ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୧୧।

0 1,163

ଭୁବନେଶ୍ବର ୧୪/୦୪(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୧୧ ପଜିଟିଭ ସଂଖ୍ୟା ୧୨,୮୭,୮୮୫ ଚିହ୍ନଟ ହୋଇଛନ୍ତି ୧୨,୭୮,୫୮୮ଜଣ ସୁସ୍ଥ ହୋଇଥିବା ବେଳେ ୧୨୨ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୯,୧୨୨ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨,୪୪,୮୦୬ ସୁସ୍ଥ ସଂଖ୍ୟା ୨,୪୩,୦୪୨ ଚିକିତ୍ସିତ ସଂଖ୍ୟା ୦୫ ମୃତ ସଂଖ୍ୟା ୧୭୪୯, କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୧୩,୭୩୧, ସୁସ୍ଥ ସଂଖ୍ୟା ୧,୧୨,୮୧୩ ଚିକିତ୍ସିତ ସଂଖ୍ୟା ୦୭, ମୃତ ସଂଖ୍ୟା ୯୦୭, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୬,୭୫୬ ସୁସ୍ଥ ସଂଖ୍ୟା ୩୬,୨୩୨ ଚିକିତ୍ସିତ ସଂଖ୍ୟା ୦୪, ମୃତ ସଂଖ୍ୟା ୫୧୨ ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୯୦,୮୨୪ ସୁସ୍ଥ ସଂଖ୍ୟା ୯୦,୧୩୪ ଚିକିତ୍ସିତ ସଂଖ୍ୟା ୦୫ ମୃତ ସଂଖ୍ୟା ୬୮୧ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।

Leave A Reply

Your email address will not be published.