ଜାତୀୟ ଅଗ୍ନିନିରାପତ୍ତା ସୁରକ୍ଷା ସପ୍ତାହ ପାଳନ ।

0 276

କୋଦଳା,୧୪/୦୪(ପିପିଟି): ଜାତୀୟ ଅଗ୍ନିନିରାପତ୍ତା ସୁରକ୍ଷା ସପ୍ତାହ ପାଳନ ଅବସର ରେ କୋଦଳା ଅଗ୍ନିଶମ କାର୍ଯ୍ୟଳୟ ପକ୍ଷରୁ କାର୍ଯ୍ୟାଳୟ ଅଧିକାରୀ ସୁର୍ଯ୍ୟ କୁମାର ହେମ୍ରାମଙ୍କ ନିତୃତ୍ୱରେ ଦମକଳ ସହିତ ଏକ ସଚେତନତା ରାଲୀ ବାହାରି କୋଦଳା ଏନ୍ଏସି ଅଞ୍ଚଳ ବୁଲିବା ସହିତ ଜନସାଧାରଣଙ୍କୁ ଅଗ୍ନି ନିରାପତ୍ତା ସମ୍ପର୍କରେ ସଚେତନ କରିଥିଲେ ।ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଆଗ୍ନିକ ମହେନ୍ଦ୍ର ଜେନା, ଡ୍ରାଇଭର /ହାବିଲଦାର ରାମ କୃଷ୍ଣ ମଲିକ,ଆଗ୍ନିକ ଡ୍ରାଇଭର ବିରଞ୍ଚି ନାରାୟଣ ରାଉତ, ଆଗ୍ନିକ ବିଦେଶୀ ନାୟକ, ପ୍ରସନ୍ନ ମହାନ୍ତି, ବାବୁଲା ବେହେରା, ପ୍ରେମାନନ୍ଦ କାଣ୍ଡି, ନିରଞ୍ଜନ ସ୍ୱାଇଁ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।
(ରିପୋର୍ଟ-ସୂର୍ଯ୍ୟ ନାରାୟଣ ବଡୁ ।)

Leave A Reply

Your email address will not be published.