ମାଲକାନଗିରି ସଦର ମହକୁମାରୁ୧୮ ଜଣ ଶିଶୁ ଶ୍ରମିକ ଉଦ୍ଧାର ।

ମାଲକାନଗିରି,୦୫/୦୬(ପିପିଟି): କେହି ମାନୁ ନାହାଁନ୍ତି ଶିଶୁ ଶ୍ରମିକ ଆଇନ । କୌଶଣି କାର୍ଯ୍ଯାନୁଷ୍ଠାନ ଗ୍ରହଣ କରି ପାରୁନି ଶ୍ରମ ବିଭାଗ । ଏଣୁ ଅବାଧରେ ଠିକାଦାର ମାନେ ଶିଶୁ ଶ୍ରମିକମାନଙ୍କୁ କାମରେ ନିୟୋଜନ କରୁଛନ୍ତି…
Read More...

ମହା ଆଡମ୍ବର ରେ ଶେଷ ହେଲା ଶିବବିବାହ ।

କୋଦଳା,୦୫/୦୬(ପିପିଟି):ବହୁ ଆଡମ୍ବର ସହିତ ରୀତିନୀତି ଅନୁଯାଇ ଶେଷ ହେଲା ଦେବ ଦେବ ମହାଦେବଙ୍କ ବିବାହ ଉତ୍ସବ । କୋଦଳା ବିଜେ ବାବା ଶ୍ରୀ ଶ୍ରୀ ଦଣ୍ଡିଶ୍ୱର ମହାଦେବଙ୍କ ଶୁଭ ବିବାହ ଉତ୍ସବ ସମାପନ ହୋଇଯାଇଛି । ଦଣ୍ଡିଶ୍ୱର…
Read More...

ପରିବେଶ ପ୍ରେମରେ ଶିଳ୍ପୀ କଳ୍ପତରୁ ପଣ୍ଡା।

ବେଗୁନିଆ,୦୫/୦୬(ପିପିଟି): ଅସାଧାରଣ ଚିନ୍ତା ନେଇ ଏକ ସାଧାରଣ ମଣିଷ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ୍ ଅନ୍ତର୍ଗତ ବାଘମାରୀ ଗ୍ରାମ ପଞ୍ଚାୟତର ପେଶାରେ ଜଣେ ପଥର ମୁର୍ତି ଶିଳ୍ପୀ କଳ୍ପତରୁ ପଣ୍ଡା. ସମାଜ ପାଇଁ ଗାଆଁ ପାଇଁ…
Read More...

ଭେଜାଙ୍ଗିୱଡା ଜଙ୍ଗଲରୁ ଲ୍ଯାଣ୍ଡମାଇନ ଓ ଜିଲୋଟିନ ଉଦ୍ଧାର ।

ମାଲକାନଗିରି,୦୪/୦୬(ପିପିଟି): ମାଲକାନଗିରି ଜିଲ୍ଲାର ଭେଜେଙ୍ଗଵାଡା ସଂରକ୍ଷିତ ଜଙ୍ଗଲ ମଧ୍ଯରେ ଥିବା ବଡିଗେଟା ଏବଂ ଏମପିଭି-୨୧ ଅଞ୍ଚଳରେ ବିଏସ୍‌ଏଫ୍‌ ଏବଂ ପୁଲିସର ମିଳିତ କମ୍ବିଂ ଅପରେସନ ସମୟରେ ଜଙ୍ଗଲରୁ ଲ୍ୟାଣ୍ଡମାଇନ ଏବଂ…
Read More...

ବେଲଗୁଣ୍ଠାରେ ଏଗାର 5T ସ୍କୁଲ୍ ଉଦ୍‌ଘାଟିତ ।

ବେଲଗୁଣ୍ଠା,୦୪/୦୬(ପିପିଟି): ଆଜି ସନ୍ଧ୍ୟାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ବେଲଗୁଣ୍ଠା ବ୍ଳକ୍ ର ୧୧ ଟି ରୂପାନ୍ତରିତ ବିଦ୍ୟାଳୟ ଉଦ୍‌ଘାଟିତ ହୋଇଯାଇଛି । ବେଲଗୁଣ୍ଠା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶଶି…
Read More...

