Browsing Category

ଅପରାଧ

ବାଉଁଶ ବୁଦାମୂଳରୁ ୨୩ ବସ୍ତା ଗଞ୍ଜେଇ ଜବତ, ଜଣେ ଗିରଫ ।

ମାଲକାନଗିରି ,୩୦/୦୧(ପିପିଟି): କାଲିମେଳା ପୋଲିସ ବିଶ୍ବସ୍ତ ସୂତ୍ରରୁ ଖବର ପାଇଁ ଏକ ବାଉଁଶବୁଦା ମୂଳରୁ ୨୩ ବସ୍ତି ଗଞ୍ଜେଇ ଜବତ କରିଥିବା ବେଳେ ଜଣେ ଆସାମୀକୁ ଗିରଫ କରିବାରେ ସଫଳ ହୋଇଛି । ପ୍ରାପ୍ତ ସୂଚନାରୁ ଜଣାପଡିଛି ଯେ…
Read More...

କନ୍ଧମାଳ ରୁ ବରଗଡ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ପୁଲିସ ହାବୁଡରେ ଧରାପଡିଲା : ଗଞ୍ଜେଇ ସହ କାର ଜବତ : ଜଣେ ଗିରଫ ।

ବାଲିଗୁଡା,୧୧/୦୧(ପିପିଟି): କନ୍ଧମାଳ ରୁ ବରଗଡ କୁ ଏକ ଡଷ୍ଟର କାର ରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ପୁଲିସ ହାବୁଡରେ ପଡି ଜଣେ ଗିରଫ ହୋଇଥିବା ବେଳେ ଡ୍ରାଇଭର ଫେରାର ହୋଇଯାଇଥିବା ବେଳେ କାରରୁ ଦୁଇ ବସ୍ତା ଗଞ୍ଜେଇ…
Read More...

ବନ କର୍ମଚାରୀଙ୍କ ଦ୍ବାରା ୧୮ଟି ବାଘ ନଖ,୬ଟି ଦାନ୍ତ ଜବତ, ଜଣେ ଗିରଫ

ମାଲକାନଗିରି,୦୫/୦୧(ପିପିଟି): ମାଥିଲି ବନାଞ୍ଚଳ ଅଧିକାରୀ ବାସୁଦେବ ନାୟକଙ୍କ ନେତୃତ୍ବରେ ବନ କର୍ମଚାରୀମାନେ ଜଣେ ଅଭିଯୁକ୍ତ ସାଲିମ ବଜାରରେ ବାଘ ନଖ,ଦାନ୍ତ ଓ ତେଲ ବିକ୍ରୟ କରୁଥିବା ବେଳେ ତାକୁ ଗିରଫ କରାଯାଇ କୋର୍ଟ ଚାଲାଣ…
Read More...

ସ୍ତ୍ରୀକୁ ନୃଶଂସ ଭାବେ ପିଟିପିଟି ମାରି ଦେଲା ସ୍ବାମୀ, ଡାକ୍ତରଖାନାରେ ମୃତ ଦେହ ଛାଡି ଫେରାର ।

ଉଲୁଣ୍ଡା ,୨୯/୧୨(ପିପିଟି):ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡର ସୁବଳୟା ଥାନା ଅନ୍ତର୍ଗତ ତିଲେଇମାଲ ଗ୍ରାମରେ ଶୁକ୍ରବାର ନିଜ ସ୍ତ୍ରୀକୁ ନୃଶଂସ ଭାବେ ପିଟିପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ,…
Read More...

ବେଆଇନ ଭାବେ ୨୦ ଏକର ଗଞ୍ଜେଇ ଚାଷକୁ ପୋଡ଼ି ନଷ୍ଟ କଲା ପାଟପୁର ପୋଲିସ ।

୨୧/୧୨(ପିପିଟି):ଗଞ୍ଜାମ ଜିଲ୍ଲାର ଉପାନ୍ତ ବନ ଜଙ୍ଗଲ ଘେରା ପାହାଡି ଉପତ୍ୟାକାରେ ବନ ବିଭାଗର ସଂରକ୍ଷିତ ଅଞ୍ଚଳରେ ଅବୈଧ ଗଞ୍ଜେଇ ଚାଷ ହେଉଥିଲେ ମଧ୍ୟ ସ୍ଥାନୀୟ ଅବକାରୀ ବିଭାଗ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇ ବିଭାଗକୁ ମିଛ…
Read More...

