ବୋଲଗଡ଼ କୁ ଏନ୍ ଏସି ଘୋଷଣା ଦାବୀରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ। ଜିଲ୍ଲା By Devasmita mohanty On Feb 26, 2024 0 270 Share ବୋଲଗଡ଼,୨୬/୦୨(ପିପିଟି):ବୋଲଗଡକୁ ଏନ୍ଏସି ଘୋଷଣା ଦାବୀରେ ବୋଲଗଡ଼ ଏନ୍ଏସି କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଳା ରାଣାଙ୍କୁ ବୋଲଗଡ଼ ଠାରେ ଦାବୀ ପତ୍ର ପ୍ରଦାନ କରିଛନ୍ତି। (ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।) 0 270 Share