ଜିଲ୍ଲାରେ କାର୍ଯ୍ୟକାରୀ ହେବ ମୋ ହସ୍ପିଟାଲ୍ ମୋ ଗର୍ବ – ଜିଲ୍ଲାପାଳ ।

ଛତ୍ରପୁର,୨୬/୧୦(ପିପିଟି): ଗଞ୍ଜାମ ଜିଲ୍ଲାରେ ଯେଉଁଠି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ଦେଖାଯାଉଛି ସେହି ଅଂଚଳରେ ଜନ ପ୍ରତିନିଧି, ଗୋଷ୍ଠୀ, ଗ୍ରାମ୍ୟ ଲୋକଙ୍କୁ ସଂପୃକ୍ତ କରାଇ ସଚେତନତା ଓ ଡେଙ୍ଗୁ ଲାର୍ଭା ସୃଷ୍ଠି ହେଉଥିବା ସାଧନର…
Read More...

ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସରରେ ଶପଥପାଠ ।

ଛତ୍ରପୁର,୨୬/୧୦(ପିପିଟି): ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜିଠାରୁ ନଭେମ୍ବର ୧ ତାରିଖ ପର୍ଯ୍ୟନ୍ତ ଦୁର୍ନୀତି ନିବାରଣ ସପ୍ତାହ ପାଳନ କରାଯିବ । “ସ୍ବତନ୍ତ୍ର ଭାରତ @ 75 ସତ୍ୟ ଆତ୍ମ ନିରଭରତା” ବିଷୟ ବସ୍ତୁକୁ ଆଧାର କରି…
Read More...

ଭାରତର ସ୍ବର୍ଣ୍ଣିମ ବିଜୟ ବର୍ଷ ପାଳନ ଅବସରରେ ଗଞ୍ଜାମ ଜିଲ୍ଲା ସ୍ତରୀୟ ସ୍ବର୍ଣ୍ଣିମ ମସାଲକୁ ଭବ୍ୟ ସମ୍ବର୍ଦ୍ଧନା ।

ଛତ୍ରପୁର,୨୬/୧୦(ପିପିଟି): ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷ ଠାରେ ଗଞ୍ଜାମ ଜିଲ୍ଲା ପକ୍ଷରୁ ବିଜୟର ସ୍ବର୍ଣ୍ଣିମ ମୁକ୍ତି ମଶାଲକୁ ଭବ୍ୟ ସମ୍ବର୍ଦ୍ଧନା ଅର୍ପଣ କରାଯାଇଅଛି । ଜିଲ୍ଲା ଗ୍ରାମ୍ୟ ଉନ୍ନୟନ…
Read More...

ଭାରତ ଫାଇନାନ୍ସ କମ୍ପାନୀ କର୍ମଚାରୀଙ୍କ ଠାରୁ ଲୁଟ୍ ଘଟଣାରେ ୫ ଜଣଙ୍କୁ ଗିରଫ କଲା ଗାଙ୍ଗପୁର ପୁଲିସ ।

ବେଲଗୁଣ୍ଠା,୨୬/୧୦(ପିପିଟି):ଫାଇନାନ୍ସ କମ୍ପାନୀ କର୍ମଚାରୀ ମାନେ ଗ୍ରାମାଂଚଳକୁ ଯାଇ ମହିଳା ଗୋଷ୍ଠୀଙ୍କୁ ଋଣ ପ୍ରଦାନ କରୁଥିବା ବେଳେ ବହୁ ସମୟରେ ସେମାନେ ଲୁଟ୍ ର ଶିକାର ହେଉଥିବା ଖବର ନଜରକୁ ଆସୁଛି । ଏହିପରି ଏକ ଘଟଣାରେ…
Read More...

ଭଞ୍ଜନଗର ଠାରେ ପ୍ରତିବାଦ ଦିବସ ପାଳନ ।

ଭଞ୍ଜନଗର,୨୬/୧୦(ପିପିଟି): ଐତିହାସିକ କୃଷକ ଆନ୍ଦୋଳନର ୧୧ମାସ ପୂର୍ତ୍ତି ଉପଲକ୍ଷେ ସଂଯୁକ୍ତ କିଷାନ ମୋର୍ଚ୍ଚା ତରଫରୁ ସାରା ଭାରତରେ ୨୬ ଅକ୍ଟୋବର ରେ ପ୍ରତିବାଦ ଦିବସର ଆୟୋଜନ କରାଯାଇଛି। ଏହାକୁ ସଫଳ କରିବା ଉଦ୍ଦେଶ୍ୟରେ…
Read More...

