Browsing Category

ଅପରାଧ

୩ଟି ଜୁଆ ଆଡ୍ଡାରେ ପୋଲିସର ଚଢ଼ାଉ: ୧୪ ଜୁଆଡ଼ି ଗିରଫ ।

ଭଞ୍ଜନଗର,୨୩/୧୦(ପିପିଟି); ତାରସିଙ୍ଗି ପୋଲିସ ଶୁକ୍ରବାର ଜୁଆ ଖେଳ ଚାଲିଥିବା ଖବର ପାଇ ହଳନ୍ଦ ଖୋଳା,ବାଲି ସାହି ଓ ଅତରେଇ ପଲ୍ଲୀ ୩ଟି ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ମୋଟ ୧୪ଜଣ ଜୁଆଡ଼ିଙ୍କୁ ଗିରଫ କରିବା ସହ ସେମାନଙ୍କୁ ଠାରୁ…
Read More...

ଗଞ୍ଜେଇ କେସରୁ ଖଲାସ ।

ଗଞ୍ଜେଇ କେସରୁ ଖଲାସ ଭୁବନେଶ୍ବର,୨୨/୧୦(ପିପିଟି); ବିଗତ ୦୧/୦୭/୨୦୧୯ ତାରିଖ ଦିନ ସୋଳ ୬ ଘଣ୍ଟା ସମୟରେ ଖୋର୍ଦ୍ଧା ଜିଲ୍ଲାର ଭ୍ରାମ୍ଯମାଣ ଅବକାରୀ ବିଭାଗର ଅଧିକାରୀ ଗୁପ୍ତ ସୂଚନା ଅନୁଯାୟୀ କୋଲଥିଆ ଗ୍ରାମର ଗ୍ରୀନ…
Read More...

କନ୍ଧମାଳ ବୁନ୍ଦୁଲି ପଦର ଘାଟିରେ ୨ଜଣଙ୍କ ମୃତ ଦେହ ଉଦ୍ଧାର,ଦୁର୍ଘଟଣା ନା ହତ୍ୟାକୁ ନେଇ ସନ୍ଦେହ !

ଫୁଲବାଣୀ, ୧୮/୧୦(ପିପିଟି);କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ଥାନା ବୁନ୍ଦୁଲି ପଦର ଘଟିରେ ଗତ କାଲି ରାତିରେ ୨ ଜଣ ଯୁବକଙ୍କ ମୃତ ଦେହ ପଡିଥିବା ନେଇ ଖବର ପାଇ ତୁମୁଡିବନ୍ଧ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ…
Read More...

ଫିରିଙ୍ଗିଆ ପୁଲିସ୍ ଜଜେସପଙ୍ଗା ଗ୍ରାମରେ ଚଢାଉ କରି ୧୦୨ କିଲୋ ଗଞ୍ଜେଇ ସହ ଚାରି ଜଣଙ୍କୁ ଗିରଫ କରିଛି।

ଫୁଲବାଣୀ,୧୮/୧୦(ପିପିଟି);ଗତ ଶୁକ୍ରବାର ରାତିରେ କୌଣସି ସୂତ୍ରରୁ ଖବର ପାଇ ଫିରିଙ୍ଗିଆ ପୋଲିସ ସଦଳବଳେ ଜଜେସପଙ୍ଗା ଗ୍ରାମର କରୁଣା ବେହେରାଙ୍କ ଘର ଉପରେ ଚଢ଼ାଉ କରି ୨ ଜଣ ଜିଲ୍ଲା ବାହାର ଯୁବକଙ୍କ ସହ ୨ ଟି ବାଇକ ଓ ଗଞ୍ଜେଇ…
Read More...

ବେଲଗୁଣ୍ଠା ବଣିକ ସଂଘ ଉପସଭାପତିଙ୍କ ଘରୁ ନଗଦ ଏକ ଲକ୍ଷ ଏବଂ ଲକ୍ଷାଧିକ ଟଙ୍କାର ଗହଣା ଚୋରି ।

ବେଲଗୁଣ୍ଠା,୧୬/୧୦(ପିପିଟି); କିଛି ଦିନର ବ୍ୟବଧାନ ପରେ ପୁଣି ଥରେ ବେଲଗୁଣ୍ଠା ଅଞ୍ଚଳରେ ଚୋରମାନଙ୍କ ପ୍ରାଦୁର୍ଭାବ ବଢ଼ିଛି । ଗତ କାଲି ରାତିରେ ବେଲଗୁଣ୍ଠା ବଣିକ ସଂଘ ଉପ-ସଭାପତି କାଳୁ ଚରଣ ପଣ୍ଡାଙ୍କ ବାସ ଗୃହ ତଥା ଲୋକନାଥ…
Read More...

