Browsing Category

ଜିଲ୍ଲା

କାର ସହ ଗଞ୍ଜେଇ ଜବତ;ଜଣେ ଗିରଫ ।

ବାଲିଗୁଡା,୨୬/୦୨(ପିପିଟି); କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ପକ୍ଷରୁ ବାଲିଗୁଡ଼ା ଥାନା ଅଧିନସ୍ଥ ସୁଡ୍ରା ଗ୍ରାମ ଠାରେ ଏସଆଇ ଦୀପକ ରାଉତ ଓ ସଦଳବଳ ପାଟ୍ରୋଲିଂ କରୁଥିବା ସମୟରେ ଏକ ସୁଇଫ୍ଟ ଡିଜେଆର କାର ନଂ. OR-08E-0008…
Read More...

ଦିଗପହଣ୍ଡିରେ ଶାନ୍ତିପୂର୍ଣ୍ଣ ଭାବେ ବନ୍ଦ ପାଳନ ।

ଦିଗପହଣ୍ଡି,୨୬/୦୨(ପିପିଟି); ଆଜି ସର୍ବଭାରତୀୟ ସ୍ତରରେ ବନ୍ଦ ଡାକରା ଦେଇଛନ୍ତି ବ୍ୟବସାୟୀ ସଂଘ । ଜିଏସଟି ନିୟମ ପରିବର୍ତ୍ତନ , ଅନଲାଇନ ବ୍ୟବସାୟ ଉପରେ ଆଇନ ଆଣିବା ଦାବିରେ ଏହି ବନ୍ଦ ଡାକରା ଦିଆଯାଇଥିଲା । ଏହାକୁ…
Read More...

ଅଖିଳ ଭାରତୀୟ ପୂର୍ବ ସୈନିକ ସେବା ପରିଷଦର ବନ୍ଧୁ ମିଳନ।

କବିସୂର୍ଯ୍ଯ ନଗର,୨୬/୦୨(ପିପିଟି); ଅଖିଳ ଭାରତୀୟ ପୂର୍ବ ସୈନିକ ସେବାପରିଷଦ କବିସୂର୍ଯ୍ୟନଗର ତରଫରୁ ସମସ୍ତ ପରିବାର ସହିତ ବଣଭୋଜିର ଆୟୋଜନ କରାଯାଇଥିଲା ।ବଣଭୋଜି ସଙ୍ଗେ ସଙ୍ଗେ ସଂଘର ଅନେକ ବିଷୟ ନେଇ ବିସ୍ତୃତ ଚର୍ଚ୍ଚା…
Read More...

ଗଞ୍ଜେଇ କେସ୍ ରୁ ଆସାମି ନିର୍ଦୋଷରେ ଖଲାସ ।

ଖଲ୍ଲିକୋଟ,୨୬/୦୨(ପିପିଟି); ଗତ ୧୮/୦୮/୨୦୧୯ ରେ ରମ୍ଭା ଥାନା ପୋଲିସ ରାତ୍ର ପେଟ୍ରୋଲିଂ କରୁଥିବା ସମୟରେ ଗୋଟିଏ ଟ୍ରକ ନଂ OD-02-AQ-4199 କୁ ଅଟକାଇ ସେଥିରୁ ଗଞ୍ଜେଇ ୯୭୪ କେଜି ଜବତ କରି ୩ ଜଣ ଆସାମି ବୋଲଗଡ଼ର ପ୍ରସନ୍ନ…
Read More...

ସ୍କୁଲ୍ ବନ୍ଦ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ;ଛାତ୍ରଛାତ୍ରୀଙ୍କୁ ସାଙ୍ଗରେ ନେଇ ବିଡ଼ିଓଙ୍କ ନିକଟରେ ପହଁଚିଲେ…

ବାଲିଗୁଡ଼ା,୨୬/୦୨(ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ୍ ସେନାପଡ଼ି ପ୍ରାଥମିକ ବିଦ୍ୟାଳୟ ବନ୍ଦକୁ ଅଭିଭାବକ ଓ ଗ୍ରାମବାସୀଙ୍କ ବିରୋଧ । ବିଦ୍ୟାଳୟ ଖୋଲିବା ନେଇ ବାରମ୍ବାର ପ୍ରଶାସନ ନିକଟରେ ଅଭିଯୋଗ ପରେ ମଧ୍ୟ…
Read More...

