ଦିଗପହଣ୍ଡିରେ ହାତୀ ଉପଦ୍ରବ:ହାତୀ ଦଳିଦେଲା ୧୦ ଭରଣରୁ ଉର୍ଦ୍ଧ୍ବ ଧାନ ଫସଲ,ଚିନ୍ତାରେ କ୍ଷତିଗ୍ରସ୍ତ ଚାଷୀ ।
ଦିଗପହଣ୍ଡି,୨୫/୧୦(ପିପିଟି): ଦିଗପହଣ୍ଡି ବନାଞ୍ଚଳରେ ରବିବାର ବିଳମ୍ବିତ ରାତିରୁ ଏକ ହାତୀପଲ ଆସି ଚାଙ୍ଗୁଡ଼ିଦେଇ ଜଙ୍ଗଲରେ ଡେରା ପକାଇଛନ୍ତି । ଖେମୁଣ୍ଡି କଲେଜ ନିକଟସ୍ଥ ମୌଳାଭଞ୍ଜା ରାଧାନଗର ଗାଁର ବାବୁ ଗୌଡ଼ ଏବଂ…
Read More...
Read More...