ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟ ସେବା ଡାକ୍ତରମାନଙ୍କୁ ସ୍ବାଗତଂ ।

ମାଲକାନଗିରି,୧୮/୦୯(ପିପିଟି): ମାଲକାନଗିରି ଜିଲ୍ଲର ରୋଗୀମାନଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟ ସେବା ଯୋଜନାରେ ପ୍ରତ୍ୟେକ ମାସରେ କଟକ ବଡ ମେଡ଼ିକାଲରୁ ହେଲିକପ୍ଟର ଯୋଗେ…
Read More...

ନେହେରୁ ଯୁବକେନ୍ଦ୍ର ତରଫରୁ ଯୁବକ ସଂଘ ଉନ୍ନୟନ ଶିବିର ଅନୁଷ୍ଠିତ ।

ବେଲଗୁଣ୍ଠା,୧୮/୦୯(ପିପିଟି): ଭାରତ ସରକାରଙ୍କ ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରଣାଳୟ ଆନୁକୂଲ୍ୟରେ ଗଞ୍ଜାମ ଜିଲ୍ଳା ନେହେରୁ ଯୁବ କେନ୍ଦ୍ର ତରଫରୁ ବେଲଗୁଣ୍ଠା ବ୍ଳକ୍ କ୍ଷତ୍ରିୟବରପୁରସ୍ଥିତ ଏମ୍.ସି.ସି ଏକାଡ଼େମୀ ପରିସରରେ…
Read More...

୭୦୦ ମାଓ ସମର୍ଥକ କଲେ ଆତ୍ମ ସମର୍ପଣ ।

ମାଲକାନଗିରି,୧୭/୦୯(ପିପିଟି): ଆଜି ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଅଣ୍ଡ୍ରାହାଲ ବିଏସଏଫ କ୍ଯାମ୍ପରେ ୭୦୦ ମାଓ ସମର୍ଥକ ଆତ୍ମ ସମର୍ପଣ କରିଥିବା ଜଣା ପଡିଛି । ତନ୍ମଧ୍ଯରୁ ୩୦୦ ଜଣ ମିଲିସିଆ ମାଓବାଦୀ ରହଥିବା କୁହାଯାଇଛି ।…
Read More...

ବେଲଗୁଣ୍ଠାରେ ଦେବଶିଳ୍ପୀଙ୍କୁ ଆବାହନ ।

ବେଲଗୁଣ୍ଠା,୧୭/୦୯(ପିପିଟି): ଆଜି ପବିତ୍ର ବିଶ୍ଵକର୍ମା ପୂଜା ଅବସରରେ ବେଲଗୁଣ୍ଠା ସହର ସମେତ ବ୍ଳକର ବିଭିନ୍ନ ସ୍ଥାନରେ ଦେବଶିଳ୍ପୀ ବିଶ୍ଵକର୍ମାଙ୍କୁ ଆବାହନ କରାଯାଇଛି । ବ୍ଳକର କ୍ଷତ୍ରିୟବରପୁର, କଣ୍ଟେଇପଲ୍ଲୀ ସ୍ଥିତ…
Read More...

ଆଜି ଠାରୁ ଛତ୍ରପୁର ନୂତନ ବସ୍ ଷ୍ଟାଣ୍ଡରେ ବସ୍ ଗଡିବ ।

ଛତ୍ରପୁର,୧୭/୦୯(ପିପିଟି): ଛତ୍ରପୁର ସ୍ଥିତ ବସ୍ ଷ୍ଟାଣ୍ଡ ନିର୍ମାଣ ହୋଇ ଅନେକ ଦିନ ହେଲା କାର୍ଯ୍ୟକ୍ଷମ ହୋଇ ପାରିନଥିଲା । ଏହାର ଶୁଭ ଉଦ୍ଘାଟନ ପରେ ବସ୍ ଗୁଡିକ ବସ୍ ଷ୍ଟାଣ୍ଡକୁ ଆସି ଥିଲା । ଜନ ସାଧାରଣ ବସଷ୍ଟାଣ୍ଡ…
Read More...

