ପ୍ରେମିକା ଘରେ ପ୍ରେମିକକୁ ନିର୍ଧୁମ ଛେଚା,ପତା ମିଳୁନି ପ୍ରେମିକର ।

ମାଲକାନଗିରି ,୦୨/୦୬(ପିପିଟି): କାଲିମେଳା ପ୍ରେମିକା ଘରେ ପ୍ରେମିକକୁ ନିର୍ଧୁମ ଛେଚିଲେ ପରିବାର ଲୋକେ।ଏହା ପରେ ପତା ମିଳୁନି ପ୍ରେମିକର । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ମୋଟୁ ଥାନା…
Read More...

ପାରମ୍ପାରିକ ଆଦିବାସୀ କଳା ବିକାଶ ବୈଠକ ଅନୁଷ୍ଠିତ ।

ବାଲିଗୁଡା,୦୨/୦୬(ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଅନ୍ତର୍ଗତ ସୁଡ୍ରା ଗ୍ରାମ ପଞ୍ଚାୟତ ଠାରେ ଜୀବନଜ୍ୟୋତି କଳା ପରିଷଦ ତରଫରୁ ପାରମ୍ପାରିକ ଆଦିବାସୀ କଳା ବିକାଶ ଉପରେ ଏକ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଥିଲା ।…
Read More...

କାର୍ଯ୍ଯନିର୍ବାହୀଙ୍କ ବାସଭବନରେ ନିଆଁ ଲଗାଲେ ଦୁର୍ବୃତ୍ତ ।

ମାଲକାନଗିରି,୦୨/୦୬(ପିପିଟି): ଗତ କାଲି ବିଳମ୍ବିତ ରାତ୍ରରେ ବାଲିମେଳେ କାର୍ଯ୍ୟ ନିର୍ବାହୀ ଅଧିକାରୀ ସପରିବାରେ ନିଜ ବାସଭବନରେ ଶୋଇଥିବା ବେଳେ କୌଣସି ଦୁର୍ବୃତ୍ତ ମାରିବା ଉଦ୍ଦେଶ୍ଯ ପେଟ୍ରୋଲ ଢାଳି ଅଗ୍ନି ସଂଯୋଗ…
Read More...

ଡକାୟତ ଗ୍ୟାଙ୍ଗର ୧୪ସଦସ୍ୟ ଗିରଫ; ମୋବାଇଲ, ଟଙ୍କା, ଲାପଟପ, ମାରଣାସ୍ତ୍ର ଜବତ ।

ଭଞ୍ଜନଗର,୦୨/୦୬(ପିପିଟି): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ସୋରାଦେବୀ ଜଙ୍ଗଲରୁ ବୁଧବାର ରାତିରେ ପୋଲିସ ଏଜ ବଡ଼ ଧରଣର ଡକାୟତ ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି। ସେଥି ମଧ୍ୟରେ ୧୪ଜଣଙ୍କୁ ପୋଲିସ ଗିରଫ କରିଛି। ସେମାନେ ହେଲେ…
Read More...

୪୭ଟି ୫ଟି ବିଦ୍ଯାଳୟକୁ ଉଦ୍‌ଘାଟନ କଲେ ମୁଖ୍ଯମନ୍ତ୍ରୀ ।

ମାଲକାନଗିରି,୦୨/୦୬(ପିପିଟି): ମାଲକାନଗିରି ଜିଲ୍ଲାର ୫୩ଟି ସ୍କୁଲକୁ ୫-ଟି ଅଧୀନରେ ରୁପାନ୍ତରିତ କରାଯାଇ ସ୍ମାର୍ଟ ସ୍କୁଲରେ ପରିଣତ କରାଯାଇଥିବା ବେଳେ ତନ୍ମମଧ୍ୟରୁ ୪୭ଟି ସ୍କୁଲକୁ ବୁଧବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ…
Read More...

