ମହାବିଦ୍ୟାଳୟ ପରିସରରେ ସଫେଇ କାର୍ଯ୍ଯକ୍ରମ ।

କୋଦଳା ,୦୬/୦୪(ପିପିଟି):ସୋମବାର ଦିନ କୋଦଳା ଲକ୍ଷ୍ମୀନାରାୟଣ ସ୍ନାତକ ମହାବିଦ୍ୟାଳୟ ପରିସରରେ ଓଡ଼ିଆ ପକ୍ଷ ଉପଲକ୍ଷେ ସଂଯୋଜିକା ରଂଜୁବାଳା ନନ୍ଦଙ୍କ ତତ୍ତ୍ଵାବଧାନରେ ଏକ ସଫେଇ କାର୍ଯ୍ଯକ୍ରମର ଆୟୋଜନ କରାଯାଇଥିଲା । ଏଥିରେ…
Read More...

ବୁର୍ଲା ଭିସୁଟର କାୟାକଳ୍ପ ପାଇଁ ୯୩୦ କୋଟିର ପ୍ରସ୍ତାବକୁ କ୍ୟାବିନେଟର ମଞ୍ଜୁରୀ ।

ବୁର୍ଲା, ୦୬/୦୪ : ବୁର୍ଲା ଭିସୁଟର କାୟାକଳ୍ପ ପାଇଁ ୯୩୦ କୋଟିର ପ୍ରସ୍ତାବକୁ କ୍ୟାବିନେଟର ମଞ୍ଜୁରି। ବୁର୍ଲା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟର ପୁନଃର୍ବିକାସ ଯୋଜନାକୁ ରାଜ୍ୟ କେବିନେଟରେ ମଞ୍ଜୁରୀ । ରାଜ୍ୟର…
Read More...

ଓଡ଼ିଆ ପକ୍ଷ ଅବସରରେ ସୋନପୁରରେ ଓଡ଼ିଆ ନାମଫଳକ ସଚେତନତା ପଦଯାତ୍ରା ।

ସୁବର୍ଣ୍ଣପୁର ,୦୫/୦୪(ପିପିଟି):ଓଡ଼ିଆ ପକ୍ଷ -୨୦୨୬ ପାଳନ ଅବସରରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶ୍ରମ ବିଭାଗ, ସୁବର୍ଣ୍ଣପୁରର ମିଳିତ ଆନୁକୂଲ୍ୟରେ ସୋନପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସର ଠାରୁ ଏକ "ଓଡ଼ିଆ ଭାଷାରେ…
Read More...

ବାଲିପଦରରେ ପଞ୍ଚୁଦଣ୍ଡ ମହାମିଳନ।

ପୋଲସରା ,୦୫/୦୪(ପିପିଟି): ବୁଗୁଡ଼ା ବ୍ଳକ୍ ଅନ୍ତର୍ଗତ ବାଲିପଦରର ଧାନ ମିଲ୍ ମାଲିକ ତ୍ରିନାଥ ସାସମଲଙ୍କ ମାନସିକ ପ୍ରକାରେ ବାଲିପଦରରେ ପଞ୍ଚୁଦଣ୍ଡ ମହାମିଳନ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଗହଙ୍ଗୁ , ଏ.କରଡାବାଡି,…
Read More...

ମୋଟୁ ବାରିବାଞ୍ଛାରେ ବଡ଼ ଧରଣର ଜବର ଦଖଲ ଉଚ୍ଛେଦ ଅଭିଯାନ ।

ମାଲକାନଗିରି,୦୫/୦୪(ପିପିଟି):ମାଲକାନଗିରି ଜିଲ୍ଲାର ମୋଟୁ ତହସିଲ ଅନ୍ତର୍ଗତ ବାରିବାଞ୍ଛା ତଥା ଇସମାଇଲ ନଗର ନାମରେ ନାମିତ ଅଞ୍ଚଳରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବଡ଼ ଧରଣର ଜବରଦଖଲ ଉଚ୍ଛେଦ ଅଭିଯାନ ସଫଳତାର ସହ ଅନୁଷ୍ଠିତ…
Read More...

