ସାମାନ୍ୟ ବଚସାରୁ ଶାଳବଣ ଠାରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ।

କୋଦଳା,୨୭/୦୮(ପିପିଟି):ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ଶାଳବଣ ଗାଁରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସାମାନ୍ୟ କଥା କଟାକଟିକୁ ନେଇ ଜଣେ ଯୁବକଙ୍କୁ ଧାରୁଆ ଅସ୍ତ୍ରରେ ମାରାତ୍ମକ ଆକ୍ରମଣ କରାଯାଇଛି। ଆକ୍ରମଣର…
Read More...

କଣ୍ଠଶିଳ୍ପୀ ମୁନାଭାଇଙ୍କ ପରଲୋକ ।

ବ୍ରହ୍ମପୁର,୨୭/୦୮(ପିପିଟି):ବ୍ରହ୍ମପୁର ସହରର ଜଣେ ସରଳ ବ୍ୟକ୍ତିତ୍ୱ, ନିର୍ଭିକ ସାମ୍ବାଦିକ ଓ ପ୍ରତିଭାଦୀପ୍ତ କଣ୍ଠଶିଳ୍ପୀ ନବ କିଶୋର ମହାପାତ୍ର ମାତ୍ର ୪୯ ବର୍ଷ ବୟଃକ୍ରମରେ ଗୋଦାବରୀଶ ନଗର ସ୍ଥିତ ସ୍ଵ ବାସଭବନରେ ହୃଦଘାତ…
Read More...

ଆନନ୍ଦ ଉଲ୍ଲାସର ସହ ରକ୍ଷା ବନ୍ଧନ ଉତ୍ସବ ପାଳିତ ।

ଭଞ୍ଜନଗର, ୨୭/୦୮(ପିପିଟି):ହିନ୍ଦୁ ରୀତିନୀତି ଅନୁସାରେ ଭାଇଭଉଣୀ ର ମଧୁର ସମ୍ପର୍କ ଓ ଭଉଣୀକୁ ସୁରକ୍ଷା ଦେବା ପାଇଁ ରାକ୍ଷୀ ପୁର୍ଣିମା ଭଳି ପବିତ୍ର ଦିନରେ ପ୍ରତ୍ୟେକ ଭଉଣୀ ନିଜ ଭାଇ ହାତରେ ରାକ୍ଷୀ ବାନ୍ଧି ତାର ମଙ୍ଗଳ…
Read More...

ରାଜପୁର ଓଡିଶା ଆଦର୍ଶ ବିଦ୍ୟାଳୟ ରାସ୍ତା ମରଣ ଯନ୍ତା।

ବେଗୁନିଆପଡା,୨୭/୦୮(ପିପିଟି):ଏହି ବ୍ଲକ ଅନ୍ତର୍ଗତ ବଡ଼ ଖଇରଖମା ପଞ୍ଚାୟତର ରାଜପୁର ଠାରେ ଥିବା ଓଡିଶା ଆଦର୍ଶ ବିଦ୍ୟାଳୟକୁ ରାସ୍ତା ମରଣ ଯନ୍ତା ପାଲଟିଛି। ଏହି ବିଦ୍ୟାଳୟକୁ ବ୍ଲକର ବିଭିନ୍ନ ଗ୍ରାମରୁ ଦୈନିକ ୫୦୦ ରୁ ଅଧିକ…
Read More...

​ଗୋଳାବନ୍ଧରେ ବିସ୍ଥାପିତଙ୍କ ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ ।

ଭୁବନେଶ୍ୱର,୨୭/୦୮(ପିପିଟି): ଦୀର୍ଘ ବର୍ଷର ଅପେକ୍ଷା ଓ ସଂଘର୍ଷ ପରେ ଗୋଳାବନ୍ଧର ନୋଳିଆ ବିସ୍ଥାପିତ ପରିବାରଙ୍କୁ ମିଳିଛି ବଡ଼ ଆଶ୍ୱାସନା । ଗଞ୍ଜାମ ଜିଲ୍ଲା ଗୋଳାବନ୍ଧଠାରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ…
Read More...

ଏମଏସଏସବିଏମ ହାତୀଓଟରେ ରକ୍ଷା ବନ୍ଧନ ଉତ୍ସବ ଏବଂ ପରିବେଶ ସୁରକ୍ଷା ସଂକଳ୍ପ କାର୍ଯ୍ୟକ୍ରମ।

ପୋଲସରା,୨୭/୦୮ (ପିପିଟି): ପୋଲସରା ବ୍ଲକ୍ ହାତୀଓଟ ସ୍ଥିତ ମା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ପବିତ୍ର ରକ୍ଷା ବନ୍ଧନ ଉତ୍ସବ ଏବଂ ପରିବେଶ ସୁରକ୍ଷା ସଂକଳ୍ପ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଇତ୍ୟବସରରେ ସମସ୍ତ ଗୁରୁମା…
Read More...