ପୋଲସରା ଠାରେ ବିଜେଡିର ମିଶ୍ରଣ ପର୍ବ ଅନୁଷ୍ଠିତ।

0 95

ପୋଲସରା,୨୯/୦୪(ପିପିଟି):ପୋଲସରା ବିଜୁ ଜନତା ଦଳ କାର୍ଯ୍ୟାଳୟ ଠାରେ ପୋଲସରା ଏନ୍.ଏ.ସି ଓ ବ୍ଲକ୍ ସ୍ତରୀୟ ବିଜୁ ଜନତା ଦଳର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ପୋଲସରା ଏନ୍.ଏ.ସି ପୂର୍ବତନ ଉପାଧ୍ୟକ୍ଷ ନିବାସୀ ପରିଡ଼ା ଏବଂ ୩୮ ନମ୍ବର ବିଜେପି ଜିଲ୍ଲା ପରିଷଦ ପାର୍ଥି ଧର୍ମେନ୍ଦ୍ର ପାଢ଼ୀଙ୍କ ନେତୃତ୍ୱରେ ୩୦୦ ରୁ ଉର୍ଦ୍ଧ୍ବ ବିଜେପି କର୍ମୀ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶରେ ଅନୁପ୍ରାଣୀତ ହୋଇ ବିଜେପି ଦଳ ତ୍ୟାଗ କରି ବିଜୁ ଜନତା ଦଳରେ ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁଙ୍କ ଉପସ୍ଥିତିରେ ସାମିଲ୍ ହୋଇଛନ୍ତି।

Leave A Reply

Your email address will not be published.