହକର୍ମୀ ।
ଭଞ୍ଜନଗର,୦୨/୦୭(ପିପିଟି); ଭଞ୍ଜନଗର ଲଣ୍ଡେଇ ସାହି ୟୁନିଟ-୩ରେ ଭଡ଼ାଘରେ ରହୁଥିବା ଆର.ଡ଼ି ମହିଳା କନିଷ୍ଠ ଯନ୍ତ୍ରୀ ଜେ.ଅନିତା କୌଣସି କାରଣରୁ ଗତମାସ ୨୪ତାରିଖରେ ପଙ୍ଖାରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ।ଏହା ପରେ ପୋଲିସ…
Read More...
Read More...
ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୩୨୨୨ ।
ଭୁବନେଶ୍ବର ୦୨/୦୭(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୩୨୨୨ । ପଜିଟିଭ ସଂଖ୍ୟା ୯,୧୬,୧୦୯ ଚିହ୍ନଟ ହୋଇଛନ୍ତି ୮,୮୦,୯୯୭ ଜଣ ସୁସ୍ଥ ହୋଇଥିବା ବେଳେ ୩୦,୯୫୦ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୪୧୦୯ ଜଣଙ୍କର ମୃତ୍ୟୁ…
Read More...
Read More...
ବିଶ୍ୱ ଡାକ୍ତରୀ ଦିବସ ଉପଲକ୍ଷେ ଡାକ୍ତର ମାନଙ୍କୁ ସମ୍ବର୍ଦ୍ଧନା କଲା ଗଞ୍ଜାମ ଜିଲ୍ଲା ବିଜେପି ସ୍ବାସ୍ଥ୍ୟସେଲ ।
ବ୍ରହ୍ମପୁର,୦୧/୦୭(ପିପିଟି); ଆଜି ହେଉଛି ବିଶ୍ୱ ଡାକ୍ତରୀ ଦିବସ । ଏହି କରୋନା ମହାମାରୀ ସମୟରେ ସମ୍ମୁଖ ଯୋଦ୍ଧା ଭାବେ ନିଜ ଜୀବନକୁ ବାଜି ଲଗାଇ ବିଶ୍ୱବାସୀଙ୍କୁ ସୁରକ୍ଷା ପ୍ରଦାନ କରିବା ସହ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି…
Read More...
Read More...
ଚିଙ୍ଗୁଡ଼ିଖୋଲ କ୍ୟାନ୍ସର ପୀଡିତଙ୍କୁ ସହଯୋଗର ହାତ ବଢ଼ାଇଲେ ବିଧାୟିକା ।
କୋଦଳା,୦୧/୦୭(ପିପିଟି); କ୍ୟାନ୍ସର ପୀଡିତଙ୍କୁ ସହଯୋଗର ହାତ ବଢ଼ାଇଲେ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ । ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ଚିଙ୍ଗୁଡ଼ିଖୋଲ ପଞ୍ଚାୟତର ଚିଙ୍ଗୁଡ଼ିଖୋଲ ଗ୍ରାମର ଗୋପାଳ…
Read More...
Read More...
ବିଧାୟିକାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କଲା ବ୍ଲକ ମହିଳା ବିଜେଡି, ଡାଇମଣ୍ଡ ଉତ୍ପାଦକ କେନ୍ଦ୍ରର ଶୁଭ ଉଦଘାଟନ ।
କୋଦଳା,୦୧/୦୭(ପିପିଟି);କବିସୁର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନଙ୍କୁ ରାଜ୍ୟ ମହିଳା ବିଜେଡି ଉପଦେଷ୍ଟା ଭାବେ ନିଯୁକ୍ତି ହେବା ପରେ ଗୁରୁବାର ଦିନ ବେଗୁନିଆପଡା ବ୍ଲକ ମହିଳା ବିଜେଡି ପକ୍ଷରୁ ସ୍ୱାଗତ ସମ୍ବର୍ଧନା ଦିଆଯାଇ…
Read More...
Read More...