ଆରଏସସିଏଲ କାର୍ଯ୍ୟକାରୀ କମିଟିର ବୈଠକ ।

ଭୁବନେଶ୍ୱର,୦୮/୦୪(ପିପିଟି):ରାଉରକେଲା ସ୍ମାର୍ଟ ସିଟି ଲିମିଟେଡ୍ ର କାର୍ଯ୍ୟକାରୀ କମିଟି ବୈଠକ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଖାରବେଳ ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ…
Read More...

ରାଜ୍ୟରେ ଏଲପିଜି ଗ୍ୟାସ କଳାବଜାରୀ ରୋକିବା ଉଦ୍ଦେଶ୍ୟରେ କାର୍ଯ୍ୟାନୁଷ୍ଠାନ ।

ଭୁବନେଶ୍ୱର,୦୮/୦୪(ପିପିଟି):ରାଜ୍ୟରେ ଏଲପିଜି ଗ୍ୟାସ ଯୋଗାଣ ସ୍ୱାଭାବିକ ରହିଛି । ମାତ୍ର ବିଭିନ୍ନ କାରଣ ଦର୍ଶାଇ କିଛି କଳାବଜାରୀ ଓ ଅସାଧୁ ବ୍ୟକ୍ତି ବେଆଇନ ଭାବରେ ଗ୍ଯାସ ସିଲିଣ୍ଡର ମହଜୁଦ ରଖିବା ଖବର ସରକାରଙ୍କ ଦୃଷ୍ଟିକୁ…
Read More...

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜଳାନ୍ତକ ନିରାକରଣ କେନ୍ଦ୍ର ଉଦଘାଟିତ ।

ସୁବର୍ଣ୍ଣପୁର ,୦୮/୦୪(ପିପିଟି):ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସୁବର୍ଣ୍ଣପୁର ଠାରେ ଜଳାତଙ୍କ ରୋଗର ଆଶୁ ଚିକିତ୍ସା କେନ୍ଦ୍ର ଜିଲ୍ଲାପାଳ ଡ଼.ନୃପରାଜ ସାହୁ ଙ୍କ କରକମଳରେ ଉଦଘାଟିତ ହୋଇଯାଇଛି । ଏହି ଅବସରରେ ସେ ସମସ୍ତ ଜନ…
Read More...

ସ୍ୱକୀୟ ଶିଳ୍ପକଳା ଓ ସଂସ୍କୃତି ବ୍ରହ୍ମପୁରକୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଛି: ମନ୍ତ୍ରୀ ଶ୍ରୀ ହରିଚନ୍ଦନ ।

ବ୍ରହ୍ମପୁର,୦୮/୦୪(ପିପିଟି): ରେଶମ ସହର ମହୋତ୍ସବ ତାସହିତ ସୁଭଦ୍ରା ଶକ୍ତି ଓ ଆତ୍ମ ନିର୍ଭର ଭାରତ ସ୍ୱଦେଶୀ ମେଳାର ତୃତୀୟ ଦିନର ସାଂସ୍କୃତିକ ସନ୍ଧ୍ୟାରେ ମୁଖ୍ୟଅତିଥି ଭାବେ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ…
Read More...

ସମାଜସେବୀ କନକ ସାବତଙ୍କ ଦ୍ୱିତୀୟ ଶ୍ରାଦ୍ଧ ବାର୍ଷିକୀ ପାଳିତ ।

ବ୍ରହ୍ମପୁର,୦୮/୦୪(ପିପିଟି):ହିଲପାଟଣା ନିବାସୀ ପରିବେଶବିତ ସ୍ୱର୍ଗତ ଅଚ୍ୟୁତ ରାମ ସାବତଙ୍କ ଧର୍ମ ପତ୍ନୀ ତଥା ସମାଜସେବୀ କନକ କୁମାରୀ ସାବତଙ୍କ ଦ୍ୱିତୀୟ ଶ୍ରାଦ୍ଧ ବାର୍ଷିକୀ ସ୍ଥାନୀୟ ସତ୍ୟଭାମା କଲ୍ୟାଣୀ ମଣ୍ଡପ ଠାରେ…
Read More...

