ଭୁବନେଶ୍ବର ୦୯/୦୪(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୧୧ ପଜିଟିଭ ସଂଖ୍ୟା ୧୨,୮୭,୮୩୪ ଚିହ୍ନଟ ହୋଇଛନ୍ତି ୧୨,୭୮,୪୮୫ ଜଣ ସୁସ୍ଥ ହୋଇଥିବା ବେଳେ ୧୭୫ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୯,୧୨୧ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨,୪୪,୭୯୯ ସୁସ୍ଥ ସଂଖ୍ୟା ୨,୪୩,୦୨୯ ଚିକିତ୍ସିତ ସଂଖ୍ୟା ୧୧ ମୃତ ସଂଖ୍ୟା ୧୭୪୮, କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୧୩,୭୨୯, ସୁସ୍ଥ ସଂଖ୍ୟା ୧,୧୨,୮୧୩ ଚିକିତ୍ସିତ ସଂଖ୍ୟା ୦୫, ମୃତ ସଂଖ୍ୟା ୯୦୭, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୬,୭୫୬ ସୁସ୍ଥ ସଂଖ୍ୟା ୩୬,୨୩୧ ଚିକିତ୍ସିତ ସଂଖ୍ୟା ୦୫, ମୃତ ସଂଖ୍ୟା ୫୧୨ ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୯୦,୮୧୯ ସୁସ୍ଥ ସଂଖ୍ୟା ୯୦,୧୨୧ ଚିକିତ୍ସିତ ସଂଖ୍ୟା ୧୩ ମୃତ ସଂଖ୍ୟା ୬୮୧ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।