୩୭ ତମ ବାର୍ଷିକ ତେର ଦଣ୍ଡ ମିଳନ ସମାରୋହ ଉଦଯାପିତ ।

ବାଲିଗୁଡା,୦୫/୦୪ (ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ପଞ୍ଚୁଦଣ୍ଡ ପରିଚାଳନା ସମିତି ଆନୁକୂଲ୍ୟରେ ୩୭ ତମ ବାର୍ଷିକ ତେର ଦଣ୍ଡ ମିଳନ ସମାରୋହ ଏପ୍ରିଲ ୫ ତାରିଖ ରବିବାର ଦିନ ବିପୁଳ ଉତ୍ସାହ ଉଦ୍ଦୀପନାର ସହ ଆୟୋଜନ…
Read More...

ଓଡିଆ ପକ୍ଷ ଅବସରରେ ଜରାଶ୍ରମରେ ଶୁଖିଲା ଖାଦ୍ୟ ଓ ମିଷ୍ଟାନ୍ନ ବଣ୍ଟନ।

ବୋଲଗଡ଼,୦୫/୦୪(ପିପିଟି): ୧୮୧୭ ଭାରତରେ ପ୍ରଥମ ସ୍ୱାଧୀନତା ସଂଗ୍ରାମରେ ସହିଦ ହୋଇଥିବା କାଳିଆଭୁଇମୁଳ ସ୍ମୃତି ପରିଷଦ ବାଙ୍କୋଇ ଏବଂ ଷ୍ଟାପ ସତ୍ ସେବାସଂଘ ସାଗରଗୁଆଁ, ବୋଲଗଡ଼,ଖୋର୍ଦ୍ଧା ତରଫରୁ ପରିଷଦର କାର୍ଯ୍ୟକାରୀ ସଭାପତି…
Read More...

ମାଲକାନଗିରିରେ ଐତିହ୍ୟ ଗଣ ଦୌଡ଼ ।

ମାଲକାନଗିରି,୦୫/୦୪(ପିପିଟି):ଜିଲ୍ଲା ପ୍ରଶାସନ ଓ ଜିଲ୍ଲା କ୍ରୀଡା ଵିଭାଗର ମିଳିତ ଆନୁକୂଲ୍ୟରେ ଓଡ଼ିଆ ପକ୍ଷ ପାଳନର ପଞ୍ଚମ ଦିବସରେ ସ୍ଥାନୀୟ ଡିଏନକେ ଖେଳ ପଡ଼ିଆ ଠାରୁ ସ୍ପୋର୍ଟସ କମ୍ପ୍ଲେକ୍ସ ପର୍ଯ୍ୟନ୍ତ ଏକ ଐତିହ୍ୟ ଗଣ…
Read More...

ବାଘ ଛାଲ ବିକ୍ରି କରିବା ଅଭିଯୋଗରେ ଜଣେ ଗିରଫ ।

ବାଲିଗୁଡା ,୦୫/୦୪(ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ବନାଞ୍ଚଳ ଅଧୀନରେ ଥିବା ଚକାପାଦ ବ୍ଲକ୍ ବ୍ରାହ୍ମଣପାଦ ପଞ୍ଚାୟତ ରିଙ୍ଗିବାଡ଼ି ଗ୍ରାମ ନିକଟରେ ବନ ବିଭାଗ ଚଢ଼ଉ କରି ଏକ କଲରାପତରିଆ…
Read More...

ଓଡ଼ିଆ ପକ୍ଷ ପାଳନ ଅବସରରେ ଐତିହ୍ୟ ଗଣଦୌଡ଼ ଅନୁଷ୍ଠିତ ।

ଯାଜପୁର,୦୫/୦୪(ପିପିଟି):ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ମତେ ସାରା ରାଜ୍ୟରେ ଏପ୍ରିଲ ୧ ତାରିଖ ଓଡିଶା ଦିବସ ଠାରୁ ଏପ୍ରିଲ ୧୪ ତାରିଖ ପର୍ଯ୍ୟନ୍ତ ଓଡ଼ିଆ ପକ୍ଷ ପାଳନ କରାଯାଉଛି। ଆଜି  ଓଡ଼ିଆ ପକ୍ଷ ପାଳନ ପଞ୍ଚମ ଦିବସ ଅବସରରେ…
Read More...