ବ୍ଲକ ସ୍ତରୀୟ ଶିକ୍ଷା ବ୍ୟବସ୍ଥା ଓ ୫ଟି କାର୍ଯ୍ୟ ସମୀକ୍ଷା ବୈଠକ ଅନୁଷ୍ଠିତ ।

ମାଲକାନଗିରି,୧୯/୦୯(ପିପିଟି): କୁଡୁମୁଲୁଗୁମ୍ମା ସ୍ଥିତ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟର ବୈଠକ ଗୃହରେ ଏକ ବ୍ଲକ ସ୍ତରୀୟ ଶିକ୍ଷା ବ୍ୟବସ୍ଥାର ଅନୁଧ୍ୟାନ ସହ ୫ଟି କାର୍ଯ୍ୟ ଗୁଡ଼ିକର ଅଗ୍ରଗତି ସଂପର୍କରେ ଏକ ସମୀକ୍ଷା ବୈଠକ…
Read More...

୬୦ ବର୍ଷ ପରେ ମଧ୍ଯ ବିସ୍ଥାପିତ ଗାଁ ପଦ୍ମପୁରକୁ ରାସ୍ତା ନାହିଁ; ଆଦିବାସୀଙ୍କ ଦୁର୍ଦ୍ଦଶାର ଅନ୍ତ କେବେ ?

ମାଲକାନଗିରି,୧୯/୦୯(ପିପିଟି): ମାଲକାନଗିରି ଜିଲ୍ଲା ସଦର ମହକୁମା ଠାରୁ ମାତ୍ର ୧୫ କିମି ଦୂରରେ ଅବସ୍ଥିତ ପଦ୍ମପୁର ଏକ ବିସ୍ଥାପିତ ଆଦିବାସୀ ଗ୍ରାମ । ଏଠି ବିଶେଷ କରି ଆଦିବାସୀ କନ୍ଧ ସଂପ୍ରଦାୟର ଲୋକମାନେ ରହନ୍ତି । ତେବେ…
Read More...

ଝୁଲନ୍ତା ଅବସ୍ଥାରେ ସ୍ଵାମୀ ଓ ସ୍ତ୍ରୀଙ୍କ ମୃତ ଦେହ ଉଦ୍ଧାର,କାରଣ ଅସ୍ପଷ୍ଟ : ତଦନ୍ତ ଜାରୀ ।

ବାଲିଗୁଡା,୧୯/୦୯(ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ବ୍ଲକ ପାବୁରିଆ ପଞ୍ଚାୟତର ମାଲେରିମାହା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଗୋଟିଏ ପରିବାରର ଦୁଇଜଣ ଆତ୍ମହତ୍ୟା…
Read More...

ପିତାଙ୍କ ଶ୍ରାଦ୍ଧ ବାର୍ଷିକୀରେ ଅସହାୟଙ୍କୁ ଖାଦ୍ୟ ଓ ବସ୍ତ୍ର ବଣ୍ଟନ ।

ବେଲଗୁଣ୍ଠା,୧୮/୦୯(ପିପିଟି): କଥାରେ ଅଛି ମାନବ ସେବା ହିଁ ମାଧବ ସେବା । ପିତୃ ପୁରୁଷଙ୍କୁ ସନ୍ତୁଷ୍ଟ କରିବା ପାଇଁ ହେଲେ ବା ବିଶ୍ୱାସ କରୁଥିବା ଆରପାରିର ପୂର୍ବ ପୁରୁଷଙ୍କୁ ସନ୍ତୁଷ୍ଟ କରିବାକୁ ଚାହୁଁଥିଲେ ଗରିବ ଅସହାୟ…
Read More...