ବାଲ୍ଯ ବିବାହ ଉଛେଦ ଲାଗି ସାମୂହିକ ଶପଥପାଠ ।

ମାଲକାନଗିରି,୦୪/୦୬(ପିପିଟି): ସମଗ୍ର ଜିଲ୍ଲାରେ ବାଲ୍ୟବିବାହକୁ ଉଛେଦ କରିବା ପାଇଁ ମାଲକାନଗିରି ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ତରଫରୁ ଏକ ୫୦ ଦିନିଆ କାର୍ଯ୍ୟକ୍ରମ ଗତ ୨୯ ତାରିଖ ଠାରୁ ଆରମ୍ଭ…
Read More...

ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ କଲେ ଗାଁ ସାଥି ସଙ୍ଘ ।

କୋଦଳା,୦୪/୦୫(ପିପିଟି): ଶନିବାର ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଗାଁ ସାଥି ସଙ୍ଘ ମିଳିତ କ୍ରିୟାନୁଷ୍ଠାନ କମିଟି ବିଭିନ୍ନ ଦାବି ସମ୍ବଳିତ ପତ୍ର ବିଡ଼ିଓ ପ୍ରଜ୍ଞା ପ୍ରିୟଦର୍ଶିନୀଙ୍କୁ ପ୍ରଦାନ କରିଛନ୍ତି । ସଂଘ ର…
Read More...

ବିଜୁ ଯୁବ ଜନତା ଦଳର ବନ୍ଧୁ ମିଳନ ଏବଂ ସମ୍ୱର୍ଦ୍ଧନା ଉତ୍ସବ କାର୍ଯ୍ୟକ୍ରମ ।

ରଣପୁର,୦୪/୦୬(ପିପିଟି): ନୟାଗଡ଼ ଜିଲ୍ଲା ରଣପୁର ନିର୍ବାଚନ ମଣ୍ଡଳୀର ବିଜୁ ଯୁବ ଜନତା ଦଳ ତରଫରୁ ଚାନ୍ଦପୁର ଜୋନର କାର୍ଯ୍ୟକର୍ତ୍ତା ଓ ଜନ ପ୍ରତିନିଧିମାନଙ୍କୁ ନେଇ "ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଓ ନବନିର୍ବାଚିତ…
Read More...

ରଜ୍ଯରେ ଗତ ୨୪ ଘଣ୍ଟା ମଧ୍ଯରେ ୧୨ ଜଣ କରୋନା ପଜିଟିଭ ଚିହ୍ନଟ।

ଭୁବନେଶ୍ବର,୦୪/୦୬: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୦୭ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୦୫ଜଣ ପଜିଟିଭ ସ୍ଥାନୀୟ ସଂକ୍ରମଣରୁ ଚିହ୍ନଟ…
Read More...

ସ୍ବେଛାସେବୀଙ୍କ ସହଯୋଗରେ ଆରୋଗ୍ଯ ହେଲେ ଦଇମତୀ ।

ମାଲକାନଗିରି,୦୩/୦୬(ପିପିଟି): ୧୦ ବର୍ଷୀୟ ଝିଅ ଦଇମତି କବାସି, ବାପା ବୁଦ୍ରା କବାସୀ ଓ ମାଆଙ୍କ ସହ କୋରୁକୋଣ୍ଡା ବ୍ଲକ୍ ତାର୍ଲାକୋଟା ପଞ୍ଚାୟତ ଅନ୍ତର୍ଗତ ରଗେଇ ପୁଷ୍ପାଲ୍ଲୀ ଗାଁ ରେ ରୁହନ୍ତି । ଗତ ପ୍ରାୟ ୨ବର୍ଷ ତଳେ…
Read More...