୪୦ଲକ୍ଷ ଟଙ୍କାର ଗଞ୍ଜେଇ ଜବତ,୬ଜଣ ଗିରଫ ।

ମୋହନା,୧୫/୧୦(ପିପିଟି);ଗଜପତି ଏସପି ତପନ କୁମାର ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ବେଆଇନ୍ ଗଞ୍ଜେଇ ଚାଲଣ ରୋକିବାକୁ ସ୍ପେଶାଲ ଡ୍ରାଇଭ ରେ ଆଜି ମୋହନା ପୁଲିସ ର ଆଉ ଏକ ସଫଳତା । ଗୁରୁବାର ଦିନ ସକାଳ ପ୍ରାୟ ୧୧.୩୦ ସମୟରେ…
Read More...

କବିସୂର୍ଯ୍ଯ ନଗର ଲୁଗା ଦୋକାନ ଲୁଟ୍ ଘଟଣାରେ ୫ଜଣ ଗିରଫ ।

କବିସୂର୍ଯ୍ଯ ନଗର,୧୪/୧୦(ପିପିଟି); କବିସୂର୍ଯ୍ଯ ନଗର ଠାରେ ସେପ୍ଟେମ୍ବର ୨୦ ତାରିଖ ଦିନ ଭେଙ୍କେଟେଶ୍ବର ସାହି ସ୍ଥିତ ଆଲାଡୁ ଲୁଗା ଦୋକାନରେ ମାରଣାସ୍ତ୍ର ଦେଖାଇ ଲୁଟ୍ ହୋଥିଲା । ଏହି ଘଟଣା କବିସୂର୍ଯ୍ଯ ନଗର ଅଞ୍ଚଳରେ…
Read More...

ଦୁର୍ଗା ପ୍ରସାଦରୁ ଗଞ୍ଜେଇ ଜବତ,୪ଜଣ ଗିରଫ ।

ଭଞ୍ଜନଗର,୧୩/୧୦(ପିପିଟି);  ସୋମବାର ରାତି ୮ଟା ସମୟରେ ଦୁର୍ଗା ପ୍ରସାଦ ଠାରେ ପୋଲିସ ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇ ଛକି ରହିଥିଲା। କିଛି ସମୟ ପରେ ୨ଟି ବାଇକ ରେ ୪ଜଣ ଯୁବକ ଆସୁଥିବା ଦେଖି ଭଞ୍ଜନଗର ପୋଲିସ ସେମାନଙ୍କୁ…
Read More...

ଆସ୍କା ବସଷ୍ଟାଣ୍ଡରୁ ୧୩୪ କିଲୋଗ୍ରାମ ଗଞ୍ଜେଇ ଜବତ, ୬ଜଣ ଗିରଫ।

ଆସ୍କା,ତା-୧୨/୧୦(ପିପିଟି); ଆସ୍କା ବସଷ୍ଟାଣ୍ଡରେ ଛଅ ଜଣ ଯୁବକ ଭୁବନେଶ୍ୱର ଅଭିମୁଖେ ଯିବା ଉଦେଶ୍ୟରେ ବସକୁ ଅପେକ୍ଷା କରିଥିବା ବେଳେ , ସନ୍ଦେହ ଜନକ ଭାବେ କୌଣସି ସୂତ୍ରରୁ ଆସ୍କା ପୋଲିସ ଖବର ପାଇ ବସଷ୍ଟାଣ୍ଡରେ ପହଞ୍ଚିଥିଲେ…
Read More...

ହିଞ୍ଜିଳିକାଟୁ ନେହେରୁ ନଗରରୁ ଯୁବକଙ୍କ ଝୁଲନ୍ତା ଶବ ଉଦ୍ଧାର , ମୃତ୍ୟୁ ସନ୍ଦେହ ଘେରରେ ।

ହିଞ୍ଜିଳିକାଟୁ,ତା-୧୦/୧୦(ପିପିଟି) ; ହିଞ୍ଜିଳିକାଟୁ ନେହେରୁ ନଗର ଚତୁର୍ଥ ଲାଇନ ମହେଶ୍ୱର ସାହୁଙ୍କ ନବନିର୍ମିତ ନିର୍ମାଣାଧୀନ କୋଠା ଦ୍ୱିତୀୟ ମହଲାରେ ଏକ ଯୁବକର ଝୁଲନ୍ତା ଶବ ଉଦ୍ଧାର ହୋଇଛି। ଉଦ୍ଧାର ହୋଇଥିବା ଯୁବକ
Read More...