Browsing Category
ଜିଲ୍ଲା
ଛତୁ ଗୋଟାଇ ଫେରୁଥିବା ବେଳେ ୨ଯୁବତୀଙ୍କୁ ଅସଦାଚରଣ ଅଭିଯୋଗ : ଥାନାରେ ଏତଲା ।
କନ୍ଧମାଳ,୧୧/୦୭(ପିପିଟି): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ନିକଟସ୍ଥ ସଖିପଡା ନିକଟସ୍ଥ ଜଙ୍ଗଲକୁ ଛତୁ ଗୋଟାଇ ଫେରୁଥିବାବେଳେ ଜଗବନ୍ଧୁ ବେହେରା ନାମକ ଜୈନକ ଯୁବକ ଦୁଇଜଣ ଯୁବତୀଙ୍କୁ ଅସଦ ବ୍ୟବହାର କରିବା ସହ ପିଛା କରି…
Read More...
Read More...
ସ୍ବାଭାବିକ ଠାରୁ କମ ବର୍ଷା; ଖରିଫ ଧାନ ଚାଷ ପାଇଁ ସମସ୍ଯା ସୃଷ୍ଟି ।
ତିର୍ତ୍ତୋଲ,୧୧/୦୭(ପିପିଟି);ଜଗତସିଂହପୁର ଜିଲ୍ଲାରେ ଜୁନ ମାସରେ ସ୍ଵାଭାବିକ ଠାରୁ କମ୍ ବର୍ଷା ହୋଇଥିବା ବେଳେ ଖରିଫ ଧାନ ଚାଷ ପାଇଁ ସମସ୍ୟା ସୃଷ୍ଟି ହୋଇଛି । କ୍ଷେତ୍ର ପ୍ରସ୍ତୁତି ନିମନ୍ତେ ଆବଶ୍ୟକ ପାଣି ଅଭାବରୁ ଚାଷ…
Read More...
Read More...
ଯୁବକ ମାନଙ୍କ ଦ୍ବାରା ଶତାଧିକ ଫଳ ବୃକ୍ଷ ରୋପଣ।
ତିର୍ତ୍ତୋଲ,୧୧/୦୭(ପିପିଟି);କଟରା ପଞ୍ଚାୟତ ଅନ୍ତର୍ଗତ ମର୍ଦୋଳ ଗ୍ରାମର ଉତ୍ସାହୀ ଯୁବକ ସମେତ ଏହି ପଞ୍ଚାୟତର ବିଶିଷ୍ଟ ବ୍ୟକ୍ତି ମାନେ ଏକତ୍ରିତ ହୋଇ ଶତାଧିକ ଫଳ ବୃକ୍ଷ ରୋପଣ କରିଛନ୍ତି । ତିର୍ତ୍ତୋଲ ଥାନା ଅନ୍ତର୍ଗତ କଟରା…
Read More...
Read More...
ଯାଜପୁର ଜିଲ୍ଲାରେ ସର୍ପାଘାତ ୭ ବର୍ଷରେ ଗଲାଣି ୨୨୨ ଜଣଙ୍କ ପ୍ରାଣ ।
ଯାଜପୁର,୧୧/୦୭(ପିପିଟି) : ଯାଜପୁର ଏକ ପ୍ରାକୃତିକ ବିପର୍ଯ୍ୟୟର ଜିଲ୍ଲା ହୋଇଥିବା ବେଳେ ସର୍ପାଘାତ ଜିଲ୍ଲାବାସୀଙ୍କ ପାଇଁ ବିପଦ ଆଣୁଛି। ଜିଲ୍ଲାର ଚତୁଃପାର୍ଶ୍ବରେ ନଦୀନାଳ ଘେରା ହୋଇଥିବା ବେଳେ ଘଞ୍ଚ ଜଙ୍ଗଲ ମଧ୍ୟ ରହିଛି।…
Read More...
Read More...
ଫ୍ରଣ୍ଟ୍ ଲାଇନ୍ ମିଡିଆ ଆସୋସିଏସନ୍ ପକ୍ଷରୁ ପଥପାର୍ଶ୍ବରେ ବୃକ୍ଷ ରୋପଣ ।
ବାଲିଗୁଡା,୧୧/୦୭(ପିପିଟି): ୭୨ତମ ବନମହୋତ୍ସବ ଅବସରରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଫ୍ରଣ୍ଟ୍ ଲାଇନ୍ ମିଡିଆ ଆସୋସିଏସନ୍ ପକ୍ଷରୁ ପଥପାର୍ଶ୍ବ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଫ୍ରଣ୍ଟ୍ ଲାଇନ୍ ମିଡିଆ…
Read More...
Read More...
ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୨୨୮୨।
ଭୁବନେଶ୍ବର ୧୧/୦୭(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୨୨୮୨ । ପଜିଟିଭ ସଂଖ୍ୟା ୯,୩୯,୭୫୨ ଚିହ୍ନଟ ହୋଇଛନ୍ତି ୯,୦୯,୬୩୯ ଜଣ ସୁସ୍ଥ ହୋଇଥିବା ବେଳେ ୨୫,୪୬୧ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୪୫୯୯ ଜଣଙ୍କର ମୃତ୍ୟୁ…
Read More...
Read More...
ମହିଳାମହାସଂଘ ଏମ.ବି.କେ ଏବଂ ବ୍ୟାଙ୍କମିତ୍ର ପଦବୀ ଚୟନରେ ଅନିୟମିତତା ହୋଇଥିବା ଅଭିଯୋଗ ଆଣିଲେ ମହିଳା ଗୋଷ୍ଠି ।
ସାନଖେମୁଣ୍ଡି,୧୦/୦୭(ପିପିଟି);ଗ୍ରାମାଞ୍ଚଳରେ ଗଠିତ ହୋଇଥିବା ମହିଳାଗୋଷ୍ଠିଙ୍କ କାର୍ଯ୍ୟକ୍ରମକୁ କ୍ରିୟାଶୀଳ କରିବା ସହ ଅଧିକରୁ ଅଧିକମାତ୍ରାରେ ମହିଳାଗୋଷ୍ଠିଙ୍କ ସାମାଜିକ ଅର୍ଥନୈତିକ ବିକାଶପାଇଁ ସରକାରୀ ସ୍ତରରେ ବହୁତ୍…
Read More...
Read More...
ଶିଶୁ ଯତ୍ନ ଅନୁଷ୍ଠାନର ଛାତ୍ର ଛାତ୍ରୀଙ୍କୁ ଟାବଲେଟ ପ୍ରଦାନ ।
ବାଲିଗୁଡ଼ା,୧୦/୦୭(ପିପିଟି): ସମଗ୍ର ଦେଶରେ କରୋନା ଭୟାଭୟ ଓ ସରକାରଙ୍କ ସମସ୍ତ କୋଭିଡ ନିୟମକୁ ଦୃଷ୍ଟିରେ ରଖି ପାଠ୍ୟକ୍ରମକୁ ଚାଲୁ ରଖିବା ନିମନ୍ତେ ବାଲିଗୁଡା ବନବାସୀ ସେବାସମିତି ଅଧିନରେ ଥିବା ଶିଶୁ ଯତ୍ନ ଅନୁଷ୍ଠାନର ଛାତ୍ର…
Read More...
Read More...
କୋଟିଏରୁ ଉର୍ଦ୍ଧ୍ବ ଟଙ୍କାର ଗଞ୍ଜେଇ ଜବତ,୩ ଗିରଫ।
ରାୟଗଡା,୧୦/୦୭(ପିପିଟି); ଚନ୍ଦ୍ରପୁର ଥାନା ଅନ୍ତର୍ଗତ ରବିଗୁଡା ଛକ ନିକଟରେ ଗଞ୍ଜେଇ ଚୋରା ଚାଲାଣ ପାଇଁ ପ୍ରସ୍ତୁତ ବେଳେ ୧୧ କ୍ବିଣ୍ଟାଲ ୮୦ କେଜି ଗଞ୍ଜେଇ ସହ ୩ଜଣଙ୍କୁ କାବୁ କରିବାରେ ସଫଳ ହୋଇଛି ଚନ୍ଦ୍ରପୁର ପୋଲିସ।ଜବତ…
Read More...
Read More...
ସାମ୍ବାଦିକଙ୍କୁ ମାଡ଼ ଓ ଗାଳି ଘଟଣାରେ ଜଣେ ବାଲିମାଫିଆ ଗିରଫ,ଅପରାଧ ଓ ଅପରାଧି କାହାକୁ କ୍ଷମାନାହିଁ,ଗୁଣୁପୁର…
ରାୟଗଡା,୧୦/୦୭(ପିପିଟି); ରାୟଗଡ଼ା ଜିଲ୍ଲା ଗୁଣୁପୁର ଓ ଏହାର ଆଖପାଖ ଅଞ୍ଚଳରେ ଦିନକୁଦିନ ବାଲି ମାଫିଆଙ୍କ ଦାଦାଗିରି ବଢ଼ିବା ସହ ଲକ୍ଷଲକ୍ଷ ଟଙ୍କାର ରାଜସ୍ବ ଫାଙ୍କି ବାଲି ଚୋରି କରୁଛନ୍ତି।ଏହାକୁ ରୋକିବାକୁ କିଛି…
Read More...
Read More...