ମାଷ୍ଟର କ୍ୟାଣ୍ଟିନ୍ ଛକରେ ଗର୍ଜିଲା ଉଠ ଓଡ଼ିଆ ସଙ୍ଗଠନ,ଓଡିଶାର ହକ୍ ପାଇଁ ଲଢିବାକୁ ଆହ୍ବାନ।
ଖୋର୍ଦ୍ଧା,୦୧/୦୪(ପିପିଟି): ଉତ୍କଳ ଦିବସ ଅବସରରେ ଭୂବନେଶ୍ବର ମାଷ୍ଟର କ୍ୟାଣ୍ଟିନ୍ ଛକରେ ଇଂରାଜୀରେ ଥିବା I ❤ BHUBANESWAR ଲେଖା ହୋଇଥିଲା। ଉଠ ଓଡିଆ ସଂଗଠନ ପକ୍ଷରୁ ତାକୁ ଘୋଡାଇ ତାଉପରେ ମୋ ପ୍ରିୟ ଭୂବନେଶ୍ବର ଲେଖା…
Read More...
Read More...