ପାଣ୍ଡୀଆଝୋଳି ଗ୍ରାମରେ ମୋ ଗାଁରେ ତହସିଲ କାର୍ଯ୍ୟକ୍ରମ ।

କୁକୁଡାଖଣ୍ଡି,୨୬/୦୨(ପିପିଟି);କୁକୁଡାଖଣ୍ଡି ତହସିଲ ଅନ୍ତର୍ଗତ ରୋହିଙ୍ଗା ପଞ୍ଚାୟତ ଅଧୀନ ପାଣ୍ଡିଆଝୋଳି ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟରେ ଆଜି ମୋ ଗାଁରେ ତହସିଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କିପରି ଜନସାଧାରଣ…
Read More...

ଫୁଲବାଣୀ ଜାମା ମସଜିଦର ନୂତନ କର୍ମକର୍ତ୍ତା ନିର୍ବାଚନ ।

କନ୍ଧମାଳ,୨୬/୦୨(ପିପିଟି): କନ୍ଧମାଳ ଜିଲ୍ଲାର ସର୍ବ ପୁରାତନ ମସଜିଦ ଜାମା ମସଜିଦର ନୂତନ କର୍ମକର୍ତ୍ତା ଚୟନ ହୋଇଯାଇଛି । ଜାମା ମସଜିଦ ଠାରେ ଫୁଲବାଣୀ ବାସିନ୍ଦାର ମୁସଲିମ୍ ସମ୍ପ୍ରଦାୟ ଲୋକଙ୍କୁ ନେଇ ସ୍ଥାନୀୟ ଫୁଲବାଣୀ ଜାମା…
Read More...

ବେଲଗୁଣ୍ଠା ବଣିକ ସଂଘର ତରଫରୁ ବେଲଗୁଣ୍ଠା ବନ୍ଦ ।

ବେଲଗୁଣ୍ଠା,୨୬/୦୨(ପିପିଟି); ଜି.ଏସ୍.ଟି ସରଳୀକରଣ,ଇ-କମର୍ସ ବ୍ୟବସାୟୀଙ୍କ ବିସ୍ତାରବାଦୀ ନୀତି ଉପରେ ସରକାରୀ ନିୟନ୍ତ୍ରଣ ଓ ଖାଦ୍ୟ ନିରାପତ୍ତା ମାନ(ଏଫ୍ ଏସ୍ ଏସ୍ ଆଇ) ଆଇନରେ ଥିବା କଠୋର ଫାଇନ୍ ଆଦାୟ ଆଦି ପ୍ରତିହାର…
Read More...

ଭଞ୍ଜନଗର ବ୍ୟବସାୟୀ ସଂଘ ଡ଼ାକରାରେ ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ।

ଭଞ୍ଜନଗର,୨୬/୦୨(ପିପିଟି); କେନ୍ଦ୍ର ସରକାରଙ୍କ ଦ୍ରବ୍ୟ ଏବଂ ସେବା ଟିକସ (ଜି.ଏସ୍.ଟି) ବ୍ୟବସ୍ଥାରେ ଜାରି କରିଥିବା ଜଟିଳତାକୁ ବିରୋଧ କରି ସର୍ବଭାରତୀୟ ବ୍ୟବସାୟୀ ମହାସଂଘ ତରଫରୁ ଶୁକ୍ରବାର ଭାରତ ବନ୍ଦ ପାଇଁ ଘୋଷଣା…
Read More...

ଜି.ଏସ.ଟି ସରଳି କରଣକୁ ନେଇ ହିଂଜିଳିରେ ବନ୍ଦ ଡ଼ାକରା ସଂପୂର୍ଣ୍ଣ ସଫଳ ।

ହିଂଜିଳିକଟୁ,୨୬/୦୨(ପିପିଟି); ଦେଶବ୍ୟାପି ଵ୍ୟଵସାୟୀ ସଙ୍ଘ ପକ୍ଷରୁ ଶୁକ୍ରବାର ଦିନ ସକାଳ ୬ ଠାରୁ ସନ୍ଧ୍ୟା ୬ ଘଣ୍ଟ ପର୍ଯ୍ୟନ୍ତ ୧୨ ଘଣ୍ଟିଆ ବନ୍ଦ ଡାକରା ସଂପୂର୍ଣ୍ଣ ସଫଳ ହୋଇଛି । କେବଳ ଜରୁରୀ ସେବା ମେଡିକେଲ ଷ୍ଟୋର…
Read More...