ବେଆଇନ ବାଣ ଜବତ,ତିନି ଗିରଫ।

0 427

ଆସିକା,୧୮/୧୦: ବିଶେଷ ସୂତ୍ରରୁ ଖବର ପାଇ ଆସିକା ଏସଡିପିଓ ଉମାଶଙ୍କର ସିଂ ଙ୍କ ନେତୃତ୍ବରେ ଚଢାଉ କରି କାଳଷଣ୍ଢପୁର ଗାଁରେ ବେଆଇନ ଗଛିତ ଥିବା ୫୦ ପେକେଟ ବାଣ ଜବତ କରିବା ସହିତ ଏଥିରେ ସମ୍ପୃକ୍ତ ତିନିଜଣଙ୍କୁ ଗିରଫ କରାଯାଇଛି। ଏଥିରେ ଆସିକା ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ ଓ ଥାନା ଷ୍ଟାପ ଚଢାଉରେ ସାମିଲ ହୋଇଥିଲେ।

Leave A Reply

Your email address will not be published.