କଟକ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୩୩୭ ।

0 307

କଟକ ,ତା-୩୦/୦୮(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧,୦୦,୯୩୪ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୭୦,୭୧୪, ଚିକିତ୍ସିତ ସଂଖ୍ୟା ୨୯,୬୮୫, ମୃତ ସଂଖ୍ୟା ୪୮୨ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୩୩୭ ସହ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୮,୦୪୬, ସୁସ୍ଥ ସଂଖ୍ୟା ୪,୭୧୩,ଚିକିତ୍ସିତ ସଂଖ୍ୟା ୩,୨୯୮ ଏବଂ ମୃତ ସଂଖ୍ୟା ୩୧ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୩,୦୧୪ ହୋଇଥିବା ବେଳେ କଟକ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୩୩୭ ବୋଲି ଜଣାପଡିଛି ।

Leave A Reply

Your email address will not be published.