ଛାମୁଣ୍ଡା ରେ ହତ୍ୟା କାଣ୍ଡ – ନିଜେ ପୋଛିଦେଲା ନିଜ ସିନ୍ଦୁର !

ବେଳଗୁଣ୍ଠା,୦୫/୧୨(ପିପିଟି):ଗଂଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଛାମୁଣ୍ଡା ଗ୍ରାମରେ ଆଜି ଗିଟିଏ ଜଘନ୍ୟ ହତ୍ୟ କାଣ୍ଡ ଘଟିଛି । ଧାରୁଆ ଅସ୍ତ୍ରରେ ସ୍ୱାମୀର ମୁଣ୍ଡକୁ ଆକ୍ରମଣ କରି ପତ୍ନୀ ହତ୍ୟା କରୁଥିବା ଅଭିଯୋଗ ହୋଇଛି ।…
Read More...

ଭିଜିଲାନ୍ସ ଚଢାଉ ବେଳେ ଛାତଡେଁଇ କନିଷ୍ଠ ଯନ୍ତ୍ରୀ ଫେରାର।

ବୋଲଗଡ଼,୩୦/୧୧(ପିପିଟି) :ବୋଲଗଡ଼ ବ୍ଳକ ପାନୀୟଜଳ କନିଷ୍ଠ ଯନ୍ତ୍ରୀ ସୁନିଲ କୁମାର ପାଢୀ ଙ୍କ ଭୂବନେଶ୍ବର ସ୍ଥିତ ଜାଗମରା ଘରେ ଭିଜିଲାନ୍ସ ଚଢାଉ ବେଳେ ଛାତ ଡେଇଁ ଜେଇ ଫେରାର । ଜଳଯୋଗାଣ ବିଭାଗ ଜୁନିଅର ଇଂଜିନିୟର ସୁନିଲ…
Read More...

ପଦ୍ମଗିରି ଛକରୁ ୩୦ ଖଣ୍ଡ ଶାଗୁଆନ ପଟା ଜବତ ।

ମାଲକାନଗିରି,୧୬/୧୧(ପିପିଟି):ଗତ କାଲି ମଧ୍ୟାହ୍ନ ୧୨ ଟା ୩୦ ମିନିଟରେ ସୁକୁମା ଅଞ୍ଚଳରୁ ଏକ ମହିନ୍ଦ୍ରା ପିକ୍ଅପ୍ ଗାଡ଼ି ରେ ୩୦ ଖଣ୍ଡ ଶାଗୁଆନ ପଟା ବିଶାଖାପାଟଣା ଅଞ୍ଚଳକୁ ଯାଉଥିବା ବେଳେ ମାଲକାନଗିରି ବନାଞ୍ଚଳ ଅଧିନସ୍ଥ…
Read More...

ଢାବାରେ ଗାଙ୍ଗପୁର ପୋଲିସ୍ ର ଚଢ଼ାଉ ,୫୪ ଲିଟର୍ ବିଭିନ୍ନ ବିଦେଶୀ ବ୍ରାଣ୍ଡ୍ ମଦ ଜବତ , ଜଣେ ଗିରଫ ।

ବେଲଗୁଣ୍ଠା, ୧୫/୧୧(ପିପିଟି):ଆଜି ଗାଙ୍ଗପୁର ପୋଲିସ୍ ଏହି ଥାନା ଅନ୍ତର୍ଗତ ବିଞ୍ଚଣା ସ୍ଥିତ ଏକ ଢାବା ଉପରେ ଚଢ଼ାଉ କରି ସେଠାରୁ ବିଭିନ୍ନ ବିଦେଶୀ ବ୍ରାଣ୍ଡ୍ ର ମଦ ଜବତ କରିବା ସହ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ।…
Read More...

ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲା: ଦୋଷୀକୁ ୨୦ ବର୍ଷ ଜେଲ, ୨୦ ହଜାର ଟଙ୍କା ଜୋରିମାନା ।

କନ୍ଧମାଳ,୧୫/୧୧(ପିପିଟି): କନ୍ଧମାଳ ଜିଲ୍ଲା ଫୁଲବାଣୀ ଅତିରିକ୍ତ ଜିଲ୍ଲା ଦୌରାଜଜ ଏବଂ ସ୍ଵତନ୍ତ୍ର ପୋକ୍ସୋ କୋର୍ଟ ବିଚାରପତି ସଞ୍ଜିତ କୁମାର ବେହେରା ଏକ ଅପହରଣ ଓ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରି ୨୦…
Read More...