ଏନ୍ଏସି ତରଫରୁ ଉଠା ଦୋକାନୀଙ୍କୁ ସ୍ଥାନାନ୍ତର ଓ ପଲିଥିନ ଚଢ଼ାଉ ।

ଭଞ୍ଜନଗର,୨୬/୧୦(ପିପିଟି): ଭଞ୍ଜନଗର ଠାରେ ଦୀର୍ଘ ଦିନ ହେଲା ପରିବା ବ୍ୟବସାୟୀ ଓ ଉଠା ଦୋକାନୀମାନେ ରାସ୍ତାର ଉଭୟ ପାର୍ଶ୍ଵରେ ବସି ନିଜର ବ୍ୟବସାୟ କରି ଆସୁଥିଲେ। ଯାହାଫଳରେ ସହରର ମୁଖ୍ୟ ରାସ୍ତା,ଥାନା ଛକ,ପୁରୁଣା ଜେଲ…
Read More...

ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୪୩୩।

ଭୁବନେଶ୍ବର ୨୬/୧୦(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୪୩୩। ପଜିଟିଭ ସଂଖ୍ୟା ୧୦,୩୯,୨୬୯ ଚିହ୍ନଟ ହୋଇଛନ୍ତି ୧୦,୨୬,୨୭୭ ଜଣ ସୁସ୍ଥ ହୋଇଥିବା ବେଳେ ୪,୬୨୩ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୮୩୧୬ ଜଣଙ୍କର ମୃତ୍ୟୁ…
Read More...

ଦଣ୍ଡକାରଣ୍ଯକୁ କେନ୍ଦ୍ରଶାସିତ ଅଞ୍ଚଳ କରିବାକୁ ଦାବି ।

ମାଲକାନଗିରି,୨୫/୧୦(ପିପିଟି):ଦଣ୍ଡକାରଣ୍ଯ ପର୍ବତମାଳା ବିକାଶ ପରିଷଦ ଦ୍ବାରା ମାଲକାନଗିରି ସଦର ମହକୁମାସ୍ଥିତ ସଂସ୍କୃତି ଭବନ ଠାରେ ଦଣ୍ଡକାରଣ୍ଯକୁ ନେଇ ସ୍ବତନ୍ତ୍ର କେନ୍ଦ୍ର ଶାସିତ ଅଞ୍ଚଳ ଗଠନ ଲାଗି ଏକ ସଭା ଆୟୋଜିତ…
Read More...

ମମିତା ମେହେର ହତ୍ୟା ଘଟଣା ପ୍ରତିବାଦରେ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ବୀରମହାରାଜପୁର ୧୨ ଘଣ୍ଟିଆ ବନ୍ଦ ପାଳନ ।

ଉଲୁଣ୍ଡା,୨୫/୧୦(ପିପିଟି): ରାଜ୍ୟରେ ଦିନକୁ ଦିନ ଆଇନ ଶୃଙ୍ଖଳା ପରିସ୍ଥିତି ଅତି ଦୁର୍ବଳ ଓ ଜଟିଳ ହେଇଗଲାଣି । ଚୋରି, ରାହାଜାନି, ଡକାୟତି, ବଳାତ୍କାର, ହତ୍ୟା, ନାରୀ ନିର୍ଯ୍ୟାତନା, ଅବାଧ ନିଶା କାରବାର ବୃଦ୍ଧି ପାଇଛି ।…
Read More...

ଦୁର୍ଘଟଣାଜନିତ ବୀମାସହାୟତା ରାଶି ପ୍ରଦାନ।

ବୋଲଗଡ଼,୨୫/୧୦(ପିପିଟି): ଗତବର୍ଷ ସର୍ପାଘାତରେ ମୃତ୍ୟୁ ବରଣ କରିଥିବା ସ୍ଥାନୀୟ ପରମାନନ୍ଦ ମହାବିଦ୍ୟାଳୟ +୩ ତୃତୀୟ ବର୍ଷର ଛାତ୍ର ଦୀପକ କୁମାର ମହାପାତ୍ରଙ୍କ ପିତା ମାଣିକାଗୋଡ଼ା ଗ୍ରାମର ଜନାର୍ଦ୍ଦନ ମହାପାତ୍ରଙ୍କୁ ସୋମବାର…
Read More...