ନଦୀରେ ଭାସିଯାଉଥିବା ବେଳେ ବୃଦ୍ଧା ଉଦ୍ଧାର ।
ଭଞ୍ଜନଗର,୦୭/୧୦(ପିପିଟି): ଭଞ୍ଜନଗର ବ୍ଲକ ଗୋଲାପଡା ପଞ୍ଚାୟତ ନାରାୟଣ ପାଟଣା ଗ୍ରାମର ଶୋଭା ପାଣିଗ୍ରାହୀ(୮୦) ଶୁକ୍ରବାର ସନ୍ଧ୍ୟାରେ ବଡ଼ ନଦୀକୁ ଶୌଚ ହେବାକୁ ଯାଇଥିବା ବେଳେ ନଦୀର ପ୍ରଖର ସ୍ରୋତରେ ଭାସି ଯାଇଥିଲେ । ସ୍ଥାନୀୟ…
Read More...
Read More...