କବିସୂର୍ଯ୍ୟନଗରରେ ଜିଲ୍ଲାସ୍ତରୀୟ ଜନଶୁଣାଣି; ୧୫୫ଟି ଅଭିଯୋଗ ଦାଖଲ, ୪ଟିର ତତ୍କାଳ ସମାଧାନ ।
କବିସୂର୍ଯ୍ୟନଗର,୨୧/୦୯(ପିପିଟି): ଗଞ୍ଜାମ ଜିଲ୍ଲାର କବିସୂର୍ଯ୍ୟନଗର ବ୍ଲକ ମୁଖ୍ୟାଳୟଠାରେ ଆଜି ଜିଲ୍ଲାସ୍ତରୀୟ ଜନଶୁଣାଣି ଅନୁଷ୍ଠିତ ହୋଇଛି । ଏଥିରେ ୧୫୫ଟି ଅଭିଯୋଗ ଗ୍ରହଣ କରାଯାଇଥିଲା । ସେଥିମଧ୍ୟରୁ ୧୩୯ଟି ବ୍ୟକ୍ତିଗତ…
Read More...
Read More...