ଭାରତୀୟ ମଜଦୁର ସଂଘ ଓଡିଶା ତରଫରୁ ବିଶ୍ୱକର୍ମାଜୟନ୍ତୀ ପାଳିତ।

ଖୋର୍ଦ୍ଧା,୧୭/୦୯(ପିପିଟି): ଭାରତୀୟ ମଜଦୁର ସଂଘ ଖୋର୍ଦ୍ଧା ଜିଲ୍ଲା ବିଶ୍ୱକର୍ମା ଜୟନ୍ତୀ ମଞ୍ଚେଶ୍ବର ସ୍ଥିତ ଉପେନ୍ଦ୍ର ଭଞ୍ଜ ଇନ୍ସଚୁଟ୍ ଭୁବନେଶ୍ୱର ଠାରେ ମହାସମାରୋହ ରେ ପାଳିତ ହୋଇଯାଇଛି, ଖୋର୍ଦ୍ଧା ଜିଲ୍ଲା ସଭାପତି…
Read More...

ଓଡିଶା ମୋଟର ଚାଳକ ସଂଘ ତରଫରୁ ଚାଳକ ଦିବସ ।

ବାଲିଗୁଡା,୧୭/୦୯(ପିପିଟି): ସେପ୍ଟେମ୍ବର ୧୭ ତାରିଖ କୁ ଓଡିଶା ମୋଟର ଚାଳକ ସଂଘ ଚାଳକ ଦିବସ ଭାବେ ସାରା ରାଜ୍ୟର ବିଭିନ୍ନ ଶାଖାରେ ପାଳନ କରୁଛି । ଏହି ପରିପ୍ରେକ୍ଷୀରେ ଆଜି ପବିତ୍ର ବିଶ୍ୱକର୍ମା ପୂଜା ଅବସରରେ ଓଡ଼ିଶା ମୋଟର…
Read More...

ବୁଡି ଅଞ୍ଚଳ ବିସ୍ଥାପିତ ଆଦିବାସୀଙ୍କୁ ମିଳୁନି ଜମି ପଟା,୧୯୬୨ ରୁ ସବୁ ସରକାରୀ ସୁବିଧାରୁ ବଞ୍ଚତ ପିଢି ପରେ ପିଢି ।

ମାଲକାନଗିରି,୧୬/୦୯(ପିପିଟି): ୧୯୬୨ ମସିହାରେ ମାଛକୁଣ୍ଡ ଜଳ ବିଦ୍ଯୁତ ପ୍ରକଳ୍ପ ଆରମ୍ଭ ହେଲା ପରେ ଉକ୍ତ ନଦୀ ବନ୍ଧ ଯୋଜନାରେ ପାଡୁଆ-କୁଲାବୀର ଏବଂ କାଟୁଆ, ଜୋଲାପୁଟ,ତପଗଣ୍ଡା,ମାଛକୁଣ୍ଡ-ବାରଙ୍ଗବାଡିର ଜନବସତିର ଲୋକମାନେ…
Read More...

ଜାଲି ଶିକ୍ଷକ କିରଣ ଜେନା ଗିରଫ।

ପୋଲସରା,୧୬/୦୯(ପିପିଟି): ଜାଲ ଶିକ୍ଷକ କିରଣ ଜେନାଙ୍କୁ ପୁଲିସ ଗିରଫ କରି କୋର୍ଟଚାଲାଣ କରିଛି। ୨୦୧୯ ମସିହା ଠାରୁ ସାମାଜିକ କର୍ମୀ ସମରଜିତ୍ ମହାନ୍ତି ବିଭିନ୍ନ ପର୍ଯ୍ଯାୟରେ ଜାଲ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସାର୍ଟିଫିକେଟ…
Read More...

ଶିକ୍ଷକ ଅଭାବ ପାଇଁ ଛାତ୍ର ଛାତ୍ରୀ ଦେଲେ ଧାରଣା।

ବୋଲଗଡ଼,୧୬/୦୯(ପିପିଟି): ଶିକ୍ଷକଙ୍କ ଅଭାବ ପାଇଁ ଫାଟକ ସମ୍ମୁଖରେ ଧାରଣା। ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ କାଉତରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ବଦଳି ହୋଇଥିଲେ ମଧ୍ୟ ବର୍ତ୍ତମାନ ସେହି ପଦବୀ ପୂରଣ ହୋଇନାହିଁ।…
Read More...