ପିପୁଲସ କଲେଜ : ଓଡିଆ ପକ୍ଷ ଅବସରରେ ରକ୍ତଦାନ ଶିବିର ।

ପୋଲସରା,୦୮/୦୪ (ପିପିଟି) : ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ବୁଗୁଡା ପିପୁଲସ କଲେଜରେ ଓଡିଆ ପକ୍ଷ ପାଳନ ଅବସରରେ ୦୮-୪-୨୬ ତାରିଖ ଦିନ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। କଲେଜର ୧୧ ନମ୍ବର କକ୍ଷରେ ଯୁବ ରେଡ…
Read More...

ବୋଲଗଡ଼ର ୧୭ଟି ବିଦ୍ୟାଳୟରେ ଶିକ୍ଷା ସଚେତନତା ରଥ କୁ ସ୍ୱାଗତ।

ବୋଲଗଡ଼,୦୮/୦୪ (ପିପିଟି): ବୋଲଗଡ଼ ମଣ୍ଡଳ ଅନ୍ତର୍ଗତ ପିଚୁକୁଳି ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଲୋକନାଥ ସାହୁ ଙ୍କ ତତ୍ତ୍ଵାବଧାନରେ ପରିକ୍ରମା କରିଥିବା ଶିକ୍ଷା ସଚେତନତା ରଥକୁ ଚମ୍ପାଇଲୋ,ମାଗୁରା,ଟିକାତାଳ ଓ ପୁଆଣିଆ…
Read More...

ଓଡ଼ିଶାରେ ନିଜ ଶିଳ୍ପ ସଂସ୍ଥାନ ମାନଙ୍କୁ ସମୃଦ୍ଧ କରିବା ସହିତ ସମୃଦ୍ଧ ଓଡ଼ିଶା ଗଠନରେ ସହାୟକ ହେବାପାଇଁ ଉଦ୍ୟୋଗପତି…

ବୋଲଗଡ଼,୦୮/୦୪(ପିପିଟି): ଶିଳ୍ପ ଅଭିବୃଦ୍ଧି ଏବଂ ସମୟୋଚିତ କାର୍ଯ୍ୟାନ୍ୱୟନ ପ୍ରତି ରାଜ୍ୟର ଦୃଢ଼ ପ୍ରତିବଦ୍ଧତାକୁ ଗୁରୁତ୍ୱ ଦେଇ ଓଡ଼ିଶା ସରକାର ଆଉ ଏକ ମାଇଲଖୁଣ୍ଟ ସ୍ଥାପନ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି…
Read More...

ଠାକୁରାଣୀ ଯାତ୍ରାରେ ଭଞ୍ଜନଗର ଆସିବେ ମୁଖ୍ୟମନ୍ତ୍ରୀ ।

ଭଞ୍ଜନଗର, ୦୮/୦୪(ପିପିଟି):ପାଖେଇ ଆସୁଛି ଗଞ୍ଜାମ ଜିଲ୍ଲା ପ୍ରସିଦ୍ଧ ଭଞ୍ଜନଗର ଐତିହାସିକ ଠାକୁରାଣୀ ଯାତ୍ରା।ଏପ୍ରିଲ ୨୬ତାରିଖରୁ ମେ ମାସ ୨୦ତାରିଖ ପର୍ଯ୍ୟନ୍ତ ଦୀର୍ଘ ୨୫ଦିନ ଧରି ଏହି ଯାତ୍ରା ଅନୁଷ୍ଠିତ ହେବ।ତେଣୁ ଏଥି…
Read More...

ମାଥିଲି ବ୍ଲକର ମହୁପଦର ଗ୍ରାମ ପଞ୍ଚାୟତରେ ସ୍ୱତନ୍ତ୍ର ମେଗା ସ୍ୱାସ୍ଥ୍ୟ ଓ ପୋଷଣ ଶିବିର ଅନୁଷ୍ଠିତ ।

ମାଲକାନଗିରି,୦୮/୦୪(ପିପିଟି):ଆକାଂକ୍ଷୀ ବ୍ଲକ କାର୍ଯ୍ୟକ୍ରମ ଅନ୍ତର୍ଗତ ସମ୍ପୂର୍ଣ୍ଣତା ଅଭିଯାନ ୨.୦ ର ଏକ ଅଂଶସ୍ୱରୂପ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଅବସରରେ ମାଥିଲି ବ୍ଲକର ମହୁପଦର ଗ୍ରାମ ପଞ୍ଚାୟତଠାରେ ଏକ ସ୍ୱତନ୍ତ୍ର ମେଗା…
Read More...