ବାଇକ ନିଆଁରେ ମାମୁଁ ମୃତ,ଭଣଜା ଗୁରୁତର ।

ଭଞ୍ଜନଗର,୦୧/୯୬(ପିପିଟି): ଭଞ୍ଜନଗର - ତାରସିଂ ମୁଖ୍ୟ ରାସ୍ତାର ବାରଦଣ୍ଡା ଛକ ଠାରେ ଭାରସାମ୍ୟ ହରାଇ ଏକ ବାଇକ ଗଛକୁ ପିଟି ଦେବା ଫଳରେ ବାଇକରେ ନିଆଁ ଲାଗି ଗାଙ୍ଗପୁର ଥାନା ବେଣୀପଲି ଗ୍ରାମର କାଳୁ ଚରଣ ନାୟକଙ୍କ ଘଟଣା…
Read More...

ମାଲକାନଗିରି ପଞ୍ଚାୟତରାଜ ଜନ ପ୍ରତିନିଧିଙ୍କ ଭୁବନେଶ୍ବର ଗସ୍ତ ।

ମାଲକାନଗିରି,୦୧/୦୬(ପିପିଟି): ସଶକ୍ତ ପଞ୍ଚାୟତିରାଜ ପାଇଁ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କର କମଳରେ ଶୁଭ ଉଦ୍‌ଘାଟନ ହେବାକୁଥିବା ଚଳିତ ମାସ ଦୁଇ ତାରିଖ ଦିନ ଭୁବନେଶ୍ୱର ସ୍ଥିତ କିଟ ପରିସର ମଧ୍ୟରେ…
Read More...

ସେନା କର୍ମଚାରୀଙ୍କ ମହନୀୟତା; ଜନହିତକର କାର୍ଯ୍ୟରେ ଜନ୍ମଦିନ ପାଳନ ।

ଭଞ୍ଜନଗର,୦୧/୦୬(ପିପିଟି): ଦେଶ ସେବା ଓ ଗରୀବ ଲୋକଙ୍କ ଆବଶ୍ୟକତା ପୂରଣ ଲକ୍ଷରେ ଜଣେ ସ୍ଥଳ ସେନା କର୍ମଚାରୀ ତଥା ଯୁବ ସମାଜସେବୀ ଚିନ୍ମୟ ଦଳାଇ ମଙ୍ଗଳବାର ନିଜ ଜନ୍ମଦିନକୁ ଅଭିନବ ଉପାୟରେ ରାଷ୍ଟ୍ର ହିତରେ ପାଳନ…
Read More...

ମାଓବାଦୀଙ୍କ ଦ୍ବାରା ବିତାଡିତ ଦୁଇ ଶହ ପରିବାରଙ୍କ କରୁଣ କାହାଣୀ ।

ମାଲକାନଗିରି,୦୧/୦୬(ପିପିଟି):ଦଶବର୍ଷ ତଳେ ମାଲକାନଗିରି ଜିଲ୍ଲାର ବିଛିନ୍ନାଞ୍ଚଳ ମାଓବାଦୀଙ୍କର ଦୁର୍ଗ ଥିଲା । ସେଠାକୁ ଯିବା ପାଇଁ ସାଧାରଣ ଲୋକମାନଙ୍କ ପକ୍ଷେ ସମ୍ଭବ ନଥିଲା । ୧୦ ବର୍ଷ ତଳେ ମାଓବାଦୀ ଧମକ ଦେଇ ଗାଁରୁ…
Read More...

ଷଣ୍ଢମୂଳରେ ଜଙ୍ଗଲ ଜମି ପଟ୍ଟା ବଣ୍ଟନ ।

କୋଦଳା,୦୧/୦୬(ପିପିଟି): ଆଜି କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀ ବେଗୁନିଆପଡା ବ୍ଲକ ଅଧିନସ୍ଥ ଷଣ୍ଢମୂଳ ଗ୍ରାମ ପଞ୍ଚାୟତର ଖୁଣ୍ଟିଆତୋଟା ଗ୍ରାମ ଠାରେ ଜଙ୍ଗଲ ଜମି ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଆୟୋଜିତ…
Read More...