ବ୍ରିଲିଆଣ୍ଟ୍ ହାଇସ୍କୁଲ୍ ପୋଲସରାର ୩ୟ ବାର୍ଷିକ ସମାବର୍ତ୍ତନ ଉତ୍ସବ।

ପୋଲସରା ,୧୦/୦୨(ପିପିଟି) : ପୋଲସରା ପୌରପରିଷଦ ଦାସରଥୀ ନଗର ସ୍ଥିତ ବ୍ରିଲିଆଣ୍ଟ୍ ହାଇସ୍କୁଲର ତୃତୀୟ ସମାବର୍ତ୍ତନ ଉତ୍ସବ ୨୦୨୫-୨୬ ପାଳିତ ହୋଇଯାଇଛି। ସଭାପତି ତଥା ଆଇନଜୀବୀ ବ୍ରଜେନ୍ଦ୍ର ସାହୁଙ୍କ ସଭାପତିତ୍ଵ ଏବଂ…
Read More...

ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଲିଙ୍ଗରାଜ ମହାପ୍ରଭୁଙ୍କ ଜାଗର ଯାତ୍ରା ନେଇ ସମୀକ୍ଷା ବୈଠକ ।

ଭୁବନେଶ୍ୱର,୦୯/୦୨(ପିପିଟି): ଲିଙ୍ଗରାଜ ମହାପ୍ରଭୁଙ୍କ ଶୃଙ୍ଖଳିତ ରୀତିନୀତିସମ୍ପନ୍ନ ସହ ଜାଗର ଯାତ୍ରାକୁ ସଫଳ କରିବା ନେଇ ବିଭିନ୍ନ ବିଭାଗ, ନିଯୋଗ ଏବଂ ସେବାୟତ ପ୍ରତିନିଧିଙ୍କୁ ନେଇ ଏକ ସମୀକ୍ଷା ବୈଠକ ଆଇନ, ପୂର୍ତ୍ତ ଓ…
Read More...

କ୍ରାନ୍ତି ଓ କେ ସି ହାଇସ୍କୁଲ ଇଂରାଜୀ ମିଡ଼ିୟମ ତରଫରୁ ମାଗଣା କର୍କଟ ରୋଗ ନିରୁପଣ ଓ ସ୍ଵାସ୍ଥ୍ୟ ସଚେତନତା ଶିବିର…

ବ୍ରହ୍ମପୁର,୦୯/୦୨(ପିପିଟି): ବ୍ରହ୍ମପୁର ସ୍ଥିତ ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ କ୍ରାନ୍ତି ଓ କେ ସି ହାଇସ୍କୁଲ ଇଂରାଜୀ ମିଡ଼ିୟମର ମିଳିତ ସହଯୋଗରେ ୦୮ ତାରିଖ ରବିବାର ଦିନ ଗୋଷାଣୀନୂଆଗାଁ ସ୍ଥିତ କେ ସି ହାଇସ୍କୁଲ…
Read More...

ବୁଗୁଡ଼ାରେ ଜିଲ୍ଲାସ୍ତରୀୟ ଅଭିଯୋଗ ଶୁଣାଣି;୧୦୪ ଟି ଅଭିଯୋଗ ଗ୍ରହଣ, ୧୫ଟିର ତତକ୍ଷଣାତ୍ ସମାଧାନ ।

ଭଞ୍ଜନଗର,୦୯/୦୨(ପିପିଟି): ବୁଗୁଡା ବିରଞ୍ଚି ନାରାୟଣ କଲ୍ୟାଣ ମଣ୍ଡପ ଠାରେ ଆଜି ଗଞ୍ଜାମ ଜିଲ୍ଲାସ୍ତରୀୟ ମିଳିତ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯୋଗ ଶୁଣାଣୀ ଶିବିରରେ ମୋଟ ୧୦୪ଟି ଅଭିଯୋଗ ପତ୍ର ଗ୍ରହଣ…
Read More...

ରାଷ୍ଟ୍ରୀୟ ପେନ୍‌ସନ୍‌ ଯୋଜନା ସମ୍ପର୍କିତ ସଚେତନତା ଶିବିର ଆୟୋଜିତ ।

ଛତ୍ରପୁର,୦୯/୦୨(ପିପିଟି):ଜିଲ୍ଲା କୋଷାଗାର କାର୍ଯ୍ୟାଳୟ ଆନୁକୂଲ୍ୟରେ ଆଜି ସ୍ଥାନୀୟ ଜ଼ିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଋଷିକୂଲ୍ୟା ସମ୍ମିଳନୀ କକ୍ଷ ଠାରେ ରାଷ୍ଟ୍ରୀୟ ପେନ୍‌ସନ୍‌ ଯୋଜନା (NPS) ସମ୍ପର୍କିତ ଏକ ସଚେତନତା…
Read More...

ବରୀ ବ୍ଲକ୍ କାର୍ଯ୍ଯାଳୟ ଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ।

ଯାଜପୁର,୦୯/୦୨(ପିପିଟି): ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ବରୀ ବ୍ଳକ କାର୍ଯ୍ୟାଳୟ ପରିସର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଅଛି। ଏହି ଅଭିଯୋଗ ଶିବିରରେ ଉପସ୍ଥିତ ରହି ଜିଲ୍ଲାପାଳ…
Read More...

ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ଦୁଇ ଦିନିଆ କ୍ଷମତା ନିର୍ମାଣ ଓ ନେତୃତ୍ୱ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ ।

ଭୁବନେଶ୍ୱର,୦୯/୦୨(ପିପିଟି) : ଓଡ଼ିଶା ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ (SSEPD), ବ୍ଲାଇଣ୍ଡ ପିପଲ୍ସ ଆସୋସିଏସନ୍ (BPA), ରେଭେନ୍ସା ଭିନ୍ନକ୍ଷମ ଛାତ୍ର ସଂଘ ଓ ରମାଦେବୀ ମହିଳା…
Read More...

ରାଷ୍ଠ୍ରୀୟ ପେନସନ୍ ଯୋଜନାର ରାଜ୍ୟବ୍ୟାପୀ ସେବା ସପ୍ତାହ ।

ଭୁବନେଶ୍ୱର,୦୯/୦୨(ପିପିଟି):ଓଡ଼ିଶା ସରକାରଙ୍କ ଅର୍ଥ ବିଭାଗ ଅଧୀନସ୍ଥ କୋଷାଗାର ନିର୍ଦ୍ଦେଶାଳୟର ସ୍ଵତନ୍ତ୍ର କୋଷାଗାର ନଂ-୧ ଆନୁକୁଲ୍ୟରେ ରାଷ୍ଠ୍ରୀୟ ପେନସନ୍ ଯୋଜନା (ଏନପିଏସ୍)ର ରାଜ୍ୟବ୍ୟାପୀ ସେବା ସପ୍ତାହ ପାଳନ ଆରମ୍ଭ…
Read More...