ନଦୀରେ ବୁଡ଼ିଯାଇ ବୃଦ୍ଧଙ୍କ ମୃତ୍ୟୁ ।

ଭଞ୍ଜନଗର,୧୮/୦୯(ପିପିଟି):ଭଞ୍ଜନଗର ଥାନା ଅନ୍ତର୍ଗତ କୁଲାଡ଼ ବଡ଼ ନଦୀରେ ବୁଡିଯାଇ ଜଣେ ବୃଦ୍ଧ ଆଜି ମୃତ୍ୟୁବରଣ କରିଛନ୍ତି।ସେ ହେଲେ ତାରସିଂ ଥାନା କୃଷ୍ଣପଲି ଗ୍ରାମର ଚନ୍ଦ୍ର ନାଇକ (୬୩) ବୋଲି ଜଣାପଡ଼ିଛି।ସୂଚନା ମୁତାବକ…
Read More...

ସ୍ୱତନ୍ତ୍ର ମହାବିଦ୍ୟାଳୟ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀଙ୍କ ଶିକ୍ଷା ପରାମର୍ଶ ଦାତା ।

କୋଦଳା,୧୮/୦୯(ପିପିଟି): ଓଡିଶା ମୁଖ୍ୟମନ୍ତ୍ରୀଙ୍କ ଶିକ୍ଷା ପରାମର୍ଶ ଦାତା ଆଇଏସ ଉପେନ୍ଦ୍ର କୁମାର ମିଶ୍ର, ଗଞ୍ଜାମ ଶିକ୍ଷଧିକାରୀ ବନିତା ସେନାପତି ଓ ବେଗୁନିଆପଡା ବ୍ଲକ ଶିକ୍ଷାଧିକାରୀ ସୀତାରାମ ପାତ୍ର ପ୍ରମୁଖ ଗଞ୍ଜାମ…
Read More...

ସାଧନକେନ୍ଦ୍ର ସ୍ତରୀୟ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି ମେଳା ।

କନ୍ଧମାଳ,୧୮/୦୯(ପିପିଟି): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ବାଲନ୍ଦାପଡା ପଞ୍ଚାୟତର ବଉପାଙ୍ଗା ଠାରେ ସାଧନ କେନ୍ଦ୍ର ସ୍ତରୀୟ ଏକ ଦୁଇଦିନିଆ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତ ମେଳା ଅନୁଷ୍ଠିତ ହୋଇଯାଇଛି। ଦୁଇଦିନ ଧରି…
Read More...

ପାତ୍ରପୁର ବ୍ଳକରେ ମାଳ ମାଳ ଜାଲ ଶିକ୍ଷକ,ସୁରକ୍ଷା ଦେଉଛି କିଏ ?

ବ୍ରହ୍ମପୁର,୧୮/୦୯(ପିପିଟି): ପାତ୍ରପୁର ବ୍ଳକରେ ମାଳ ମାଳ ଜାଲ ଶିକ୍ଷକ, ସୁରକ୍ଷା ଦେଉଛି କିଏ ? ଏହି ଘଟଣାକୁ ନେଇ ରାସ୍ତା ଘାଟ ଚର୍ଚ୍ଚା । ଗଞ୍ଜାମ ଜିଲ୍ଲାରେ ଜାଲ ସାର୍ଟିଫିକେଟ ଦେଇ ଶହ ଶହ ଶିକ୍ଷକ ଶିକ୍ଷୟିତ୍ରୀ…
Read More...

ବୋଲଗଡ଼ ପ୍ରେସ କ୍ଳବର ସପ୍ତମ ବାର୍ଷିକ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ।

ବୋଲଗଡ଼,୧୮/୦୯(ପିପିଟି) : ବୋଲଗଡ଼ ପ୍ରେସ କ୍ଲବ ତରଫରୁ ବୋଲଗଡ଼ସ୍ଥିତ ନନ୍ଦିଘୋଷ ଭବନ ପରିସରରେ ସପ୍ତମ ବାର୍ଷିକ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସଭାର ପ୍ରାମ୍ଭରରେ ସଭାପତି ପ୍ରସନ୍ନ କୁମାର ସ୍ୱାଇଁଙ୍କ ସମେତ…
Read More...